Latest Odisha News

BREAKING NEWS

Browsing Category

ଓଡିଶା

Odisha

ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା, ଧରାପଡିଲେ ୫୦୦୦ ଟଙ୍କା ଯାଏଁ ଫାଇନ୍

ପୁରୀ: ଏଣିକି ଶ୍ରୀମନ୍ଦିର ଭିତରକୁ ପାନ, ଗୁଟଖା ମନା । ମନ୍ଦିର ଭିତରକୁ ପାନ, ଗୁଟଖା ଖାଇ ପ୍ରବେଶ ଉପରେ କଟକଣା ଲଗାଯାଇଛି । କେବଳ ସେତିକି ନୁହେଁ ଶ୍ରୀମନ୍ଦିର ପରିସରରେ କୌଣସି ସେବାୟତ ଯଦି ପାନ ଛେପ ପକାନ୍ତି ତେବେ ତାଙ୍କଠାରୁ ମୋଟା ଅଙ୍କର ଫାଇନ୍ ମଧ୍ୟ ଆଦାୟ କରାଯିବ । ପ୍ରଥମ ଏବଂ…

ପରଲୋକରେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ଆଖି ବୁଜିଲେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର । ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା । ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’…

ରାଜଧାନୀରେ ନକଲି ଇଂଜିନ ଅଏଲ୍ କାରଖାନା ଠାବ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀ ଚାଲିଛି ନକଲି କାରବାର । ଅସଲି ଦରରେ ବିକ୍ରି ହେଉଛି ନକଲି ମାଲ୍ । ପୁଣି ଠାବ ହେଲା ଆଉ ଏକ ନକଲି କାରଖାନା । ନକଲି ଇଂଜିନ୍ ଅଏଲ୍ କାରଖାନା ଠାବ କରିଛି ପୋଲିସ । ଏହି କାରବାରରେ ସମ୍ପୃକ୍ତ ଥିବା ମାଷ୍ଟାର ମାଇଣ୍ଡ ବାବାଜୀ ସାହୁଙ୍କ ସମେତ ୩ ଜଣଙ୍କୁ ପୋଲିସ ଗିରଫ କରିଛି…

ଓଡ଼ିଶାର କଳା ଓ ସଂସ୍କୃତିର ପରିଚୟ ପାରମ୍ପରିକ ସଖୀ କଣ୍ଢେଇ ନାଚ…

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ନକଲି ପାନମସଲା କାରଖାନା ଠାବ

ଭୁବନେଶ୍ୱର: ପୁଣି ଅସଲି ବ୍ରାଣ୍ଡରେ ବ୍ରିକ୍ରି ହେଉଥିଲା ନକଲି ମାଲ । ଧରିଲା ପୋଲିସ । ଠାବ ହେଲା ନକଲି ପାନ ମସଲା କାରଖାନା ।ବାଲିପାଟଣା ଅନ୍ତର୍ଗତ ଜାହାଙ୍ଗୀରପାଟଣା ଗାଁରେ ନକଲି ପାନ ମସଲାର ଏକ କାରଖାନାକୁ ଠାବ କରାଯାଇଛି। ସ୍ପେସାଲ୍‌ ଟାକ୍ସ ଫୋର୍ସ, ଲକ୍ଷ୍ମୀଧର ସାହୁଙ୍କ ଘରେ…

ରାଜ୍ୟରୁ ସୁସ୍ଥ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୮୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୬୫୭, କଟକରୁ ୪୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୨୨୬ ଜଣ, ଅନୁଗୁଳରୁ ୨୧୭ ଜଣ,…

ରାସ୍ତାକଡରେ ଜଗିଛି ମୃତ୍ୟୁ !  

ଯାଜପୁର: ରାସ୍ତା କଡ ଓ ଛକ ବଜାରରେ ଜଗି ରହିଛି ମୃତ୍ୟୁ । ପ୍ରତି ମୁହୂର୍ତରେ ସାଧାରଣ ଲୋକଙ୍କ ଜୀବନ ପ୍ରତି ରହିଛି ବିପଦ ଆଶଙ୍କା । ଡେଥ୍ ପଏଂଟ ପାଲଟିଛି ସହରର ବିଭିନ୍ନ ସ୍ଥାନରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫରମର୍ । ଆମେ କହୁଛି ଯାଜପୁର ଜିଲ୍ଲା ଯାଜପୁର ରୋଡ ସହରର ଦୃଶ୍ୟ । ବିପଦସଙ୍କୁଳ…

ହ୍ରାସ ପାଇପାରେ ସ୍କୁଲ ଫି୍‌

କଟକ: ଓଡିଶା ହାଇକୋର୍ଟରେ ସ୍କୁଲ୍ ଫି ହ୍ରାସ ସମ୍ପର୍କିତ ମାମଲାରେ ସରକାରଙ୍କ ପକ୍ଷରୁ ମିଳିତ କମିଟି ରିପୋର୍ଟ ଦାଖଲ କରାଯାଇଛି । ସୂଚନାନୁଯାୟୀ ୭ଟି ସ୍ଲାବରେ ସ୍କୁଲ ଫି କମାଇବାକୁ ସୁପାରିଶ କରାଯାଇଥିବା ଜଣାପଡିଛି । ଏପରିକି ରେସିଡେନସିଆଲ୍ ସ୍କୁଲ ଫି ୩୦% କମିବାର ସମ୍ଭାବନା ରହିଛି ।…

ଭୁବନେଶ୍ୱରରୁ ୩୨୯ କରୋନା ପଜିଟିଭ ଚିହ୍ନଟ; ସେଥିରୁ ୨୫୬ ଲୋକାଲ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୨୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ହିଞ୍ଜିଳିରେ ଜିଲ୍ଲାପାଳଙ୍କ ମାସ୍କ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଠାରେ ଲୋକମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି। ସୂଚନା ଅନୁସାରେ, ଜନସାଧାରଣ କିଭଳି କୋଭିଡ ନିୟମ ପାଳନ କରୁଛନ୍ତି, ସେନେଇ ତଦାରଖ ପାଇଁ ଜିଲ୍ଲାପାଳ ହିଞ୍ଜିଳି ଯାଇଥିଲେ। ହେଲେ ସେଠାରେ ଅନେକ ଲୋକ ମାସ୍କ ପିନ୍ଧିନଥିବା…