Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ମଙ୍ଗଳବାର ଦିନ ଆଉ ୯ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୬୨ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୧, ଭୁବନେଶ୍ୱରରୁ ୧, ଗଞ୍ଜାମ ଜିଲ୍ଲାରୁ ୩, ମାଲକାନଗିରିରୁ ୧,…

‘ଆତ୍ମଚିନ୍ତନ ମାଧ୍ୟମରେ ଭବିଷ୍ୟତର ମାର୍ଗ ତିଆରି କରିପାରିବେ’

ଭୁବନେଶ୍ୱର: ଜଣେ ନିଜର ଆତ୍ମଚିନ୍ତନ ମାଧ୍ୟମରେ ଭବିଷ୍ୟତର ମାର୍ଗ ତିଆରି କରିପାରିବେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ପଥରେ ନିଜକୁ ଅନୁପ୍ରଣିତ କରିପାରିବ । ଏହା ସହିତ ଜଣେ ସଫଳ ଉଦ୍ୟୋଗୀ ସର୍ବଦା ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ନିଜ ଜୀବନଶୈଳୀରେ ଉନ୍ନତି…

ହୋମ୍ କ୍ବାରେନଣ୍ଟାଇନ ରୋଗୀଙ୍କ ପାଇଁ ନୂଆ କିଟ୍ ବଣ୍ଟନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କୋଭିଡ୧୯ ପଜିଟିଭ ରୋଗୀଙ୍କୁ ନୂଆ ‘ହୋମ ଆଇସୋଲେସନ କିଟ୍’ ବଣ୍ଟନ କରିବା ଆରମ୍ଭ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି କିଟରେ ହୋମ୍ ଆଇସୋଲେସନ୍ ସମ୍ବନ୍ଧୀୟ ଏକ ବୁକଲେଟ୍ ରହିଛି। ଯେଉଁଥିରେ…

ଆଉ ୨୨୩୯ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୬୪ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ଧୀରେଧିରେ ଏହା ବଢ଼ିବାରେ ଲାଗିଛି। ପ୍ରଥମେ, ୧ ଅଙ୍କରୁ ଆରମ୍ଭ କରି ବର୍ତ୍ତମାନ ସବୁଦିନ ୪ ଅଙ୍କ ଛୁଉଁଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୨୩୯ ଜଣ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ଏହି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବରଗଡ଼ ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ…

ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହାକୁ ମିଶାଇ ସର୍ବମୋଟ ୨୦ ଟି ଗେଟ ଖୋଲିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୮୯ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩ଲକ୍ଷ ୨୨…

ଆସିଥିଲେ ଟଙ୍କା ଚୋରି କରିବାକୁ କିନ୍ତୁ ଜାଳିଦେଲେ ATM, ଜାଣନ୍ତୁ କାହିଁକି

ଉଦଳା: ଟଙ୍କା ଲୁଟ କରିବାକୁ ଆସି ATM ଜଳିଦେଲେ ଦୁର୍ବୁତ୍ତ। ଏଭଳି ଘଟଣା ଘଟିଛି ଉଦଳା ଅଞ୍ଚଳରେ । ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ସୂଚନା ଅନୁସାରେ, ଉଦଳ କଲେଜ ରୋଡରେ ଥିବା ଏକ ଏଟିଏମକୁ ପୋଡି ପାଉଁଶ କରିଦେଇଛନ୍ତି ଦୁର୍ବୃତ୍ତ। ଏହି ଦୁର୍ବୁତ୍ତ ମାନେ…

ଖସୁଛି ଜଳସ୍ତର: ମାଲକାନଗିରିରେ ସୁଧୁରୁଛି ବନ୍ୟା ସ୍ଥିତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ସୁଧୁରୁଛି ବନ୍ୟା ସ୍ଥିତି । ଦୀର୍ଘ ୬ଦିନ ଧରି ପାଣିରେ ବୁଡି ରହିଥିବା କାଙ୍ଗୋରୁକୋଣ୍ଡା ପୋଲ ଉପରୁ ଖସିଲା ବନ୍ୟାଜଳ । ବନ୍ୟାଜଳ ଖସିବାରୁ ୩୨୬ନଂ ଜାତୀୟ ରାଜପଥରେ ଯାତାୟାତ ସ୍ୱାଭାବିକ ହୋଇଥିବା ସୂଚନା । ଅନ୍ୟପଟେ ବନ୍ୟାଜଳରେ ଏବେବି ବୁଡି…

ଆସନ୍ତାକାଲି ଯୁକ୍ତ ୨ ବାଣିଜ୍ୟ ଫଳ

ଭୁବନେଶ୍ୱର: ଅଗଷ୍ଟ ମାସ ୧୯ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବାଣିଜ୍ୟ ଫଳାଫଳ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ବୁଧବାର ପୂର୍ବାହ୍ନ ୧୧ଟା ୩୦ରେ ଏହି ଫଳାଫଳ ପ୍ରକାଶ ପାଇବା ବେଇ ସୂଚନା । ଗତବର୍ଷ ଅପେକ୍ଷା ଏଥର ୩ ମାସ ବିଳମ୍ବରେ ଏହି ଫଳାଫଳ ପ୍ରକାଶ…

ବଡ଼ଦେଉଳରେ ଶ୍ରୀଜିଉଙ୍କ କୃଷ୍ଣ-ବଳରାମ ବେଶ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାର ଅନ୍ତିମ ବେଶ କୃଷ୍ଣ-ବଳରାମ ବେଶରେ ସୋମବାର ଦର୍ଶନ ଦେଇଛନ୍ତି ଶ୍ରୀଜିଉ। ଏଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି। ଗୌଡ଼ବାଡ଼ ସାହି ପକ୍ଷରୁ ଶ୍ରୀକୃଷ୍ଣ ଲୀଳା ପରିବେଷଣ କରାଯାଇଛି। ନୀତି ପରମ୍ପରା ଅନୁଯାୟୀ,…