Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଢୁଛି ସଂକ୍ରମଣ: କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳର ଏହି ସରକାରୀ କାର୍ଯ୍ୟାଳୟ

ଢେଙ୍କାନାଳ: କରୋନା ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଢେଙ୍କାନାଳ ହିନ୍ଦୋଲ ଏନଏସି କାର୍ଯ୍ୟାଳୟ । ଏନେଇ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ସୋମବାର ସୂଚନା ଦେଇଛନ୍ତି । କାର୍ଯ୍ୟାଳୟକୁ ଅଗଷ୍ଟ ୧୭ ତାରିଖ ସକାଳ ୭ ଟାରୁ ଅଗଷ୍ଟ ୨୦ ତାରିଖ ସକାଳ ୬୭ ଟା ଯାଏଁ ସିଲ୍…

ଲକଡାଉନ ସାଜିଲା ବରଦାନ: ଚିତ୍ରଶିଳ୍ପୀ ସାଜିଲେ ଯୁବତୀ

ଯାଜପୁର: କରୋନା କାହାପାଇଁ କାଳ ସାଜିଛି ତ ଆଉ କାହା ପାଇଁ ସୁଯୋଗ ସୃଷ୍ଟି କରିଛି । କାହା ନିକଟରୁ ନିଜ ଲୋକଙ୍କୁ ଛଡାଇ ନେଇଛି ତ ଆଉ କାହାକୁ ଆତ୍ମୀୟସ୍ୱଜନଙ୍କ ସହ ଯୋଡ଼ିଛି । ତେବେ ଏହି ମହାମାରୀ କରୋନା ପାଇଁ ଯାଜପୁର ସୁକିନ୍ଦା ଅଂଚଳର ଜଣେ ଯୁବତୀ ନିଜ ଭିତରେ ଥିବା ପ୍ରତିଭାକୁ ଚିହ୍ନି…

ଝଲସିବ ଏକାମ୍ରକ୍ଷେତ୍ର; ୨ଲକ୍ଷ ଲୋକ ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ଯୋଜନାରେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ଲକ୍ଷ ଲୋକ ଏକାଠି ସମବେତ ହୋଇ ଦେଖିପାରିବେ ମହାଶିବରାତ୍ରି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଜି ଏକାମ୍ରକ୍ଷେତ୍ର ଯୋଜନା ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୫୦୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୫୦୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ, କେଉଁ ଜିଲ୍ଳାରୁ କେତେ ରୋଗୀ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୬୨,୨୯୪ କରୋନା…

କମିଶନରେଟ୍ ପୋଲିସରେ ଅଦଳ ବଦଳ; କାହାକୁ କେଉଁ ଦାୟିତ୍ୱ ମିଳିଲା, ଜାଣନ୍ତୁ

ଭୁବନେଶ୍ୱର: କମିଶନରେଟ୍ ପୋଲିସ ସୋମବାର ଦିନ କଟକ ଓ ଭୁବନେଶ୍ୱରର ଅତିରିକ୍ତ ଡିସିପି, ଇନସପେକ୍ଟର, ଏସଆଇ ସ୍ତରରେ ଅଦଳ ବଦଳ କରିଛନ୍ତି । ଭୁବନେଶ୍ୱର ଓ କଟକ କମିଶନରେଟ୍ ପୋଲଟ୍ର ଇଷ୍ଟାବ୍ଲିସମେଣ୍ଟ ବୋର୍ଡର ସୂଚନାନୁଯାୟୀ ଖାଲି ପଡିଥିବା ପଦବୀ, ପ୍ରଶାସନିକ ଆବଶ୍ୟକତା, ଜନସେବାର ଆଗ୍ରହକୁ…

ନିର୍ମାଣ କ୍ଷେତ୍ରରେ ନୂତନ ନୀୟମାବଳୀର ପରିବର୍ତନକୁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ୱାଗତ

ଭୁବନେଶ୍ୱର: କୋଭିଡ୍‌-୧୯ ମହାମାରୀ ଓ ଦେଶବ୍ୟାପୀ ଲକଡାଉନ ପରେ ରାଜ୍ୟର ରିୟଲ ଇଷ୍ଟେଟ୍ ସେକ୍ଟରରେ ନୂତନ ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ସମ୍ବନ୍ଧୀୟ ପ୍ଲାନିଂ ଓ ବିଲ୍ଡିଂ ନିୟମାବଳୀରେ କରାଯାଇଥିବା ପରିବର୍ତନକୁ କ୍ରେଡାଇ ଭୁବନେଶ୍ୱର ପକ୍ଷରୁ ସ୍ୱାଗତ…

ସବୁଜ ପ୍ରଯୁକ୍ତିକୁ ନେଇ ସୋଆ ପକ୍ଷରୁ ଦୁଇ ଦିନିଆ ଭର୍ଚୁଆଲ୍ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର: ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, ଆଡଭାନ୍ସଡ କମ୍ପ୍ୟୁଟିଙ୍ଗ୍ ଏବଂ କମ୍ୟୁନିକେସନ୍ ଇଞ୍ଜିନିୟରିଂ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ନିମନ୍ତେ ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଶେଷଜ୍ଞମାନେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପକ୍ଷରୁ ଅନ୍‌ଲାଇନ୍…

ଅଗଷ୍ଟ ୧୯ରେ ପ୍ରକାଶ ପାଇବ +୨ ବାଣିଜ୍ୟ ରେଜଲ୍ଟ

ଭୁବନେଶ୍ୱର : ଆସନ୍ତା ଜୁନ୍ ୧୯ ତାରିଖରେ ଯୁକ୍ତ ୨ ବାଣିଜ୍ୟ ବିଷୟର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୋମବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ…

ଭୁବନେଶ୍ୱରରେ ଆଉ ୧୯୮ ପଜିଟିଭ ଚିହ୍ନଟ, ୧୩୨ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୯୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ମିଳିଲେ ଓଡିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇପାରିବ

ଭୁବନେଶ୍ୱର : ଭାରତରେ ପ୍ରତିଦିନ ୫୦ କୋଟି ଲିଟର ଦୁଗ୍ଧ ଉତ୍ପାଦନ ହୋଇଥାଏ । ଓଡିଶାରେ ୬୦ ରୁ ୭୦ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ ହେଉଛି ଯାହାକି ଜାତୀୟ ହାରର ମାତ୍ର ୧.୨୫ ପ୍ରତିଶତ । ଯଦି ରାଜ୍ୟରେ ଚାଷୀମାନଙ୍କୁ ଯଦି ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯାଏ ତେବେ ଦୁଗ୍ଧ ଉତ୍ପାଦନ ବୃଦ୍ଧି…