Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଡିଓ ଭାଇରାଲ ମାମଲା: ଗିରଫ ୨ଜଣଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଅଡିଓ ଭାଇରାଲ ଘଟଣାରେ ଗିରଫ ହୋଇଥିବା ୨ ଜଣଙ୍କୁ ଜାମିନ୍ ମିଳିଛି । ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ୨ ଜଣଙ୍କୁ ସର୍ତମୂଳକ ଜାମିନ ଦେଇଛନ୍ତି । ଜଣେ ଜାମିନଦାର ଓ ୧୦ ହଜାର ଟଙ୍କା ମୁଚଲିକାରେ ଉଭୟ ଲକ୍ଷ୍ମୀକାନ୍ତ ବେହେରା ଓ ବିଶ୍ୱଜିତ ମହାନ୍ତିଙ୍କୁ ଜାମିନ୍ ମିଳିଥିବା…

୪ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଫୋକସ୍‌

ଭୁବନେଶ୍ୱର: ଅର୍ଥ ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ଏନେଇ ଆଜି ଭିଡିଓ କନଫରେନ୍ସିଂହରେ କୋଭିଡ ପରିଚାଳନା ସଂପର୍କରେ ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ କହିଛନ୍ତି, କୋଭିଡ୍‌ ଚିକିତ୍ସା ପାଇଁ ରାଜ୍ୟ ସରକାର…

ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଭିଜିଲାନ୍ସ ପଞ୍ଝାରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ସଚିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ ହୋଇଛି । ଏକକାଳୀନ ୫ଟି ସ୍ଥାନରେ ଚଢାଉ ଜାରି ରଖିଛି…

ଲେବାନନ ବିସ୍ଫୋରଣ ପରେ ଆଗୁଆ ସଜାଗ ହେଲେ ସରକାର, ସବୁ ଫ୍ୟାକ୍ଟ୍ରିର ମାଗିଲେ ତଥ୍ୟ

ଭୁବନେଶ୍ୱର: ଲେବାନନର ଭୟଙ୍କର ବିସ୍ଫୋରଣ ଘଟଣା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସବୁ ଫ୍ୟାକ୍ଟ୍ରିକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଏଣ୍ଡ ବଏଲର ନିର୍ଦ୍ଦେଶକ । ଫ୍ୟାକ୍ଟ୍ରିରେ ନିରାପତ୍ତା ଓ ସୁରକ୍ଷା ପାଇଁ ପଦ କ୍ଷେପ ନେବାକୁ ନେବାକୁ ଏଥିରେ କୁହାଯାଇଛି । ଫ୍ୟାକ୍ଟିରେ ବିସ୍ଫୋରକ…

‘ରାଜ୍ୟରେ ଦିନକୁ ହେବ ଲକ୍ଷେ ଟେଷ୍ଟ’

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ବଢ଼ିବ ଟେଷ୍ଟ ସଂଖ୍ୟା । ଦିନକୁ ଏକ ଲକ୍ଷ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାପାଡ ଆଂଟିଜେନ୍ ଟେଷ୍ଟ ମଧ୍ୟ ବଢ଼ିବ । ଏନେଇ ଆଜି ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି । ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ…

ଅଗଷ୍ଟ ୨୧ରୁ +୨ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ, କମିଲା ଫି

ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଘୋଷଣା ହେଲା ତାରିଖ । ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୪ ତାରିଖ ଭିତରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । କୋଭିଡ୍ ପାଇଁ ଆବେଦନ ଫି…

ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ, ପାସ ହାର ୭୦.୨୧%

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ । ପାସ ହାର ରହିଛି ୭୦.୨୧% । ମୋଟ୍ ୬୮ ହଜାର ୩୭୪ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଛନ୍ତ । ଚଳିତ ବର୍ଷ ପ୍ରଥମ ଶ୍ରେଣୀରେ ୨୫ ହଜାର ୩୩୯ଜଣ ପାସ କରିଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୪ ହଜାର ୧୨୧ ଓ ତୃତୀୟ ଶ୍ରେଣୀରେ…

ବିଜେଡିର ଯୋଗ ଦେଲେ ସରପଞ୍ଚଙ୍କ ସହ ୫୦ରୁ ଉର୍ଦ୍ଧ୍ବ ବିଜେପି କର୍ମୀ

ଯାଜପୁର: ବିଜୁ ଜନତା ଦଳରେ ଯୋଗ ଦେଲେ ବିଜେପି ଛାଡିଥିବା ସରପଂଚ ଓ ୫୦ ରୁ ଉର୍ଦ୍ଧ କର୍ମୀ । ଯାଜପୁର ଜିଲ୍ଲା କୋରାଇ ବ୍ଲକ କାଚରାସାହି ଗ୍ରାମ ପଂଚାୟତର ସରପଂଚ ସସ୍ମିତା ତରାଇ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । କୁଆଖିଆ ଠାରେ ଥିବା ଦଳୀୟ କାର୍ଯ୍ୟାଳୟରେ କୋରାଇ ବିଧାୟକ ଅଶୋକ…

ଉତ୍ତମ କରୋନା ଯୋଦ୍ଧା ଭାବେ ବିଡ଼ିଓ ଏବଂ ତହସିଲଦାର ସମ୍ମାନୀତ

ବୁବୁଡା : ବୁଗୁଡା ବ୍ଲକ ବିଡ଼ିଓ ତନ୍ମୟ ପାତ୍ର ଓ ତହସିଲଦାର ସଂଗ୍ରାମ କେଶରୀ ଜେନାଙ୍କୁ ମଙ୍ଗଳବାର ଦିନ ଉତ୍ତମ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି। ସ୍ୱଚ୍ଛତା ଆୱାରନେଶ ଏଣ୍ଡ ଧାରା ଆସୋସିଏସନ ପକ୍ଷରୁ ପ୍ରତିଷ୍ଠାନର ସଭାପତି ତଥା ସମାଜସେବୀ ସୂର୍ଯ୍ୟ ନାରାୟଣ ପରିଡା ଉଭୟ ପ୍ରଶାସନିକ…

ଆଉ ୯ଜଣଙ୍କୁ ମିଶାଇ ରାଜ୍ୟରେ ତିନି ଶହ ପାର କଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୫୦ ହଜାର ଡେଇଁଛି କରୋନା ପଜିଟିଭ୍ କେସ୍ । ଆଜି ମୃତ୍ୟୁସଂଖ୍ୟା ୩ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୯ ଜଣ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ଭିତରେ ଅଛନ୍ତି ତିନି ଜଣ ମହିଳା ଓ ଛଅ ଜଣ ପୁରୁଷ । ଗତ ୨୪ ଘଣ୍ଟାରେ ଗଞ୍ଜାମ…