Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡିଶାରୁ ସୁସ୍ଥ ହେଲେ ଆଉ ୧୭୮୫ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୭୮୫ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏନେଇ ଟ୍ୱିଟ୍ କରିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଉଲ୍ଲେଖଯୋଗ୍ୟ,…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୧୦୯ କରୋନା ଆକ୍ରାନ୍ତ, ୧୩୪ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୦୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ…

ଝାରସୁଗୁଡା କୋଭିଡ ହସ୍ପିଟାଲରେ ଜନ୍ମ ନେଲା ନବଜାତ ଶିଶୁ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର କୋଭିଡ ହସ୍ପିଟାଲରେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଯାହା ଜିଲ୍ଲାରେ ପ୍ରଥମ ଘଟଣା ବୋଲି ସୁତ୍ରରୁ ପ୍ରକାଶ । ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ ଗର୍ଭବତୀ ମହିଳା ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ…

ଅଡିଓ ଭାଇରାଲ୍ ଘଟଣା: ୩ ଦିନିଆ ରିମାଣ୍ଡରେ ଅରଟେଲ୍ ଷ୍ଟାଫ୍ ଓ ତାଙ୍କ ସାଙ୍ଗ

ଭୁବନେଶ୍ୱର: ହସ୍ପିଟାଲରେ କୋଭିଡ ରୋଗୀଙ୍କ ଚିକିତ୍ସା ସମ୍ବନ୍ଧୀୟ ଏକ ଅଡିଓ ଭାଇରାଲ୍ ହେବା ଘଟଣାରେ ଗିରଫ ହୋଇଥିବା ଅରଟେଲ୍ କର୍ମଚାରୀ ଲକ୍ଷ୍ମୀକାନ୍ତ ବେହେରା ଓ ତାଙ୍କ ସାଙ୍ଗ ବିଶ୍ୱଜିତ୍ ମହାନ୍ତିଙ୍କୁ ୩ ଦିନିଆ ରିମାଣ୍ଡରେ ନେଉଛି କମିଶନରେଟ୍ ପୋଲିସ । ଗତ ସୋମବାର ଦିନ ଏସଡିଜିଏମ୍…

ବିଡିଓ କରୋନା ସଂକ୍ରମିତ ହେବା ପରେ ବ୍ଲକ୍ ଅଫିସ୍ ବନ୍ଦ

ଭଦ୍ରକ: ବ୍ଲକ୍ ଉନ୍ନୟନ୍ ଅଧିକାରୀ (ବିଡିଓ) କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟକୁ ୨ ଦିନ ପାଇଁ ବନ୍ଦ କରାଯାଇଛି । ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ସାନିଟାଇଜେସନ ପରେ ପୁଣି…

କଟକରେ କମିଲା ସ୍ଥାନୀୟ ସଂକ୍ରମଣ, ସିଏମ୍‌ସିରୁ ୭୩ ପଜିଟିଭ

କଟକ: କଟକ ସହରରେ କାୟା ମେଲାଇଛି ମହାମାରୀ କରୋନା । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମଣ । ତେବେ ଆଜି ପୁଣି ସିଲଭର ସିଟିରୁ ଆଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ କମିଛି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୮ଜଣ କ୍ୱାରେଣ୍ଟାଇନରେ…

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

'କର୍ପୂର ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ଥଭଂ। ନାସାଗ୍ରେ ବରମୌକ୍ତିକଂ କରତଳେ, ବେଣୁ କରେ କଙ୍କଣମ୍। ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ, କଣ୍ଠେ ଚ ମୁକ୍ତାବଳି। ଗୋପସ୍ତ୍ରୀ ପରିବେଷ୍ଟିତେ ବିଜୟତେ, ଶ୍ରୀଗୋପାଳ ଚୂଡ଼ାମଣୀ ।' ଆମ କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ ଆଉ ବହୁତ…

ଝାମ୍ପି ନେଲ ୨୪ ଲକ୍ଷ

ରାୟଗଡା: ୨୪ ଲକ୍ଷ ଟଙ୍କା ଝାମ୍ପି ନେଲେ ଲୁଟେରା । ଦୁର୍ବୃତ୍ତ ରାୟଗଡା ଉପକଣ୍ଠ ଏଫସିଆଇ ଛକ ନିକଟସ୍ଥ ଏକ ଘରୋଇ ସଂସ୍ଥା ସିଏମଏମ ଇନ୍ଫୋ ଟେକ ସଂସ୍ଥା କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଦୁବୃତ୍ତ । ରାୟଗଡ଼ା ସହରର ଏଫ୍‌ସିଆଇ ଛକରେ ଗତକାଲି ଅପରାହ୍ନ ସମୟରେ ଟଙ୍କା ଲୁଟ୍ ହୋଇଥିବା…

ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାବାସୀଙ୍କ ପାଇଁ ଆସିଲା ଖୁସି ଖବର । ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର । କେବଳ ନୂଆଁଖାଇ ନୁହେଁ ସ୍ୱାଧୀନତା ଦିବସରେ ମଧ୍ୟ ସମ୍ବଲପୁର ସହର ସ୍ୱାଭାବିକ ରହିବ । ନୂଆଁଖାଇ ପାଇଁ ୨୨ ଓ ୨୩ ତାରିଖରେ ମଧ୍ୟ ସେଠାରେ ସଟଡାଉନ ହେବ ନାହିଁ ବୋଲି ସୂଚନା ମିଳିଛି ।…

ଭାଇ ସାଜିଲା ଭଗାରି, ବଡଭାଇ ଓ ୪ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦ ପୁର ଥାନା ତାଳଡିହାରେ ଡବଲ ମର୍ଡର ହୋଇଛି । ବଡଭାଇ, ପୁତୁରା ଓ ଭାଉଜକୁ ଟାଙ୍ଗିଆରେ ହାଣିଦେଇଛି ସାନଭାଇ । ଟାଙ୍ଗିଆରେ ହାଣିବା ପରେ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡି ପାଇଖାନାରେ ଫିଙ୍ଗି ଦେଇଛି । ପାଇଖାନା ଟାଙ୍କିରୁ ବଡଭାଇ ଓ ପୁତୁରରା ମୃତଦେହକୁ ଉଦ୍ଧାର…