Latest Odisha News

BREAKING NEWS

Browsing Category

ଓଡିଶା

Odisha

ଟାଇମ୍‌ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେରେ ଦେଶରେ ୨୩ତମ ସ୍ଥାନ ହାସଲ କଲା ଆଇଟିଇଆର୍

ଭୁବନେଶ୍ୱର: ଟାଇମ୍ସ ଇଞ୍ଜିନିୟରିଂ ର‌୍ୟାଙ୍କିଙ୍ଗ ସର୍ଭେ ୨୦୨୦ ଅନୁଯାୟୀ ଦେଶରେ ୨୩ ତମ ସ୍ଥାନ ହାସଲ କରିଛି ଶିକ୍ଷା ଓ ଅନୁସନ୍ଧାନର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡଟେକ୍ନୋଲୋଜି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)। ଆଇଆଇଟି-ଭୁବନେଶ୍ୱର…

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ବାପା-ମା’ ଫେରାର

କଟକ: ହସ୍ପିଟାଲରୁ କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ର ଧରି ବାପା-ମା’ ଚମ୍ପଟ । କଟକ ଶିଶୁ ଭବନରେ ଘଟିଛି ଏଭଳି ଘଟଣା । ହସ୍ପିଟାଲରେ କଡା ସୁରକ୍ଷା ସତ୍ତ୍ୱେ ବାପା-ମା’ ମୃତ ଶିଶୁ ଧରି ଫେରାର ହୋଇଯାଇଛନ୍ତି । ଏନେଇ ଲାଲବାଗ ଥାନାରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ମୁତାବକ,…

ଭୁବନେଶ୍ୱରରେ ୧୨ ଶହ ଟପିଲା କରୋନା ଆକ୍ଟିଭ କେସ୍‌; ନୂଆ ୧୨୮ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୨୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୮୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟର ଏବଂ ୪୩ଟି ସ୍ଥାନୀୟ ମାମଲା ରହିଛି ।…

ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଇସ୍ପାତ ନଗରୀ ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କର ଲୋକାର୍ପିତ କରିଛନ୍ତି । ଏହା ହେଉଛି ରାଜ୍ୟର ତୃତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ।…

ଅଗଷ୍ଟ ୩ରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୌସୁମୀ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତନ ଆସିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ଶୁକ୍ରବାର ଦିନ ୨୮ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୦୭୧ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…

ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା

ଅନୁଗୁଳ: ରାଜ୍ୟରେ ଜାରି ରହିଛି କରୋନା କୋପ । ଦିନକୁ ୧ ହଜାରୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା ଲାଗୁ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ସମସ୍ତ ହାଟ, ମାର୍କେଟ ଅଗଷ୍ଟ ୩୧ଯାଏଁ ବନ୍ଦ ରହିବ ।ସକାଳ ୭ଟାରୁ ଦିନ…

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହେଲେ ଡିଜିପି

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି, ସମସ୍ତ ଜିଲ୍ଲା ଏସପି, ଟ୍ୱିନ ସିଟି ଡିଏସପି ଏବଂ କଟକ ଓ ରାଉରକେଲା ରେଳବାଇ ଏସପିଙ୍କ ସହ ଭିଡିଓ କନଫରେନ୍ସିଂରେ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଜଣେ ପୋଲିସ କର୍ମଚାରୀ ଓ ଅଧିକାରୀ…

ମନ ମୋହୁଛି ମିଶନ ଶକ୍ତିର ଘାସ ଓ ଧାନର ରାକ୍ଷୀ

ଭୁବନେଶ୍ୱର: ଅଗଷ୍ଟ ୩ ତାରିଖରେ ରାକ୍ଷୀ ପୂର୍ଣ୍ଣିମା । ସଂସ୍କୃତି ଓ ପରମ୍ପରାର ଏହି ପର୍ବ କିନ୍ତୁ ଏଥର କରୋନା ମହାମାରୀ ପାଇଁ ଫିକା ପଡିଯାଇଛି। ବଜାରରେ ମଧ୍ୟ ଏଥର ଭଳିକି ଭଳି ରାକ୍ଷୀର ଆସର ଜମିନାହିଁ । ତେବେ ମନ ମୋହୁଛି ମିଶନ ଶକ୍ତିର ଦେଶୀ ରାକ୍ଷୀ । ସବାଇ ଘାସ, ଧାନ, ଚାଉଳ, ମୁଗ,…

ମୁଖ୍ୟମନ୍ତ୍ରୀଙ୍କୁ ପିସିସି ସଭାପତିଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଚିଠିରେ ପିସିସି ସଭାପତି ଦର୍ଶାଇଛନ୍ତି ଯେ, ରାଜ୍ୟରେ ତୁରନ୍ତ କରୋନା ମୁକାବିଲା ପାଇଁ ପଦକ୍ଷେପ ନିଆନଗଲେ ଗୋଷ୍ଠୀ ସଂକ୍ରମଣ ଆଡକୁ ଯିବାର…