Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଗଷ୍ଟରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢିବ କରୋନା ପରୀକ୍ଷା ସଂଖ୍ୟା । ବର୍ତମାନ ଦିନକୁ ୧୨ ହଜାରରୁ ଅଧିକ ପରୀକ୍ଷା ହେଉଛି । ଆଗକୁ ଅଗଷ୍ଟ ମାସରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ । ଏଥିରୁ ୮ ହଜାର ଆରଟି-ପିସିଆର ଏବଂ ବାକି ଆଂଟିଜେନ୍ ଟ୍ରୁନଟ୍ ଟେଷ୍ଟ ହେବ । ରାଜ୍ୟରେ ବର୍ତ୍ତମାନ ଆଂଟିଜେନ୍ କିଟ୍‌ର ଅଭାବ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ଆକଳନ କରାଯାଇଛି । ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଜଗତସିଂହପୁର, କେନ୍ଦୁଝର, ଝାରସୁଗୁଡା,…

ଅଗଷ୍ଟ ୩୧ ଯାଏଁ ଢେଙ୍କାନାଳରେ ସାପ୍ତାହନ୍ତ ସଟଡାଉନ୍‌

ଢେଙ୍କାନାଳ: କରୋନା ସଂକ୍ରମଣକୁ ରୋକିବା ଲାଗି ଢେଙ୍କାନାଳ ପ୍ରଶାସନ ପକ୍ଷରୁ ଅଗଷ୍ଟ ୩୧ ଯାଏଁ ଜିଲ୍ଲାରେ ସାପ୍ତାହନ୍ତ ସଟଡାଉନ୍ ଜାରି ରହିବ ବୋଲି ଘୋଷଣା କରାଯାଇଛି । ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଳାପାଳ ଭୁମେଶ ଚନ୍ଦ୍ର ବେହେରା କହିଛନ୍ତି ଯେ ଅଗଷ୍ଟ ମାସରେ କରୋନା ସ୍ଥିତି…

ପାରାଦୀପ ହରିଦାସପୁର ରେଳ ଲାଇନରେ ଟ୍ରେନ ଗଡୁ ଗଡୁ ରେଳରୋକ

ପାରାଦୀପ- ହରିଦାସପୁର ରେଳ ଲାଇନରେ ଆଜି ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ ଗଡିଛି । ଟ୍ରେନଟି କେନ୍ଦ୍ରାପଡାରୁ ରାଉରକେଲା ଅଭିମୁଖେ ବାହାରିଥିବା ବେଳେ କେନ୍ଦ୍ରାପଡା ମାର୍ଶାଘାଇ ନିକଟ ନୂଆଗାଁରେ ସ୍ଥାନୀୟ ଲୋକେ ରେଳ ରୋକ କରିଥିଲେ । ମାଲବାହୀ ନୁହେଁ ପାସେଂଜର ଟ୍ରେନ ଚଳାଇବା ପାଇଁ…

ଓଡିଶାର ଏହି ସରକାରୀ ମେଡିକାଲରେ ଓପିଡି ସେବା ବନ୍ଦ

କୋରାପୁଟ: ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟର ଓପିଡି ସେବାକୁ ଶୁକ୍ରବାର ଦିନ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ଏମଜେନ୍ସି ବ୍ୟତିତ ଅନ୍ୟ ସମସ୍ତ…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା, ଆଜି ପତ୍ନୀ ଓ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଶ୍ରୀ ଓ ଆଦିତ୍ୟଙ୍କ ପରିବାର ଲୋକଙ୍କୁ ଜେରା କରିବ କ୍ରାଇମବ୍ରାଞ୍ଚ । ମୃତ୍ୟୁକୁ ୨୪ ଦିନ ବିତିଯାଇଥିଲେ ସୁଦ୍ଧା ଏ ଯାଏଁ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରୁନାହିଁ । ଗତକାଲି ଏହି ଘଟଣାରେ…

ଗଞ୍ଜାମ କୋଭିଡ୍: ତିନି ମାସରେ ୨ରୁ ୧୦ ହଜାର କରୋନା କେସ୍

ଗଞ୍ଜାମ: ୧୦ ହଜାର ପାର କରିଛି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୩୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୩୬୪କୁ ବୃଦ୍ଧି ପାଇଛି । ତିନି ମାସରେ ଦୁଇରୁ ଦଶ ହଜାର ଗଞ୍ଜାମ ଜିଲ୍ଲାରେ ପ୍ରବାସୀ…

ବିରିୟାନୀ ଲାଗି ସଂଘର୍ଷ; ୬ ଆହତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗୁରୁବାର ଦିନ ୨ ଗୋଷ୍ଠୀ ମଧ୍ୟରେ ହୋଇଥିବା ସଂର୍ଘଷରେ ୬ ଜଣ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଧୁଷୁରୀ ଥାନା ଅନ୍ତର୍ଗତ ଜଗନ୍ନାଥ ସାହି ନିକଟରେ ଏକ ବିରିୟାନୀ ଷ୍ଟଲରେ ବାସୀ ବିରିୟାନୀ ବିକ୍ରି ହେଉଥିବା ନେଇ କିଛି ଲୋକ ଅଭିଯୋଗ କରିଥିଲେ । ହେଲେ ଏଭଳି…

ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦିନରେ ୯୨ ପଜିଟିଭ୍

ଢେଙ୍କାନାଳ: କରୋନା ଲମ୍ବା ଲମ୍ଫ ମାରିଛି ଢେଙ୍କାନାଳ ଜିଲ୍ଲାରେ । ଗୋଟିଏ ଦିନରେ ଏକାସଙ୍ଗେ ବାହାରିଛି ୯୨ଟି ନୂଆ ପଜିଟିଭେ କେସ୍ । ଏଯାଏଁ ଜିଲ୍ଲାରେ ସର୍ବାଧିକ । ପୂର୍ବରୁ କେବେ ୨୪ ଘଣ୍ଟାରେ ଏତେ ସଂଖ୍ୟକ ସଂକ୍ରମିତ ହୋଇ ନଥିଲେ । ୯୨ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଢେଙ୍କାନାଳ ଜିଲ୍ଲାରେ…

ଓଡ଼ିଶାରେ ଆଉ ୮ ପ୍ରାଣ ନେଲା ପ୍ରାଣଘାତୀ କରୋନା

ଭୁବନେଶ୍ୱର: ରାଜ୍ୟରେ ୧୪ ଶହ ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଣ୍ଟାରେ ଆଉ ୮ ଜଣଙ୍କର ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ଗଜପତି, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ…