Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁନ୍ଦରଗଡରେ ୭୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ସୂଚନା ଦେଲେ ପ୍ରଶାସନ

ରାଉରକେଲା: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୭୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୨୯୮ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।…

ଆଜି ପବିତ୍ର ହରିଶୟନ ଏକାଦଶୀରେ ମହାପ୍ରଭୁଙ୍କ ଶୟନ ନୀତି

ଚଳିତ ବର୍ଷ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ରଥ ଉପରେ ହରିଶୟନ ଏକାଦଶୀ (ବଡ ଏକାଦଶୀ) ପାଳନ ହୋଇ ନାହିଁ । ଆଜି ଶ୍ରାବଣ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପବିତ୍ର ହରିଶୟନ ଏକାଦଶୀ ନୀତି ପାଳନ ହେବ । “ ନୀଳାଦ୍ରି ମହୋଦୟ ” ର ସଂଗୃହିତ ... ଚାତୁର୍ମାସ୍ୟାନ୍ତରେ ରାଜନ୍ ମାସବୃଦ୍ଧିର‌୍ୟଥାଭବେତ୍…

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ସୋନପୁରର ଏହି ସହର

ସୋନପୁର: ସୋନପୁରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସ୍ଥାନୀୟ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହେବା ପରେ ସୋନପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରେ ପରିବହନ କାର୍ଯ୍ୟାଳୟ ଯାଏଁ, ପଶ୍ଚିମରେ ସାକ୍ଷୀ ସେଣ୍ଟର ଯାଏଁ,…

ଗଞ୍ଜାମ ପାଇଁ ଗୁଡ୍ ନିଉଜ୍: କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମ: ରାଜ୍ୟରେ ସବୁଠୁ ଅଧିକ ସଂକ୍ରମିତ ଜିଲ୍ଲା ଗଞ୍ଜାମ । କରୋନା ଆକ୍ରାନ୍ତ ସଂଖ୍ୟା ପାଖାପାଖି ୧୦ ହଜାର । ଚଳିତ ମାସରେ ବଢ଼ିଛି ସଂକ୍ରମଣ । କିନ୍ତୁ ମାସର ଶେଷ ସପ୍ତାହ ତଥ୍ୟ କହୁଛି, ଜିଲ୍ଲାରେ ପଜିଟିଭ୍ କେସ୍ କମୁଛି । ପୂର୍ବ ସପ୍ତାହ ଅପେକ୍ଷା ଖସିଛି । ସେହିପରି ସୁସ୍ଥ ହେଉଛନ୍ତି…

ସମ୍ବଲପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଲା କରୋନା

ସମ୍ୱଲପୁର: ପଶ୍ଚିମ ଓଡ଼ିଶାରେ ବଢୁଛି କରୋନା ସଂକ୍ରମଣ । ସମ୍ବଲପୁର ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ସମ୍ୱଲପୁର ଜିଲ୍ଲାରେ ମୃତ୍ୟୁବରଣ କରିଥିବା କରୋନା ଆକ୍ରାନ୍ତଙ୍କ ବୟସ ୬୭ ବର୍ଷ । ତାଙ୍କର ଉଚ୍ଚ ରକ୍ତଚାପ…

ରାଜ୍ୟରୁ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୧୬୯

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ଜଣଙ୍କର ଜୀବନ ଯାଇଛି । ୧୬୯କୁ ବୃଦ୍ଧି ପାଇଛି ମୋଟ୍ ମୃତ୍ୟୁ ସଂଖ୍ୟା । ଗଞ୍ଜାମ ଜିଲ୍ଲାରୁ ଆଉ ୪ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ମୋଟ୍ ମୃତ୍ୟୁ ସଂଖ୍ୟା ୯୦ରେ…

୨୪ ଘଣ୍ଟାରେ ୧୨୦୩ ଆକ୍ରାନ୍ତଙ୍କ ସହ ରାଜ୍ୟରେ ୩୦ ହଜାର ଟପିଲା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ସାଂଘାତିକ ହେଉଛି କରୋନା ସ୍ଥିତି । ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ । ରାଜ୍ୟରେ ଆଜି ମଧ୍ୟ ୧୦୦୦ ପାର ହୋଇଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ଚିହ୍ନଟ ହୋଇଛନ୍ତି ୧୨୦୩ ଜଣ କରୋନା ପଜିଟିଭ ଚିହ୍ନଟ। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ୍…

ଅବ୍ୟବସ୍ଥା ଅଭିଯୋଗ: ସଙ୍ଗରୋଧ କେନ୍ଦ୍ର ଛାଡ଼ି ଚାଲିଗଲେ ୫୦ ରୁ ଉର୍ଦ୍ଧ୍ବ ଅନ୍ତେବାସୀ

ରାୟଗଡ଼ା: ସବୁଠି ବଢୁଛି କରୋନା ପ୍ରକୋପ । ଏହିସମୟରେ ଲୋକଙ୍କ ଅସଚେତନତା ହିଁ ପରିସ୍ଥିତିକୁ ଆହୁରି ଜଟିଳ କାଟି ଦେଉଛି। ଏହି ସଙ୍କଟ ସମୟରେ ରାୟଗଡ଼ା ଜିଲ୍ଲା କାଶୀପୁର ସଦର ମହକୁମାରେ ଥିବା କ୍ବାରେଣ୍ଟାଇନରେ କେନ୍ଦ୍ରରୁ ଆସିଛି ଏକ ଅଭାବନୀୟ ଘଟଣାର ଚିତ୍ର। ସଙ୍ଗରୋଧ କେନ୍ଦ୍ର ଛାଡି ଚାକି…

ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଯୁବତୀ

ଭୁବନେଶ୍ୱର:ଫିଲ୍ମ ନିର୍ଦ୍ଦେଶକ ପିଣ୍ଟୁ ନନ୍ଦଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣିଲେ ଜଣେ ଯୁବତୀ। ପିଣ୍ଟୁଙ୍କୁ ଦେଖା କରିବାବେଳେ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ । ଭୁବନେଶ୍ୱରର ଏକ ସୁଟିଂ ସେଟରେ ବୁଧବାର ସନ୍ଧ୍ୟାରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଏବଂ ତାଙ୍କର ଦୁଇ ସହଯୋଗୀ ଜଣେ…

ଅନୁଗୁଳ ଝୁଲନ୍ତା ଶବ ମାମଲା, ଆରମ୍ଭ ହେଲା ଛାନଭିନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଡିମିରିକୁଦା ଜଙ୍ଗଲର ଏକ ଗଛରେ ୩ଟି ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ବୁଧବାର ଦିନ ଜଣେ ଗାଈ ଚରାଳି ଗାଈ ଚରାଇ ଫେରୁଥିବା ବେଳେ ୩ ଜଣଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ସେମାନଙ୍କ ମଧ୍ୟରେ ଗୋଟେ ଝିଅ ଆଉ ଦୁଇ ପୁଅ ଅଛନ୍ତି। ଗୋଟିଏ ଗଛରେ ପୁଅ ଆଉ ଝିଅ…