Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାଲକାନଗିରିରେ ଆଜିଠାରୁ ୪ ଦିନିଆ ସଟଡାଉନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଧୀରେଧିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣକୁ ରୋକିବା ପାଇଁ ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସିକୁ ସଟଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୱାଲ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ…

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ପୋଲିସ ଡିଜି ଅଭୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଡିଜିପି । ମାମଲାର ତଦନ୍ତ କରୁଛି ଜିଆଇପି । ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁକୁ ପାଖାପାଖି ମାସେ ହେଲାଣି ।…

ଜଙ୍ଗଲରେ କିଏ କଲା ମଣିଷ ଶିକାର ?

ଅନୁଗୋଳ: ଅନୁଗୋଳ ଜିଲ୍ଲାରୁ ଆସିଛି ଖବର । ଜଙ୍ଗଲରେ ଚାଲିଛି ଦୁଇ ଗୋଡିଆଙ୍କ ଶିକାର । ହେଲେ ପଶୁ ନୁହେଁ ବରଂ ସାମାଜିକ ପ୍ରାଣୀଙ୍କ ଜୀବନ ଏବେ ଶସ୍ତା ହୋଇଯାଇଛି । ବୋଧ ହୁଏ ସେଥିପାଇଁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ମିଳିଛି ତିନିତିନିଜଣଙ୍କ ମୃତଦେହ । ଡିମିରିପଦା ପାହାଡ ପାଖ ବାଲିପଟା…

ଚଳିତବର୍ଷ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ

ଭୁବନେଶ୍ୱର: ମହାତ୍ମାଗାନ୍ଧି ମାର୍ଗ ନୁହେଁ, ଚଳିତବର୍ଷ କରୋନା କଟକଣା ଯୋଗୁ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ…

ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଗୋଟିଏ ଦିନରେ ଏକାଥରକେ ସୁସ୍ଥ ହେଲେ ରେକର୍ଡ ୮୭୮ କରୋନା ଆକ୍ରାନ୍ତ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୬ ଭୂତାଣୁ ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ମୋଟ୍ ୨୬ ଜିଲ୍ଲାର ୮୭୮ କରୋନା ସଂକ୍ରମିତ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା…

ଚାଲିଗଲେ ଋତୁ, ଛାଡିଗଲେ ସ୍ମୃତି…

ଭୁୁବନେଶ୍ୱର: ସବୁଦିନେ ସମସ୍ତଙ୍କୁ ଖବର ଦେଉଥିବା ଲୋକ ଆଜି ନିଜେ ଖବର ପାଲଟିଛି । ଆଉ ନାହାନ୍ତି ଋତୁ ଟହଲ । ଗତକାଲି ଏହି ଖବର ଓଡିଶା ଗଣମାଧ୍ୟମ ସଂସ୍ଥାରେ ଖେଳାଇଦେଇଥିଲା ଶୋକର ଛାୟ । ଗଣମାଧ୍ୟମ ଜଗତର ଜଣେ ଅତ୍ୟନ୍ତ ଭଦ୍ର ଚରିତ୍ର ଆମକୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ଉଚ୍ଚ ରକ୍ତଚାପରେ…

ଡାକ୍ତରୀ ଛାତ୍ରୀଙ୍କ ପ୍ଲାଜମା ଦାନ

କଟକ: କରୋନାରୁ ସୁସ୍ଥ ହେବା ପରେ ପ୍ଲାଜମା ଦାନ କଲେ ଏସସିବିର ଡାକ୍ତରୀ ଛାତ୍ରୀ । ରାଜ୍ୟର ପ୍ରଥମ ମହିଳା ଭାବେ ସେ ପ୍ଲାଜମା ଦାନ କରିଛନ୍ତି । ସେ କରୋନା ପଜିଟିଭି ଚିହ୍ନଟ ହେବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ହୋଇ ଫେରିବା ପରେ ଅନ୍ୟ ରୋଗୀଙ୍କୁ…

ଲୋକଙ୍କ ଜୀବନ ରକ୍ଷା ଆମର ପ୍ରଥମ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆମର ପ୍ରାଥମିକତା ହେଉଛି ଲୋକଙ୍କ ଜୀବନ ବଂଚାଇବା । ଲୋକଙ୍କ ଜୀବନ ରକ୍ଷାରେ ସମ୍ବଲ କେବେବି ବାଧକ ହେବ ନାହିଁ । କେହି ବି ଚିକିତ୍ସା ସୁବିଧାରୁ ବଂଚିତ ହେବେ ନାହିଁ । ଆଜି କୋଭିଡ୧୯…

ଭୁବନେଶ୍ୱରରୁ ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା ୨୫୦୨

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ବିପଦ ବଢ଼ିବାରେ ଲାଗିଛି । ପ୍ରତିଦି ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଭୁବନେଶ୍ୱରରୁ ୧୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୯ଜଣ…

ଅନୁଗୁଳ ଛେଣ୍ଡିପଦାରେ ମହିଳାଙ୍କୁ କଟୁରୀରେ ହାଣି ହତ୍ୟା କଲେ ଯୁବକ

ଅନୁଗୁଳ: ଛେଣ୍ଡିପଦା ଥାନା ବାଗଡିଆ ସଜରାସାହିରେ ଯୁବକଙ୍କ ଉନ୍ମତକାଣ୍ଡ । ଆଜିଦିନ ଦ୍ୱିପ୍ରହରରେ ପଡୋଶୀ ଘରର ଜଣେ ମହିଳାଙ୍କୁ ଯୁବକ ଜଣଙ୍କ କଟୁରୀରେ ହାଣି ହତ୍ୟା କରିଛନ୍ତି । ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ସୂଚନା ଅନୁଯାୟୀ, ମଧ୍ୟାହ୍ନ ବେଳେ ସଜରାସାହିର…