Latest Odisha News

BREAKING NEWS

Browsing Category

ଓଡିଶା

Odisha

କାରଗିଲ୍ ବିଜୟ ଦିବସ; ଓଡିଶାର ବୀର ସହିଦଙ୍କୁ ଆଜିବି ଝୁରୁଛି ଜନ୍ମମାଟି

ଭୁବନେଶ୍ୱର: ମାତୃଭୂମି ପାଇଁ ସଂଗ୍ରାମ କରୁଥିବା ବେଳେ ସାହସୀ ବୀର ଯବାନମାନେ କାରଗିଲ୍ ଯୁଦ୍ଧରେ ନିଜର ପ୍ରାଣବଳୀ ଦେଇଥିଲେ । ‘କାରଗିଲ୍ ବିଜୟ ଦିବସ’ ଅବସରରେ ବୀର ସହିଦଙ୍କୁ ମନେ ପକାଇଛନ୍ତି ଦେଶବାସୀ। ଦେଶ ମାତୃକାର ରକ୍ଷା କରିବାକୁ ଯାଇ ସହିଦ ହୋଇଥିବା ବୀର ଯବାନମାନଙ୍କ ମଧ୍ୟରେ କିଛି…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ସର୍ବାଧିକ ୮୬୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୮୬୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। https://twitter.com/HFWOdisha/status/1287390679191048192?s=19…

କରୋନାରୁ ସୁସ୍ଥ ହୋଇ କାର୍ଯ୍ୟରେ ଯୋଗ ଦେଲେ ଭଞ୍ଜନଗର ଏସଡିଏମ

ବ୍ରହ୍ମପୁର: ଭଞ୍ଜନଗରର ସବ-ଡିଭିଜନାଲ ମାଜିଷ୍ଟ୍ରେଟ (ଏସଡିଏମ) ରାଜେନ୍ଦ୍ର ମିଞ୍ଜ କରୋନାରୁ ସୁସ୍ଥ ହେବା ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ସେ କାର୍ଯ୍ୟରେ ଯୋଗ ଦେବା ପରେ ଟ୍ୱିଟ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ତାଙ୍କୁ ସ୍ୱାଗତ କରିଛନ୍ତି ।…

ଭୁବନେଶ୍ୱରରେ ହଜାରେ ଡେଇଁଲା କରୋନା ଆକ୍ଟିଭ କେସ୍‌; ନୂଆ ୧୬୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୧୬୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ସିଲଭର ସିଟି କଟକରେ ଆଉ ୫୭ ପଜିଟିଭ ଚିହ୍ନଟ

କଟକ: ରାଜ୍ୟରେ ଉପରମୁହାଁ ରହିଛି କରୋନା । ପ୍ରତିଦିନ ହଜାରେ ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ଭିତରେ ଆଜି କଟକ ମହାନଗର ନିଗମରୁ ଆଉ ୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଂଟାଇନ୍ ସେଂଟରରୁ ୧୧, ହୋମ୍ କ୍ୱାରେଂଟାଇନ୍‌ରୁ ୩୮, ପେଡ୍ କ୍ୱାରେଂଟାଇନ୍‌ରୁ ୨ ଓ ସ୍ଥାନୀୟ…

କେନ୍ଦୁଝରର ଏହି ପୌରାଞ୍ଚଳରେ ସଟଡାଉନ୍ ଘୋଷଣା

କେନ୍ଦୁଝର: କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ଆନନ୍ଦପୁର ପୌରାଞ୍ଚଳକୁ ଆଶିଂକ ଭାବେ ସଟଡାଉନ୍ ଘୋଷଣା କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଆଶିଷ ଠାକରେ କହିଛନ୍ତି ଯେ ଏହି ସଟଡାଉନ୍ ସମୟରେ ରାସନ୍ ଦୋକାନ ଠାରୁ ଆରମ୍ଭ କରି ପରିବା ଦୋକାନ…

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭୧% ଆକ୍ରାନ୍ତ: ସିଏମ୍‌ସି କମିଶନର

କଟକ: କଟକରେ କରୋନାର ତାଜା ସ୍ଥିତି ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି । ୩୭୩ କୋଭିଡ଼ କେୟାର ହୋମ୍ କରାଯାଇଛି । ଆଗକୁ ଅଧିକ କରୋନା ପରୀକ୍ଷା କରାଯିବ । ନରସିଂହପୁର, ମାହାଙ୍ଗାରୁ ବେଶି ପ୍ରବାସୀ ଆସିଥିଲେ । କୋଭିଡ଼ କେୟାର ସେଂଟରରେ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି । ଲକ୍ ଡ଼ାଉନ ସମୟରେ ଘରକୁ…

ଦୁଇ ଜଣଙ୍କୁ ଟାଣି ନେଲା କୁମ୍ଭୀର: ଜଣେ ଉଦ୍ଧାର, ଜଣେ ନିଖୋଜ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଉଥିବା ବେଳେ ଏକା ସଙ୍ଗେ ଦୁଇ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତ ପାରି ମୁକୁନ୍ଦପୁର ଗାଁରେ । ସୂଚନାଯୋଗ୍ୟ ଯେ, ଖରସ୍ରୋତା ନଦୀରେ ୧୬ବର୍ଷର ବାଳକ ରୁଦ୍ର…

ଓଏଏସ୍ ଅନିଶା ଦାସ ନିଲମ୍ବିତ

ଭୁୁବନେଶ୍ୱର: ଓଏଏସ ଅଧିକାରୀ ଅନିଶା ଦାସଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । କାର‌୍ୟ୍ୟରେ ଅବହେଳା ଅଭିଯୋଗ ପରେ ତାଙ୍କୁ ନିଲମ୍ବିତ କରିଥିବା ଜଣାପଡିଛି । ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ହେଡକ୍ୱାର୍ଟର ନଛାଡିବାକୁ ଅନିଶାଙ୍କୁ…

ପୁରୀ ପେଣ୍ଠକଟାରେ ଉତ୍ତେଜନା: କରୋନା ରିିପୋର୍ଟ ନ ଦେଖିଲେ, ହସ୍ପିଟାଲ ଯିବୁନି

ପୁରୀ: ପୁରୀ ପେଣ୍ଠକଟାରେ ଉତ୍ତେଜନା । କରୋନା ଟେଷ୍ଟକୁ ନେଇ ଲୋକଙ୍କ ପ୍ରବଳ ବିରୋଧ । କରୋନା ନମୂନା ପରୀକ୍ଷା ରିପୋର୍ଟ ଦେଖିବାକୁ ଅଡି ବସିଛନ୍ତି ଲୋକେ । ରିପୋର୍ଟ ନଦେଖିବା ଯାଏଁ ହସ୍ପିଟାଲ ଯିବୁନି ବୋଲି କହିଛନ୍ତି ଲୋକେ । ଅଭିଯୋଗ ଅନୁସାରେ, ସ୍ଥାନିଅ ଅଂଚଳର କିଛି ଲୋକଙ୍କୁ ଲକ୍ଷଣ…