Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱର ବସ୍ତା ବ୍ଲକର ୫ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ବାଲେଶ୍ୱର: ଜିଲ୍ଲା ପ୍ରଶାସନ ପକ୍ଷରୁ ବସ୍ତା ବ୍ଲକ୍ ଅନ୍ତର୍ଗତ କରୁଆ ଗ୍ରାମ ପଞ୍ଚାୟତର ୫ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷିତ କରାଯାଇଛି । ନିକଟରେ ଏହି ଅଞ୍ଚଳରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହି ୫ ଅଞ୍ଚଳ ମଧ୍ୟରେ ରହିଛି- ଦେବେନ୍ଦ୍ର ଗିରି ଛକ, କରୁଆ ପ୍ରାଥମିକ ବିଦ୍ୟାଳୟ…

ଜୁଲାଇ ୨୯ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ; ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ ରେଜଲ୍ଟ ଜୁଲାଇ ୨୯ ତାରିଖରେ ପ୍ରକାଶ ପାଇବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପକ୍ଷରୁ ସୂଚନା ମିଳିଛି । ଛାତ୍ରଛାତ୍ରୀ ମାନେ ପରୀକ୍ଷା ଫଳ ବୋର୍ଡ ୱେବସାଇଟ ଏବଂ ଏସଏମଏସ୍ ଜରିଆରେ ଚେକ୍ କରିପାରିବେ । ସକାଳ ୧୧ଟା ୩୦ମି. ବେଳକୁ ରେଜଲ୍ଟ ପ୍ରକାଶ…

ପୁଣି ଖୋଲିବ ନବରଙ୍ଗପୁର ଥାନା

ନବରଙ୍ଗପୁର: ନବରଙ୍ଗପୁର ଥାନା ସୋମବାର ଦିନ ପୁଣିଥରେ ଖୋଲାଯିବ । ନିକଟରେ ଭାରତୀୟ ରିଜର୍ଭ ବାଟାଲିୟନ (ଆଇଆରବି)ର ୨ ଯବାନ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଥାନାକୁ ସାନିଟାଇଜେସନ୍ କରିବା ପାଇଁ ବନ୍ଦ କରାଯାଇଥିଲା । ଏସମ୍ପର୍କରେ ସୂଚନା ଦେଇ ନବରଙ୍ଗପୁର ଏସପି କହିଛନ୍ତି ଯେ ନବରଙ୍ଗପୁର…

ଗଜପତି ଜିଲ୍ଲାରେ ହଜାରେ ଟପିଲା କୋଭିଡ୍ ପଜିଟିଭ୍ କେସ୍

ଗଜପତି: ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୩ ନୂଆ କରୋନା ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ହଜାରେ ପାର କରିଛି । କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ୧ ହଜାର ୫୬କୁ ବୃଦ୍ଧି ପାଇଛି । ଗଜପତି ଜିଲ୍ଲାରେ ବର୍ତ୍ତମାନ ଆକ୍ଟିଭ କେସ୍ ରହିଛି…

ମାଲକାନଗିରିରୁ ପ୍ରଥମ ମୁଣ୍ଡ ନେଲା କରୋନା, ୨୪ ଘଣ୍ଟାରେ ଆଉ ୭ ମୃତ

ଭୁବନେଶ୍ୱର: ମାଡୁଛି କରୋନା । ରାଜ୍ୟରେ ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଆଉ ୭ ଜଣଙ୍କର ପ୍ରାଣ ନେଇଛି ପ୍ରାଣଘାତୀ ଭାଇରସ୍ ।  ଏମାନଙ୍କ ଭିତରେ ଛଅ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ମାଲକାନଗିରି ଜିଲ୍ଲାରୁ ପ୍ରଥମ ମୁଣ୍ଡ ନେଇଛି କରୋନା । ଜଣେ ୫୧ ବର୍ଷୀୟ ବ୍ୟକ୍ତି ପ୍ରାଣ…

ଗୋଟିଏ ଦିନରେ ୧୫୦୩ ନୂଆ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନାର ପୁଣି ଲମ୍ବା ଲମ୍ଫ । ଗୋଟିଏ ଦିନରେ ଏକାଥରକେ ୧୫ ଶହ ପାର । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ହଜାର ୫୦୩ ନୂଆ କରୋନା ଆକ୍ରାନ୍ତ । ମୋଟ୍ ୨୮ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୬ ହଜାର…

ହ୍ୱାଟ୍ସଆପରେ ପୋଲିସରେ ଅଭିଯୋଗ କରିପାରିବେ କଟକବାସୀ

କଟକ: କରୋନା ମହାମାରୀ ବେଳେ ହ୍ୱାଟ୍ସଆପରେ ଅଭିଯୋଗ କରି ପାରିବେ କଟକ ସହରର ଲୋକ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି କଟକ ଡିସିପି ପ୍ରତୀକ ସିଂ । ଜାରି କରିଛନ୍ତି ଅଫିସିଆଲ୍ ହ୍ୱାଟ୍ସଆପ୍ ନମ୍ୱର । ଏହି ନମ୍ୱରଟି ହେଲା ୮୭୬୩୦୬୮୧୬୭ । କରୋନା ବେଳେ କୌଣସି ସମସ୍ୟା କିମ୍ବା ଅସୁବଧା…

ଗଞ୍ଜାମ ଜିଲ୍ଲାର ଦୋକାନୀଙ୍କ ପାଇଁ ପଞ୍ଚ ସୂତ୍ରୀ ନିୟମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ବେକାବୁ । ମାଡ଼ି ମାଡ଼ି ଚାଲିଥିବା ବେଳେ ମୁକାବିଲା ପାଇଁ କୋଭଡ୍ କଟକଣାକୁ କଡ଼ାକଡ଼ି କରିବା ସହ ଜନସଚେତନତାକୁ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ । ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ପଞ୍ଚ ସୂତ୍ରୀ ନିୟମ ଜାରି କରାଯାଇଛି । ଦୋକାନ ଆଗରେ ଡବଲ୍…

ଭଦ୍ରକ ପୌରପାଳିକାର ୧୨ଟି ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଭଦ୍ରକ ସହରରେ ଲୋକାଲ୍ କଣ୍ଟାକ୍ଟ କେସ୍ ବି ବଢୁଛି । ସ୍ଥାନୀୟ ସଂକ୍ରମଣ ବୃଦ୍ଧିକୁ ରୋକିବା ପାଇଁ ଭଦ୍ରକ ପୌରପାଳିକାର ୧୨ଟି ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । କଣ୍ଟେନମେଣୋଟ ଜୋନ୍ ଘୋଷଣା…

କର୍ମଚାରୀ କରୋନା ସଂକ୍ରମିତ ପରେ ନିଶ୍ଚିତକୋଇଲି ବ୍ଲକ ଅଫିସ ବନ୍ଦ

କଟକ: ତିନି ଦିନ ବନ୍ଦ ରହିବ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅଫିସ । ୧୭ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନେଇଛି ପ୍ରଶାସନ । ସୂଚନା ଦେଇଛନ୍ତି ନିଶ୍ଚିତକୋଇଲି ବିଡିଓ । ପଜିଟିଭ୍ ଚିହ୍ନଟ କର୍ମଚାରୀଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରହିବା ପାଇଁ କୁହାଯାଇଛି ।…