Latest Odisha News

BREAKING NEWS

Browsing Category

ଓଡିଶା

Odisha

ମାନିଲେନି ନିୟମ: ବନ୍ଦ ହେଲା ଜିମ୍‌, ଶ୍ରୀଲେଦର, ପଣ୍ଡା, ମାକ୍ସ ଦେଲେ ଫାଇନ୍‌

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ସରକାରଙ୍କ ନୂଆ ଗାଇଡଲାଇନ୍ । ଆଉ ପ୍ରଥମ ଦିନରେ ହିଁ କଡାକଡି ହୋଇଛି ଯାଂଚ୍ । କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅଲଟାଇମ୍ ଫିଟନେଓ ଜିମକୁ ସିଲ କରିଛି ବିଏମସି । ଖଣ୍ଡଗିରି ଆଇଟିଇଆର କଲେଜ ନିକଟରେ ଥିବା ଏହି ଜିମ୍ ନିୟମ ନମାନି ଖୋଲା…

ବାତିଲ ହେଲା ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା

ଭୁବନେଶ୍ୱର: ବାତିଲ ହୋଇଛି ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା। ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ସମୀର ଦାସ। ମହାମାରୀ ଓ ପ୍ରତିକୂଳ ପରିସ୍ଥିତି ପାଇଁ ବାକି ଥିବା ପରୀକ୍ଷାକୁ ବାତିଲ କରାଯାଇଛି। ସିବିଏସ୍‌ଇ ଢ଼ାଞ୍ଚାରେ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷାର ମୂଲ୍ୟାୟନ କରାଯିବ ବୋଲି…

ଗଞ୍ଜାମରେ ସର୍ବାଧିକ ୧୦୨ ପଜିଟିଭ ସହ, ଆଜି ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୫୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୫୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ।…

ସୁନାଝାଡୁରେ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟ ସେବକ

ପୁରୀ: ପହଣ୍ଡି ପରେ ରଥାରୂଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଉ କିଛି ସମୟ ଅନ୍ତରାଳେ ନୀଳକନ୍ଦର ଅଭିମୁଖେ ଆରମ୍ଭ କରିବେ ଯାତ୍ରା। ରଥଟଣା ପୂର୍ବରୁ ଆରମ୍ଭ ହୋଇଛି ଛେରାପହଁରା ନୀତି। ହାତରେ ସୁନା ଝାଡୁ ଧରି ଛେରାପହଁରା ନୀତି ଆରମ୍ଭ କରିଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି। ଗଜପତି…

ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରୁ ୧୨ ପଜିଟିଭ ଚିହ୍ନଟ

ପୁରୀ: ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ ଟେଷ୍ଟ ହୋଇଥିଲା । ଏଥିରେ ୧୨ ଜଣପଜିଟିଭ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲା ପ୍ରଶାସନ ଟୁଇଟ୍ ଜରିଆରେ ପ୍ରକାଶ କହିଛନ୍ତି ଯେ, ୫୫୬୯ ଜଣଙ୍କର ସ୍ୱାବ ନମୁନା ପରୀକ୍ଷଣ ପାଇଁ ପଠାଯାଇଥିଲା ଓ ସେମାନଙ୍କ…

ସୁଦର୍ଶନଙ୍କ ବାଲୁକା କଳାରେ ଚକା ଆଖି, ତିନି ରଥ ଓ ଶ୍ରୀଜିଉ

ପୁରୀ : କରୋନା ସଂକ୍ରମଣ ପାଇଁ ଭକ୍ତକୁ ବଡ ଦାଣ୍ଡ ମନା । ଗୁଣ୍ଡିଚା ପରି ବାହୁଡାରେ ବି ରଥ ଉପରେ ସେଇ ଚକା ଆଖିକୁ ଦେଖିବାର ସୁଯୋଗ ନାହିଁ । ସେପଟେ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଚକା ଆଖି, ତିନି ରଥ ଓ ତିନି ଠାକୁରଙ୍କୁ ଦର୍ଶାଇଛନ୍ତି । ବାହୁଡା ଯାତ୍ରା ଅବସରରେ…

ବାହୁଡ଼ା ରୀତିନୀତି ପୂର୍ବରୁ ସେବାୟତଙ୍କ ହେଲା ଥର୍ମାଲ ସ୍କ୍ରିନିଂ

ପୁରୀ: ବିନା ଭକ୍ତ ଓ କୋଭିଡ କଟକଣା ଭିତରେ ବାହୁଡ଼ା ଯାତ୍ରା ହେଉଛି । କେବଳ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ସେବାୟତ ହିଁ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ଆଜି ବାହୁଡ଼ା ଯାତ୍ରା ପୂର୍ବରୁ ଗୁଣ୍ଡିଚା ମନ୍ଦିର ନିକଟରେ ସେବାୟତମାନଙ୍କର ଯାଞ୍ଚ କରାଯାଇଥିଲା ।…

ବୀରମିତ୍ରପୁର ଥାନାର ପୂର୍ବତନ ଆଇଆଇସିଙ୍କୁ ବରଖାସ୍ତ କଲେ ପୋଲିସ ଡିଜି

ଭୁବନେଶ୍ୱର: ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବୀରମିତ୍ରପୁର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି ପୋଲିସ ଡିଜି ଅଭୟ । ଟ୍ୱିଟ୍ କରି ସେ ଏହି ସୂଚନା ଦେଇଛନ୍ତି । ପୋଲିସ ଡିଜି କହିଛନ୍ତି, ଆଇଆଇସିଙ୍କ ଆଚରଣ…

ବିନା ଭକ୍ତରେ ଜନ୍ମଦେବୀରୁ ରତ୍ନ ବେଦୀକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି

ପୁରୀ :କରୋନା ସଂକ୍ରମଣ ଭୟ ଯୋଗୁଁ ଆଜି ବି ଭକ୍ତ ଓ ଭଗବାନଙ୍କ ମିଳନ ହୋଇପାରିନି ବଡ ଦାଣ୍ଡରେ । ଗୁଣ୍ଡିଚା ଦିନ ବିନା ଭକ୍ତରେ ମହାପ୍ରଭୁ ରତ୍ନବେଦୀରୁ ଆସିଥିଲେ ଜନ୍ମ ବେଦୀ । ଏବେ ଫେରିଗଲା ବେଳେ ବି ଭକ୍ତ ନାହାନ୍ତି । କେବଳ ହାତ ଗଣତି ସେବାୟତ ଓ ପୋଲିସଙ୍କ ସାହାଯ୍ୟରେ ରଥଟଣା ଯିବ । ଘରେ…

ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟଡାଉନ ଘୋଷଣା : କ’ଣ ସବୁ ରହିଛି କଟକଣା, ଜାଣନ୍ତୁ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାକୁ ୧୪ଘଣ୍ଟିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ। ଅପରାହ୍ନ ୪ଟା ଠାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି। *ଗଞ୍ଜାମ ଜିଲ୍ଲାରେ ୧୪ ଘଣ୍ଟିଆ ସଟ୍‌ଡାଉନ ଘୋଷଣା କଲେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ। *ଗଞ୍ଜାମ ଜିଲ୍ଲାରେ ସକାଳ…