Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାଣିପାଗ ଉପଯୋଗୀ ପାରମ୍ପରିକ ଚାଷ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଗତ ବର୍ଷ ଖରିଫ ଋତୁରେ ଆମ ରାଜ୍ୟ ଓଡ଼ିଶାର ଭିନ୍ନ ଭିନ୍ନ ଅଂଚଳରେ ରୋଗ ପୋକ ଆକ୍ରମଣ, ସ୍ୱଳ୍ପ ବୃଷ୍ଟି ଓ ଅନିୟମିତ ବୃଷ୍ଟିପାତ ଯୋଗୁ ବ୍ୟାପକ ଫସଲ ହାନୀ ହୋଇଥିବାର ଖବର ମିଳିଛି । କିନ୍ତୁ ଏହି ପରିସ୍ଥିତିରେ ରାୟଗଡ଼ା ଜିଲ୍ଲାର ବିଷମକଟକ…

ଅନଲକ୍ ୨.୦ରେ କ’ଣ ସବୁ ବନ୍ଦ ରହିବ ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଦିନ ଅନଲକ୍ ୨.୦ ଗାଇଡ଼ଲାଇନ୍ ଜାରି କରିଛନ୍ତି । ଜୁଲାଇ ୧ ତାରିଖ ଅର୍ଥାତ୍ ବୁଧବାର ଦିନ ଠାରୁ ଏହି ଗାଇଡ଼ଲାଇନ୍ ପାଳନ ଆରମ୍ଭ ହେବ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି)ଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, ଆସନ୍ତା ଜୁଲାଇ…

ବାହୁଡ଼ା ଯାତ୍ରା ଲାଗି ପୁରୀରେ କ’ଣ ରହିଛି ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ବାହୁଡ଼ା ଯାତ୍ରା ଲାଗି ମଙ୍ଗଳବାର ରାତି ୯ଟାରୁ ପୁରୀ ଜିଲ୍ଲାରେ ସରକାରୀ ଡ୍ୟୁଟି/ପୋଲିସ ଏବଂ ଜରୁରୀକାଳୀନ ସେବାକୁ ବାଦ୍ ଦେଇ ପାସେଞ୍ଜର ଟ୍ରେନ୍ ଏବଂ ବେସରକାରୀ ଗାଡ଼ି କିମ୍ବା ଘରୋଇ ବସ୍ ପ୍ରବେଶକୁ ଓଡିଶା ସରକାରଙ୍କ ପକ୍ଷରୁ ମନା କରାଯାଇଛି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ…

ଓଡ଼ିଶାରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର: ରାଜ୍ୟ ସରକାର ଅନଲକ୍ ୨.୦ ଗାଇଡ଼ଲାଇନ୍ ଘୋଷଣା କରିବା ସହିତ ଜୁଲାଇ ମାସରୁ ସରକାରୀ କାର୍ଯ୍ୟାଳୟ ସ୍ୱାଭାବିକ ଭାବେ ଚାଲିବା ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ,…

ଅଗଷ୍ଟ ୩୧ ଯାଏଁ ଖୋଲିବନି ସ୍କୁଲ, କଲେଜ, ବନ୍ଦ ହେବ କ୍ୱାରେଂଟିନ୍ ସେଣ୍ଟର

ଭୁବନେଶ୍ୱର: ଜୁଲାଇ ମାସ ପାଇଁ ଦେଶରେ ଜାରି ହୋଇଛି ଅନ୍‌ଲକ-୨ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସ୍ଥିତି ଦେଖି ରାଜ୍ୟ ସରକାର ମଧ୍ୟ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଏବେ ରାଜ୍ୟରେ ଖୋଲିବନି ସ୍କୁଲ, କଲେଜ ଖୋଲିବ ନାହିଁ। ଅଗଷ୍ଟ ୩୧ ଯାଏ ସ୍କୁଲ, କଲେଜ,…

ବୃଦ୍ଧି ପାଇବ ଟ୍ରେନର ବେଗ: କଟକ ଓ ଭୁବନେଶ୍ୱର ଷ୍ଟେସନରେ ୱାସେଵେଲ ଆପ୍ରନ ବଦଳାଯାଇ ଵାଲାଷ୍ଟ ଟ୍ରାକ ନିର୍ମାଣ

ଭୁବନେଶ୍ୱର: ଟ୍ରେନ ସେବାକୁ ପ୍ରଭାବିତ ନକରି ଲକ ଡାଉନ ସମୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ଯୋଜନା କରିଛି I ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଡାଉନ ମେନ ଲାଇନ ଏବଂ କଟକ ରେଳ ଷ୍ଟେସନ ଠାରେ ଅପ ମେନ…

୧୦ ଜିଲ୍ଲାରେ ଶନି ଓ ରବିବାର ସଟ୍‌ଡାଉନ

ଭୁବନେଶ୍ୱର: ଦେଶରେ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ ଅନ୍‌ଲକ ୨ । ତେବେ ଏହାରି ଭିତରେ ଜୁଲାଇ ମାସ ପାଇଁ ରାଜ୍ୟ ସରକାର କରୋନା ଗାଇଡଲାଇନ୍ ଜାରି କରିଛନ୍ତି । ନୂଆ ଗାଇଡଲାଇନ୍ ଅନୁଯାୟୀ ଜୁଲଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ସଟ୍‌ଡାଉନ୍ ବଳବତ୍ତର ରହିବ । ତେବେ ଏହି କଟକଣା…

ରାଜ୍ୟରେ ରାତି ୯ଟାରୁ ଭୋର ୫ଟା ଯାଏଁ ରାତ୍ରୀକାଳିନ କର୍ଫ୍ୟୁ

ଭୁବନେଶ୍ୱର: କୋହଳ ହେଲା ରାତ୍ରୀକାଳିନ କର୍ଫ୍ୟୁ ସମୟ । ଏଣିକି ଆଉ ସନ୍ଧ୍ୟା ୭ଟାରୁ ୫ଟା ନୁହେଁ ରାତି ୯ରୁ ଭୋର ୫ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଜୁଲାଇ ପହିଲାରୁ ରାତି ୯ଟାରୁ ସକାଳ ୫ଟା ଯାଏଁ…

ସୁସ୍ଥ ହେଲେ ସର୍ବାଧିକ ୨୪୩ କରୋନା ସଂକ୍ରମିତ

ଭୁବନେଶ୍ୱର: ଭାଙ୍ଗିଲା ରେକର୍ଡ । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୨୪୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୫୧୮୯ରେ ପହଁଚିଛି । ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଜପତିରୁ ୫୯ ଜଣ ଅଛନ୍ତି ।…

ଆଠଗଡ ଏନ୍‌ଏସି ଅଂଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଆଠଗଡ: ଆଠଗଡ ଡିଏସ୍‌ପିଙ୍କ ସମେତ ୨ ଜଣ କରୋନା ଚିହ୍ନଟ ହେବା ପରେ ଆଠଗଡ ଏନ୍‌ଏସିକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଉପଜିଲ୍ଲପାଳ ଏହି ଘୋଷଣା କରିଛନ୍ତି । ଆଠଗଡ ଅଂଚଳର ୧୮ଟି ୱାର୍ଡକୁ ମଙ୍ଗଳବାର ଦିନ ଦୁଇଟା ଠାରୁ ତିନି ତାରିଖ ଶୁକ୍ରବାର ସକାଳ ୬ଟା ପର‌୍ୟ୍ୟନ୍ତ ଏହି ଅଞ୍ଚଳକୁ…