Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ବଢୁଛି ସ୍ଥାନୀୟ ସଂକ୍ରମଣ, ଆଜି ୨୫ ପଜିଟିଭ୍‌

ଭୁବନେଶ୍ୱର: ଆଜି ଖୋର୍ଦ୍ଧାରେ ୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୫ ଜଣ ହେଉଛନ୍ତି ରାଜଧାନୀ ଭୁବନେଶ୍ୱରର । ତେବେ ବଡ କଥା ହେଉଛି, ୨୫ ଜଣଙ୍କ ମଧ୍ୟରୁ ୨୩ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅର୍ଥାତ୍ ସେମାନେ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି…

ଭୁବନେଶ୍ୱରରେ ପଶିଲା ହାତୀ, ଲୋକେ ଭୟଭୀତ

ଭୁବନେଶ୍ୱର: ଭୁବନେଶ୍ୱର ଅନ୍ତର୍ଗତ ଇନଫୋସିଟି ଅଞ୍ଚଳରେ ସୋମବାର ଦିନ ଏକ ଜଙ୍ଗଲୀ ହାତୀ ପ୍ରବେଶ କରିବା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଛନ୍ତି । ନିକଟସ୍ଥ ବୁଦବୁଦିଆ ଫରେଷ୍ଟ ରେଞ୍ଜରୁ ଏହି ହାତୀଟି ଆସି ସହର ମଧ୍ୟରେ ପ୍ରବେଶ କରିଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଅନୁମାନ…

୩ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ଗଜପତିରେ ନର୍ସିଂହୋମ ସିଲ୍

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଥିବା ଏକ ନର୍ସିଂହୋମର ତିନିଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସୋମବାର ଦିନ ଏହାକୁ ସିଲ୍ କରାଯାଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ଚିହ୍ନଟ ହୋଇଥିବା ସାତଟି ନୂଆ କରୋନା ମାମଲା ମଧ୍ୟରେ ଉକ୍ତ କର୍ମଚାରୀମାନେ ରହିଛନ୍ତି।…

ପୂର୍ବ ସେମିଷ୍ଟାର ଓ ଇଂଟରନାଲ ମାର୍କ ଆଧାରରେ ଫଳ ପ୍ରକାଶ ହେଉ: ବିପିୟୁଟି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୯ ତାରିଖରୁ ବିପିୟୁଟି ପରୀକ୍ଷା ହେବାକୁ ଯାଉଛି । ତେବେ ପରୀକ୍ଷାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । ଫାଇନାଲ ସେମିଷ୍ଟାର ପୂର୍ବରୁ କିଛି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ଯେ, ଅନଲାଇନ୍ ପରୀକ୍ଷା କରୁଥିବା ସଂସ୍ଥା ଏକ ତେଲେଙ୍ଗାନା କମ୍ପାନୀ । ତା ନାଁରେ…

ଓଡ଼ିଶାରେ ପହଁଚିଲା କରୋନା ଔଷଧ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୭ହଜାରରେ ପହଁଚିଗଲାଣି । ଜୁନ୍ ମାସରେ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ଓଡିଶାରେ ପହଁଚିଯାଇଛି କରୋନା ଔଷଧ । ରାଜ୍ୟ ଔଷଧ ନିଗମରେ ରହିଛି କରୋନା ସମ୍ପର୍କିତ ଏହି ମେଡିସିନ୍ । ରାଜ୍ୟ ସ୍ୱାସ୍ଥ୍ୟ…

ପୋଡ଼ିଗଲା ପାଦ, ଛିଣ୍ଡିଗଲା କାନ୍ଧ; ବିସ୍ମୟ ଠାକୁରଙ୍କ ରଥ ଟାଣିନେଲେ ସେବକ…

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ରାତିରେ (ରଥଯାତ୍ରା ପୂର୍ବଦିନ) ଆଖିକୁ ମୋର ନିଦ ନାହିଁ, ତମକୁ ବି ନିଦ ନାହିଁ, ତମେ  ଜନ୍ମବେଦିକୁ ଯାତ୍ରା କରିବ ଆଉ ତୁମ ଭକ୍ତକୁ   ନିଦ ନାହିଁ, ମୁଁ ତୁମକୁ ଦେଖିବି, ନା ...…

ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ

ପୁରୀ: ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ପରିସ୍ରା କରୁଥିବା ଅଭିଯୋଗରେ ଜଗନ୍ନାଥ ମନ୍ଦିରର ଜଣେ ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରିଛନ୍ତି ମୁଖ୍ୟ ପ୍ରଶାସକ। ନିଲମ୍ବିତ ଅଧିକାରୀଙ୍କ ନାମ ସୁଦର୍ଶନ ସାହୁ। ଗୁଣ୍ଡିଚା ମନ୍ଦିର ମଧ୍ୟରେ ସୁଦର୍ଶନ ପରିସ୍ରା କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ…

ସଟଡାଉନ ସତ୍ତ୍ୱେ ଖୋଲା ଥିଲା ମିଠା ଦୋକାନ: ସିଲ୍ କଲା ପ୍ରଶାସନ 

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ବଢ଼ିବାରେ ଲାଗିଛି କରୋନା ପଜେଟିଭ୍ ଙ୍କ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ନିୟମକୁ କଡ଼ାକଡ଼ି ଜାରି କରାଯାଇଛି । ଏପରିକି ଅତ୍ୟାବଶ୍ୟକ…

ବଜ୍ରପାତ ସହ ବର୍ଷା ଆଶଙ୍କା; ଓଡିଶାର ୧୩ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୩ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ରାୟଗଡା, କଳାହାଣ୍ଡି, ପୁରୀ, ଜଗତସିଂହପୁର,…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କ ସମ୍ପର୍କରେ ଜାଣନ୍ତୁ

କଟକ: କଟକରେ ସୋମବାର ଦିନ ୭ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୫୫୭ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ପ୍ରଶାସନ । ଉକ୍ତ ଟ୍ୱିଟ ଅନୁଯାୟୀ କଟକ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ…