Latest Odisha News

BREAKING NEWS

Browsing Category

ଓଡିଶା

Odisha

କଟକ କ୍ୟାନ୍‌ସର ହସ୍ପିଟାଲରେ ଆଉ ୬ କରୋନା ପଜିଟିଭ

କଟକ: କ୍ୟାନ୍ସର ହସ୍ପିଟାଲରୁ ପୁଣି ବାହାରିଲେ ପଜିଟିଭ । କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରୁ ଆଉ ୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡିଏମ୍‌ଓ ସୂଚନା ଦେଇଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନ୍ସର ରୋଗୀ, ଜଣେ ଆଟେଣ୍ଡାଣ୍ଟ ଅଛନ୍ତି। ଅନ୍ୟ ଜଣେ ଆକ୍ରାନ୍ତ ଆହାର…

ବଜ୍ରାଘାତରେ ଚାଷୀ ମୃତ, ଜଣେ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ବଜ୍ରପାତରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକଙ୍କ ନାମ ପ୍ରଫୁଲ୍ଲ ନାହକ (୩୫) ଏବଂ ସେ ଜଣେ ଚାଷୀ ବୋଲି ଜଣାପଡିଛି। ପ୍ରାପ୍ତ ସୂଚନାନୁଯାୟୀ ଆଜି ଅପରାହ୍ନରେ ସେ ଧାନ କ୍ଷେତରେ…

ବାହୁଡ଼ା ଯାତ୍ରା ପାଇଁ କ’ଣ ରହିଛି ନୀତି ନିର୍ଘଣ୍ଟ, ଜାଣନ୍ତୁ…

ପୁରୀ: ବାହୁଡ଼ା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ଯାତ୍ରା ପାଇଁ ନୀତି ନିର୍ଘଣ୍ଟ କରାଯାଇଛି। ଜାଣନ୍ତୁ, କ'ଣ ରହିଛି ନୀତି ନିର୍ଘଣ୍ଟ... ମଙ୍ଗଳ ଆଳତି- ଭୋର ୪ଟା ମଇଲମ ଲାଗି- ଭୋର ୪ଟା ୧୫ମି. ତଡପ ଲାଗି-…

ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ ହେଲାଣି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାରି ଭିତରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ଆଜି ରାଜ୍ୟରେ ଆଉ ୨୦୩ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ମୋଟ ଆରୋଗ୍ୟ ସଂଖ୍ୟା ୪୯୪୬ରେ…

ସାଧାରଣ ଲୋକଙ୍କୁ ସରକାରୀ କାର୍ଯ୍ୟାଳୟ ମନା

ଯାଜପୁର: ସରକାରୀ କାର‌୍ୟ୍ୟାଳୟକୁ ସାଧାରଣ ଲୋକଙ୍କୁ ଯିବା ମନା । ଜୁଲାଇ ୮ ଯାଏଁ ଜିଲ୍ଲାର ସମସ୍ତ ସରକାରୀ କାର‌୍ୟ୍ୟାଳୟକୁ ଏହି କଟକଣା ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । କର୍ମଚାରୀମାନେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ମାନି କାର‌୍ୟ୍ୟ କରିବେ । ଯାଜପୁରରେ କରୋନା ସଂକ୍ରମଣ…

ବଜ୍ରପାତ ସହ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବଜ୍ରପାତ ସହିତ ସାମାନ୍ୟରୁ ମଧ୍ୟମ ଧରଣର ବୃଷ୍ଟିପାତ ହେବା ନେଇ ସୂଚନା ପ୍ରଦାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ସନ୍ଧ୍ୟା ୭ଟା ସୁଦ୍ଧା ଯେଉଁସବୁ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ…

ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଭୁବନେଶ୍ୱର: ରାତି ପାହିଲେ ବଢୁଛି ତେଲଦର । ଗତ ୨୧ ଦିନ ଭିତରେ ଡିଜେଲ ୧୧ଟଙ୍କା ଓ ପେଟ୍ରୋଲ ୯ଟଙ୍କା ବଢିଲାଣି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି କଂଗ୍ରେସ । ଗୋଟିଏ ପଟେ ଲକଡାଉନ୍ ଏବଂ ଅନ୍ୟପଟେ ତେଲ ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତା…

ଛତ୍ରପୁର ଏନଏସିରେ ୭ ଦିନିଆ ସଟଡାଉନ

ବ୍ରହ୍ମପୁର: କରୋନା ସଂକ୍ରମଣକୁ ରୋକିବା ପାଇଁ ସୋମବାର ଦିନ ଗଞ୍ଜାମ ପ୍ରଶାସନ ଛତ୍ରପୁର ଏନଏସି ଅଞ୍ଚଳରେ ସାତ ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ ଏହି ସଟଡାଉନ ଜୁନ୍ ୩୦ରୁ ଜୁଲାଇ ୬ ଯାଏଁ ଜାରି ରହିବ। ଛତ୍ରପୁର ଏନଏସିରୁ ନଅଟି ଆକ୍ଟିଭ…

ପୁରୀରୁ ଆରମ୍ଭ ହେଲା ସେରୋଲୋଜିକାଲ ସର୍ଭେ

ଭୁବନେଶ୍ୱର: ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି ସେରୋଲୋଜିକାଲ ସର୍ଭେ । ଆସନ୍ତା ୧ ତାରିଖରୁ ଗଂଜାମ, ଗଜପତି ଓ କଟକରେ ଟେଷ୍ଟ କରାଯିବ । ଆଇସିଏମଆର ଗାଇଡଲାଇନ୍ ଅନୁସାରେ ଅଧିକ ଜନସଂଖ୍ୟା ଆବଦ୍ଧ ଅଂଚଳରେ ଟେଷ୍ଟ କରାଯାଉଛି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡାଙ୍କ ସୂଚନା ଅନୁସାରେ, ବାହୁଡା…

ପାଲା ଜଗତର ପ୍ରଚଣ୍ଡ ପ୍ରତିଭାଧର: କବି ଓ ଗାୟକ ଲକ୍ଷ୍ମୀଧର ପଣ୍ଡା

ସାମ୍ପ୍ରତିକ ଯୁବ ଏବଂ ପ୍ରବୀଣ ଗାୟକମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଗାୟକ ଜ୍ଞାନଗୌରବ ଲକ୍ଷ୍ମୀଧର ପଣ୍ଡା । ଜଣେ ଉଜ୍ଜ୍ୱଳ ପ୍ରତିଭା ସମ୍ପର୍ଣ୍ଣ ଗାୟକ ସହ ଜଣେ ବିଶିଷ୍ଟ କବି ଭାବରେ ମଧ୍ୟ ସେ ପାଲା ଜଗତରେ ପରିଚିତ । ପାଲା ଦୁନିଆରେ ଜଣେ ଆଦର୍ଶ ଗାୟକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି…