Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏବର୍ଷ ହେବନି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦ୍ୱନ୍ଦ୍ୱ ଭିତରେ ଥିବା ଚଳିତ ବର୍ଷର ରଥଯାତ୍ରା ଶେଷରେ ବନ୍ଦ ହୋଇଯାଇଛି । ଚଳିତବର୍ଷ ରଥଯାତ୍ରା ହେବନି ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଫଳରେ ଜୁନ୍ ୨୩ ତାରିଖରେ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ହୋଇଯାଇଛି । ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ…

ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ଓଡିଶା ଯୁବ କଂଗ୍ରେସର ଅନ୍ତରୀଣ ଯୁବ ସଭାପତି ଭାବେ ନୂଆ ଦାୟିତ୍ୱ

ଭୁବନେଶ୍ୱର: ଲୋକନାଥ ମହାରଥୀଙ୍କ ବଦଳରେ ଓଡିଶା ପ୍ରଦେଶ ଯୁବ କଂଗ୍ରେସ (ଓପିଏସି)ର ମଧ୍ୟବର୍ତ୍ତୀକାଳୀନ ସଭାପତି ଭାବେ ସ୍ମୃତି ରଂଜନ ଲେଙ୍କା ଦାୟିତ୍ଵ ଗ୍ରହଣ କରିଛନ୍ତି। ଭାରତୀୟ ଯୁବ କଂଗ୍ରେସ ସଭାପତି ବି ଭି ଶ୍ରୀନିବାସ ତାଙ୍କୁ ଇମିଡିଏଟ୍ ଇଫେକ୍ଟରେ ଏହି ପଦରେ ନିଯୁକ୍ତ କରାଇଥିଲେ।…

ବଣାଇଁ ବିଧାୟକଙ୍କ ପିଏସ୍‌ଓଙ୍କ ଆତ୍ମହତ୍ୟା

ସୁନ୍ଦରଗଡ : ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସଓ ଡମ୍ବରୁ ସାହୁଙ୍କ ଆତ୍ମହତ୍ୟା । ଡମ୍ବରୁ କୁର୍ଡା ସ୍ଥିତ ବାସଭବନରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଜଣାପଡିପାରିନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା…

ଶୌଚାଳୟରେ ବିତିଲା ପ୍ରବାସୀ ଶ୍ରମିକଙ୍କ ୭ ଦିନିଆ ହୋମ୍ କ୍ୱାରେଣ୍ଟାଇନ ସମୟ

ଜଗତସିଂହପୁର: ତାମିଲନାଡୁ ଫେରନ୍ତା ଜଣେ ପ୍ରବାସୀ ଯୁବକଙ୍କ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ ଗୁହାରି ପ୍ରତ୍ୟାଖ୍ୟାନ କରାଯିବା ପରେ ଜିଲ୍ଲାର ନୁଆଗାଓଁ ବ୍ଲକର ଜାମୁଗାଓଁ ଗ୍ରାମରେ ଥିବା ଶୌଚାଳୟରେ ସେ ସାତ ଦିନିଆ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସୂଚନାନୁସାରେ, ମାନସ ପାତ୍ର (୨୮)…

ପୁରୀ କଣ୍ଟେନମେଣ୍ଟ ଜୋନରେ ଜୋରସୋର ଚାଲିଛି ସାନିଟାଇଜେସନ କାର୍ଯ୍ୟ

ପୁରୀ: ପୁରୀ ଜିଲ୍ଲାରସିଭିଲ କୋର୍ଟ ପରିସରରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ଗୋଟିଏ ଦିନ ପରେ ପୁରୀ ପ୍ରଶାସନ  ପକ୍ଷରୁ ଗୁରୁବାର ଦିନ  ସାନିଟାଇଜେସନ କାମ ଆରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ ଅଫିସ ସମେତ ଅନ୍ୟାନ୍ୟ ସରକାରୀ ଅଟ୍ଟାଳିକାକୁ ପରିଷ୍କାର କରିବା ପାଇଁ ଅଗ୍ନିଶମ ବିଭାଗ…

ଚକ୍ରରାଜ ସୁଦର୍ଶନ: ଜାଣନ୍ତୁ, ଏହି ମହାଶକ୍ତିଙ୍କ ପଛରେ କ’ଣ ରହିଛି ରହସ୍ୟ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦିବ୍ୟ ଆୟୁଧ ଚକ୍ରରାଜ ସୁଦର୍ଶନ, 'ସୁ' ଓ ଦର୍ଶନ ଦୁଇଟି ଶଦ୍ଦର ଆଧାରରେ ସୃଷ୍ଟି ସୁଦର୍ଶନ । ବାମନ ପୂରାଣ କୁହେ, ବିଶ୍ୱକର୍ମା ସବୁ ଦେବତାଙ୍କ…

ଓଡିଶାରେ ଆଉ ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ୍ ସଂଖ୍ୟା ୪୫ଶହ ଟପିଲା

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୧୭୪ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୧୨ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ଭିଜିଲାନ୍ସ ଜାଲରେ ଟେକ୍ନିକାଲ୍ କନସଲଟାଣ୍ଟ

ଭଦ୍ରକ: ସର୍ବଶିକ୍ଷା ଅଭିଯାନ, ଜି୍‌ଲ୍ଲା ପ୍ରୋଜେକ୍ଟ କୋ-ଅଡିନେଟରର ଟେକ୍ନିକାଲ୍ କନସଲଟାଣ୍ଟ ଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ଚଢାଉ କରିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ବୈଲୋଚନା ପୁହାଣ ବୋଲି ଜଣାପଡିଛି। ମିଳିଥିବା ସୂଚନା…

ଗଞ୍ଜାମ: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଲୁଟ ଉଦ୍ୟମ

ଶେରଗଡ: ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ଠୁରୁବୁରାଇ ଗ୍ରାମ ପଞ୍ଚାୟତରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଗତକାଲି ବିଳମ୍ବିତ ରାତିରେ କିଛି ଅସମାଜିକ ବ୍ୟକ୍ତି ବ୍ୟାଙ୍କ ତାଲା ଭାଙ୍ଗି ବ୍ୟାଙ୍କ ଭିତରେ ପଶିଥିଲେ । ସକାଳୁ ସକାଳୁ ସେହି ଗ୍ରାମର କିଛି ବ୍ୟକ୍ତି ବ୍ୟାଙ୍କର…

୫୬ ଟି ନୂଆ ମାମଲା ସହ ୭୦୦ ଟପିଲା ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ଗୁରୁବାର ଦିନ ଆଉ ୫୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୫୫କୁ ବୃଦ୍ଧି ପାଇଛି। ଏନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଆଜି ଚିହ୍ନଟ ୫୬ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ…