Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେଲେ ଶ୍ରୀବିଗ୍ରହ; ଗଜପତି ମହାରାଜାଙ୍କୁ ଦିଆଗଲା ଖବର

ପୁରୀ: ଅଣସର ଘରେ ଜରରେ ପଡିଥିବା ଶ୍ରୀଜୀଉ ଗତକାଲି ବିଳମ୍ବିତ ରାତିରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁ ସୁସ୍ଥ ହୋଇଥିବାରୁ ଆଜି ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି। ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି…

ନାବାଳକର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଲା ସମ୍ପର୍କୀୟ ଭାଇ

ରେଢାଖୋଲ: ସମ୍ବଲପୁର ଜିଲ୍ଲା ଯୁଯୁମରା ଥାନା ତଲିମାଲ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ନାବାଳକ ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଛି ତାର ସମ୍ପର୍କୀୟ ଭାଇ । ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଏହି ନାବାଳକ ଜଣଙ୍କ ନିଜର ୨୮ ବର୍ଷୀୟ ସଂପର୍କୀୟ ଭାଇ ବିଳାସନ…

ଘର ଭିତରୁ ଉଦ୍ଧାର ହେଲା ବିଧାୟକଙ୍କ ‘ପିଏସଓ’ର ମୃତ ଦେହ; ଆତ୍ମହତ୍ୟା ସନ୍ଦେହ

ବଣାଇ: ଗୁରୁବାର ସକାଳୁ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ପିଏସ୍‌ଓର ମୃତଦେହ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି । ପିଏସଓ ଜଣଙ୍କ ନିଜ ସର୍ଭିସ୍‌ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ପିଏସଓଙ୍କ ନାମ ଡମ୍ବରୁଧର ସାହୁ । ସୁଚାନୁଯାୟୀ,ମୃତ…

୨୧୪ଟି ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜିଠୁ ଆରମ୍ଭ ନାମ ଲେଖା

ଭୁବନେଶ୍ୱର: ଜୁନ୍‌ ୧୮ ତାରିଖ (ଗୁରୁବାର)ରୁ ଆରମ୍ଭ ହେବ ରାଜ୍ୟର ୨୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମଲେଖା । ସକାଳ ୭ଟାରୁ ୯ଟା ୩୦ ମଧ୍ୟରେ ନାମଲେଖା‌ ଅନୁଷ୍ଠିତ ହେବ। ଏହି ନାମ ଲେଖା ପକ୍ରିୟା ୪ଟି ପର୍ଯ୍ୟାୟରେ ଶେଷ କରିବାକୁ ନିଷ୍ପତ୍ତି ହୋଇଛି। ୬ଷ୍ଠ ଶ୍ରେଣୀରେ ନାମଲେଖା ହେବାକୁ…

ଘରେ କାହିଁକି ଓ କିପରି କରାଯାଏ କଳସ ସ୍ଥାପନା, ଜାଣନ୍ତୁ

ଭୁବନେଶ୍ୱର: ଅନେକ ଶୁଭ କାର୍ଯ୍ୟ ଯେପରି, ବିବାହ, ବ୍ରତଘର, ପୂଜା ଆଦି ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ କଳସ ସ୍ଥାପନ କରାଯାଇଥାଏ। ତେବେ କାହିଁକି ଓ କେଉଁଠି ଏହି କଳସ ସ୍ଥାପନା କରାଯାଇଥାଏ, କ'ଣ ଏହାର ମହତ୍ତ୍ୱ ରହିଛି ଆସନ୍ତୁ ଜାଣିବା... ଶାସ୍ତ୍ର ଅନୁଯାୟୀ ସମୃଦ୍ଧି ପାଇଁ କଳସ ସ୍ଥାପନ…

ତିନିରଥରେ ଲାଗିଲେ ପାର୍ଶ୍ଵ ଦେବାଦେବୀ…

ପୁରୀ: ଆଉ ପାଞ୍ଚଦିନ ପରେ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ବଡ଼ଦାଣ୍ଡସ୍ଥିତ ରଥଖଳାରେ ରଥ ନିର୍ମାଣ ସମ୍ପୂର୍ଣ୍ଣ ଶେଷ ହୋଇଯିବା ପରେ ଏବେ ରଥରେ ଲାଗିଛନ୍ତି ପାର୍ଶ୍ଵ ଦେବାଦେବୀ । ତିନିରଥରେ ଲାଗିସାରିଛି କଳସ, ଅଁଳା ଓ ଓଲଟ ଶୁଆ । ଆଜି ତିନିରଥରେ ହଂସପଟା ବାଡ଼ିଆ ସରିଛି । ଏହା…

ସହିଦ ବୀର ଯବାନଙ୍କୁ ବାଲୁକା କଳାରେ ଶିଳ୍ପୀ ସୁଦର୍ଶନଙ୍କ ଶ୍ରଦ୍ଧାଞ୍ଜଳି

ପୁରୀ: ଲଦାଖ ସୀମାନ୍ତରେ ଚୀନ ସେନାଙ୍କ ବର୍ବରୋଚିତ ଆକ୍ରମଣକୁ ପ୍ରତିହତ କରି ଦେଶମାତୃକା ଲାଗି ୨୦ ଜଣ ଭାରତୀୟ ବୀର ଯବାନ ସହିଦ ହୋଇଛନ୍ତି । ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କୁ ଘନ ଘନ ଆକ୍ରମଣ କରି ଦେଶ ଲାଗି ପ୍ରାଣ ବିସର୍ଜନ କରିଥିଲେ ଏହି ଭାରତୀୟ ଯବାନ ।…

ଟ୍ରେନ୍ ଓ ବିମାନ କଟକଣା ଜାରି ରହୁ: ପ୍ରସ୍ତାବ ରଖିଲେ ନବୀନ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଜରିଆରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆଲୋଚନା ବେଳେ କେନ୍ଦ୍ର ନିକଟରେ ନବୀନ କେତେକ ପ୍ରସ୍ତାବ ରଖିଛନ୍ତି । ଓଡ଼ିଶାକୁ ଲକ୍ଷାଧିକ ସଂଖ୍ୟାରେ…

ଖୋଲିଲା ମାର୍କେଟ ବିଲ୍ଡିଂ ହେଲେ ବଢ଼ିଲା କଟକଣା

ଭୁବନେଶ୍ୱର: ଖୋଲିଲା ମାର୍କେଟ ବିଲ୍ଡିଂ । ରଜ ପୂର୍ବରୁ ସିଲ୍ ହୋଇଥିବା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ ପୁଣି ଥରେ ଖୋଲିଛି । ବିଭିନ୍ନ ସର୍ତ୍ତ ରଖି ବିଏମ୍‌ସି ପକ୍ଷରୁ ବୁଧବାର ମାର୍କେଟ ବିଲ୍ଡିଂ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ବିଏମ୍‌ସି ଜାରି କରିଥିବା ନିର୍ଦ୍ଦେଶାବଳିକୁ…

ଯାତ୍ରୀ ହେଉନ’ଥିବା ଯୋଗୁଁ ଚିନ୍ତାରେ ବସ୍ ମାଲିକ: ବନ୍ଦ କରିପାରନ୍ତି ସେବା

ଭୁବନେଶ୍ୱର: କରୋନା ମହାମାରୀ ଦ୍ରୁତଗତିରେ ବଢି ଚାଲିଥିବା ବେଳେ ଜନସାଧାରଣ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ଚେଷ୍ଟା କରୁଛନ୍ତି । ତେବେ କରୋନା ଭୂତାଣୁ ସଂକ୍ରମଣ ଭୟରେ ମଧ୍ୟ ସାଧାରଣ ଯାତ୍ରୀ ବସରେ ଯାତ୍ରା କରିବାକୁ ପସନ୍ଦ କରୁନାହାନ୍ତି । କ୍ଷତି ସହୁଛନ୍ତି ବସ୍ ମାଲିକ । ତେଣୁ ଘରୋଇ…