Latest Odisha News

BREAKING NEWS

Browsing Category

ଓଡିଶା

Odisha

୪୩ ବର୍ଷର ଦୀର୍ଘ ଆଇନଗତ ବିବାଦର ଅନ୍ତ, ସରକାରୀ ଜମି ଉପନର ଘରୋଇ ବ୍ୟକ୍ତିଙ୍କ ଦାବିକୁ ରାଜସ୍ୱ ପର୍ଷଦ ସଦସ୍ୟ କଲେ ଖାରଜ

କଟକ: କଟକ ମହାନଗର ନିଗମ ଅନ୍ତରଗତ ଟାଙ୍ଗୀ-ଚୌଦ୍ୱାର ତହସିଲର ଜଗତପୁର ଗାଲେଇଛକ ସନ୍ନିକଟ ତରୋଳ ମୌଜାରେ ଥିବା ୬୨.୭୨ ଏକର ସରକାରୀ ଜମିକୁ ନେଇ ଦୀର୍ଘ ୪୩ ବର୍ଗ ଧରି ଚାଲିଥିବା ଆଇନଗତ ବିବାଦର ଅବସାନ ଘଟିଛି। ରାଜସ୍ୱ ପର୍ଷଦ ସଦସ୍ୟ ସତ୍ୟବ୍ରତ୍ ସାହୁ ଏହି ଜମି ଉପରେ ଦାବି କରିଥିବା…

ରାତି ପାହିଲେ ଆନ୍ଧ୍ରର କୋଟିଆ ଭୋଟ୍, କୋଟିଆରୁ ଫେରିଗଲେ ପୋଲିଂ ପାର୍ଟି

କୋରାପୁଟ: ନା ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ପ୍ରତି ଭୟ, ନା ଆଇନ କାନୁନ ପ୍ରତି ଖାତିର। ସବୁ ନୀତି ନିୟମକୁ ଫୁ’ କରି ପଞ୍ଚାୟତ ଓ ମଣ୍ଡଳ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଥିବା ଆନ୍ଧ୍ରର ଆଜି ଭାଙ୍ଗିଛି ଆଣ୍ଟ। କାଲିର ଠେଲାପେଲା ସହ ଖଣ୍ଡଯୁଦ୍ଧ ପରେ ଆଜି କୋଟିଆ ଗ୍ରାଉଣ୍ଡରୁ ତଡ଼ା ଖାଇଛି…

୭ ଯାଏ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା

ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଓ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଆସନ୍ତା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଘୋଷଣା କରିଛନ୍ତି।…

ବାତ୍ୟା ‘ଅର୍ଣ୍ଣବ’ ପରେ ଭୂସ୍ଖଳନ: ପାହାଡ଼ିଆ ଅଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଲୋକଙ୍କୁ…

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ' ଯୋଗୁଁ ସୃଷ୍ଟି ହୋଇଥିବା ଭୟଙ୍କର ଭୂସ୍ଖଳନ ପରିପ୍ରେକ୍ଷୀରେ, ରାଜ୍ୟ ସରକାର ପାହାଡ଼ ଉପରେ ଓ ପାଦଦେଶରେ ଅବସ୍ଥିତ ଅତ୍ୟଧିକ ବିପଦପୂର୍ଣ୍ଣ ଗ୍ରାମଗୁଡ଼ିକୁ ସମତଳ ଅଞ୍ଚଳର ସୁରକ୍ଷିତ ସ୍ଥାନକୁ ସ୍ଥାୟୀ ଭାବେ ସ୍ଥାନାନ୍ତର କରିବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ…

ବନ୍ୟା ବିପନ୍ନଙ୍କୁ ନେଇ ରାଜନୈତିକ ଲଢ଼େଇ: ଲୋକଙ୍କ ଦୁଃଖ ବଢ଼ାଉଛି ନେତାଙ୍କ ବୟାନବାଜୀ

ଭୁବନେଶ୍ୱର: ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟା ପରିସ୍ଥିତିକୁ ନେଇ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି‌। ଉଭୟ ଦଳ ପରସ୍ପର ଉପରକୁ ଦୋଷ ଲଦି ବୟାନବାଜି ଜାରି ରଖିଛନ୍ତି। ବାତ୍ୟା…

କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମ ହେବ ପଣ୍ଡ, ମୁତୟନ ହେଲା ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ

କୋରାପୁଟ: ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ବିବାଦୀୟ କୋଟିଆ ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ନିର୍ବାଚନୀ କାର୍ଯ୍ୟକଳାପକୁ ନେଇ ବର୍ତ୍ତମାନ ତୀବ୍ର ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରର ନିର୍ବାଚନୀ ଉଦ୍ୟମକୁ ପ୍ରତିହତ କରିବା ପାଇଁ ଓଡ଼ିଶା ସରକାର କୋଟିଆରେ ବର୍ତ୍ତମାନ ପୋଲିସ ଫୋର୍ସ ମୁତୟନ କରିଛନ୍ତି।…

ପଞ୍ଚଭୂତରେ ଲୀନ ହେଲେ ପଦ୍ମଶ୍ରୀ ଡାକ୍ତର ଅଶୋକ ମହାପାତ୍ର

ପୁରୀ: ଶୋକାକୁଳ ପରିବେଶରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅନ୍ତିମ ସଂସ୍କାର। ପଞ୍ଚଭୂତରେ ଲୀନ ହେଲେ ବିଶିଷ୍ଟ ଚିକିତ୍ସାବିତ୍। ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ତାଙ୍କର ଶେଷକୃତ୍ୟ। ଝିଅ ଶୁଭଶ୍ରୀ ମହାପାତ୍ର ମୁଖାଗ୍ନି ଦେଇଥିବା…

ବେସରକାରୀ ଅନୁଦାନପ୍ରାପ୍ତ ଅଧ୍ୟକ୍ଷଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ମିଳିବ ପ୍ରୋତ୍ସାହନ ରାଶି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ଖୁସି ଖବର। ସେମାନେ ଏଣିକି ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ପାଇବେ ମାସିକ ପ୍ରୋତ୍ସାହନ ରାଶି । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ବିଶ୍ୱ ପରିବେଶ ଦିବସ; ବେଦାନ୍ତ ଆଲୁମିନିୟମ ମେଟାଲ ଲି. ପକ୍ଷରୁ ଝାରସୁଗୁଡ଼ାରେ ୨୦୦୦ ଚାରା ରୋପଣ

ଝାରସୁଗୁଡ଼ା: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାସ୍ଥିତ କାର୍ଯ୍ୟକ୍ଷେତ୍ରରେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ପ୍ରାୟ ୨,୦୦୦ ଚାରା ରୋପଣ ସହ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ସ୍ଥାନୀୟ ସମୁଦାୟଙ୍କ…

ବନ୍ୟାରେ ଭାସିଲା ଚାଷୀଙ୍କ ସ୍ୱପ୍ନ, କୋଟିଆରେ ବିପନ୍ନ ଓଡ଼ିଶାର ସ୍ୱାଭିମାନ: ଓଜେସି

ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟା ପରିସ୍ଥିତିର ମୁକାବିଲା ଏବଂ ବିପର୍ୟ୍ୟୟ ପରିଚାଳନାରେ ବିଫଳତା ଓ ପ୍ରଶାସନିକ ବିଭ୍ରାଟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ଓଡ଼ିଶା ଜନତା କଂଗ୍ରେସ। ବନ୍ୟାରେ ଚାଷୀଙ୍କ ମାସ ମାସର ପରିଶ୍ରମ ଓ ଆଶା ଧୋଇଯାଇଛି। ବନ୍ୟା ପରିଚାଳନାରେ ପ୍ରସ୍ତୁତିର…