Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଷାକ୍ତ ଇଞ୍ଜେକସନ ନେଇ ଲ୍ୟାବ୍ ଟେକ୍ନିସିଆନଙ୍କ ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜେ ଏକ ବିଷାକ୍ତ ଇଞ୍ଜେକସନ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।…

ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର: ୯ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା, ସନ୍ଧ୍ୟା ସୁଦ୍ଧା ସ୍ଥିତି ସୁଧୁରିବା ନେଇ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ବିଭିନ୍ନ ପ୍ରମୁଖ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉପକୂଳ ତଥା ଉତ୍ତର ଓଡ଼ିଶାର ଅନେକ ତଳିଆ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି…

ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବ ଡିଜିଟାଲ ପ୍ରେସକ୍ରିପସନ୍

ଭୁବନେଶ୍ୱର: ଓଡ଼ିଶା ସରକାର ଖୁବ୍ ଶୀଘ୍ର 'ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ' ପ୍ରୟାସ ଆରମ୍ଭ କରିବେ। ଆଣ୍ଟିବାୟୋଟିକ୍ସର ଅବାଧ ବ୍ୟବହାରକୁ ରୋକିବା ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକୁ ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଏକ ଡିଜିଟାଲ୍ ପ୍ରେସକ୍ରିପସନ୍ ଫ୍ରେମୱାର୍କ ପ୍ରଚଳନ କରିବେ।…

ନାଉଗାଁ SRA ଭଞ୍ଜକିଶୋର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍, ୩ କୋଟିରୁ ଅଧିକ…

ଭୁବନେଶ୍ୱର: ଅଗଷ୍ଟ ୧୨ ତାରିଖରେ ୩ କୋଟିରୁ ଅଧିକ ସରକାରୀ ପାଣ୍ଠିର ଅପବ୍ୟବହାର ପାଇଁ ଗିରଫ ହୋଇଥିବା ଜଗତସିଂପୁରର ନାଉଗାଁ ତହସିଲର ବରିଷ୍ଠ ରାଜସ୍ୱ ସହାୟକ (SRA) ଭଞ୍ଜ କିଶୋର ବେହେରାଙ୍କ ସହ ଜଡିତ ୬ଟି ସମ୍ପତ୍ତିରେ ସୋମବାର ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଏକକାଳୀନ ଚଢ଼ାଉ କରିଛନ୍ତି।…

୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ: ହୀରାକୁଦର ଖୋଲିଲା ଆଉ ୩ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀଗୁଡ଼ିକର ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା…

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ; ଜନତାଙ୍କ ସମସ୍ୟା ବୁଝୁଛନ୍ତି ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱରରେ ଏକ ସାଧାରଣ ଅଭିଯୋଗ ଶୁଣାଣି ଆୟୋଜନ କରିଛନ୍ତି। ଫଳରେ ନାଗରିକମାନଙ୍କୁ ସେମାନଙ୍କ ସମସ୍ୟା ଉପରେ ସିଧାସଳଖ ତାଙ୍କ ସହିତ ଯୋଗାଯୋଗ କରିବାର ସୁଯୋଗ ମିଳିବ। ଏହି ଶୁଣାଣି ଭୁବନେଶ୍ୱରର ଅଶୋକ ନଗରର ୟୁନିଟ୍-୨ ସ୍ଥିତ…

ସମୁଦ୍ରରେ ମିଶିଗଲା ପନାମାର କାର୍ଗୋ ଜାହାଜ, ୨୪ ଘଣ୍ଟା ପରେ ୨ ଉଦ୍ଧାର, ୨୨ ଏବେ ବି ନିଖୋଜ

ପାରାଦୀପ : ବଙ୍ଗୋପସାଗରରେ ଏକ ବଡ଼ ଧରଣର ଜାହାଜ ଦୁର୍ଘଟଣା ଘଟିଛି । ପାରାଦୀପ ବନ୍ଦରରୁ ଲୁହାପଥର ନେଇ ବିଦେଶ ଯାଉଥିବା ପାନାମା ପତାକାବାହୀ ଏକ ବିଶାଳ ମାଲବାହୀ ଜାହାଜ 'ଏମଭି ଓସେନ୍ ୱିନର୍' ସମୁଦ୍ର ମଝିରେ ବୁଡ଼ିଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଏହି କାର୍ଗୋ ଜାହାଜରେ ୨୪ ଜଣ କ୍ରୁ…

ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। କଟକ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।ଏହି ଅଞ୍ଚଳର କିଛି ସ୍ଥାନରେ ପ୍ରବଳରୁ…

ବିଜେଡିର ସାଂଗଠନିକ ପୁନର୍ବିନ୍ୟାସ: ନୂଆ ରୂପରେ ‘ବିଜୁ ଶ୍ରମିକ ସମ୍ମୁଖ୍ୟ’, ନବୀନଙ୍କ ମୋହର

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବା ଏବଂ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଦଳର ଶ୍ରମିକ ସଙ୍ଗଠନ 'ବିଜୁ ଶ୍ରମିକ ସମ୍ମୁଖ୍ୟ'ର ବିଧିବଦ୍ଧ ପୁନର୍ଗଠନ କରାଯାଇଛି । ବିଜେଡି…

ବେକରେ ରହିଛି କଳା ଦାଗ, ଦେହରେ ଗୁଡ଼ା ହୋଇଛି ବେଡସିଟ୍: କେନ୍ଦୁଝର ଗୁଟୁରରେ ମହିଳାଙ୍କୁ ବିଭତ୍ସ ହତ୍ୟା ଅଭିଯୋଗ

କେନ୍ଦୁଝର: ଶୋ’ରୁମ୍‌ ଭିତରୁ ଜଣେ ମହିଳା ମାଲିକଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣା କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ଗୁଟୁର ଅଞ୍ଚଳରେ ରବିବାର ଦିନ ଘଟିଛି। ମୃତ ମହିଳା ଜଣକ ‘ଅର୍ଚ୍ଚନା ଟ୍ରେଡର୍ସ’ ନାମକ ଏକ…