Latest Odisha News

BREAKING NEWS

Browsing Category

ଓଡିଶା

Odisha

ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ

ଦେବଗଡ଼: ବାରକୋଟ ବ୍ଲକ ପଡିଆନାଲି ସ୍କୁଲରେ ଅଘଟଣ। ହଠାତ ଅସୁସ୍ଥ ହୋଇପଡିଲେ ୯ ଜଣ ଛାତ୍ରୀ। ଅସ୍ବାଭିକ ଆଚରଣ ସହ ଛାତ୍ରୀମାନେ କାନ୍ଦିବା ଆରମ୍ଭ କଲେ। ଏହି ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲ ନେଲେନି ଅଭିଭାବକ। ମେଡିକାଲ ପରିବର୍ତ୍ତେ ନିକଟସ୍ଥ ମହାମାୟୀ ମଣ୍ଡପକୁ ନେଇ କରାଗଲା ପୂଜାର୍ଚ୍ଚନା।…

ପତାକା ଉତ୍ତୋଳନ ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକ ମୃତ

ସୋର: ବାଲେଶ୍ୱର ମଇତାପୁରର ଏକ ଘରୋଇ ସ୍କୁଲରେ ପତାକା ଉତ୍ତୋଳନ ବେଳେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି କ୍ରୀଡ଼ା ଶିକ୍ଷକ ପ୍ରିୟବ୍ରତ ବେହେରା ମୃତ। ପତାକା ଖୁଣ୍ଟି ପୋତିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ…

ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ଦିଆଯିବ ନିଃଶୁଳ୍କ ପାଠ୍ୟପୁସ୍ତକ

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ଛାତ୍ରୀଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ନିଃଶୁଳ୍କ ପାଠ୍ୟପୁସ୍ତକ ଦିଆଯିବା ନେଇ ଘୋଷଣା କରିଛନ୍ତି। ପୂର୍ବରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନିଃଶୁଳ୍କ ପାଠ୍ୟପୁସ୍ତକ ପ୍ରଦାନ…

OCS Exam: ସିଭିଲ୍ ସର୍ଭିସ୍ ପରୀକ୍ଷା ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କୋହଳ ହେଲା ନିୟମ…

ଭୁବନେଶ୍ୱର: ସ୍ୱାଧୀନତା ଦିବସରେ ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ସିଭିଲ୍ ସର୍ଭିସେସ୍‌ (OCS) ପରୀକ୍ଷାରେ ଥିବା ପ୍ରଚେଷ୍ଟା ସୀମା ବା ‘Attempt Limit’କୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଣିକି…

ଦୁର୍ବଳ ହେଉଛି ଲଘୁଚାପ: ଆଜିଠୁ ବର୍ଷା କମିବ, ରାଜ୍ୟରେ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ବର୍ଷା ପ୍ରକୋପ କିଛି ମାତ୍ରାରେ କମିଛି । ସମ୍ଭବତଃ ଶନିବାର ଆହୁରି କମିବ। ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସକ୍ରିୟ ଅବପାତ ଶନିବାର ସୁଦ୍ଧା ଅବପାତ ଦୁର୍ବଳ ହୋଇଛି। ଏହା ଏବେ ଛତିଶଗଡ଼ ମୁହାଁ ହୋଇଛି, କିନ୍ତୁ ଏବେ ବି ଟଳିନି ବନ୍ୟା ଆଶଙ୍କା। ଅବପାତ…

Independence Day: ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ ଦେଲେ ବିକଶିତ ଓଡ଼ିଶାର…

ଭୁବନେଶ୍ୱର: ଦେଶ ପାଳନ କରୁଛି ୮୦ତମ ସ୍ୱାଧୀନତା ଦିବସ। ଏହି ଅବସରରେ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଆୟୋଜିତ ହୋଇଛି। ଏହି ଗୌରବମୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପତାକା ଉତ୍ତୋଳନ ପରେ…

ଟ୍ରକ୍ ସହ ଯାତ୍ରୀବାହୀ ବସ୍ ଧକ୍କା; ଜଣେ ମୃତ, ୧୨ ଆହତ

ସମ୍ବଲପୁର: ଯୁଯୁମୁରା ଥାନା ଅନ୍ତର୍ଗତ କଂସର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ୍ ସହ ଏକ ଯାତ୍ରୀବାହୀ ବସ୍ ଧକ୍କା। ଦୁର୍ଘଟଣାରେ ଜଣେ ମୃତ, ୧୨ ଆହତ ହୋଇଥିବା ସୂଚନା ରହିଛି। ଟ୍ରକ୍‌କୁ ଓଭରଟେକ୍ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ପୁରୀରୁ ପଦମପୁର ଯାଉଥିଲା ଏହି ବସ୍। ସମସ୍ତ ଆହତ…

ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ: ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ସେରା ଦେଶ ପାଳୁଛି ୮୦ତମ ସ୍ୱାଧୀନତା ଦିବସ। ସଜେଇ ହୋଇଛି ମନ୍ଦିର ମାଳିନୀ ସହର ଭୁବନେଶ୍ୱର। କମ୍ପୁଛି ମହାତ୍ମା ଗାନ୍ଧୀ ମାର୍ଗ। ତ୍ରିରଙ୍ଗାରେ ରଙ୍ଗେଇ ହୋଇଛି ପୂରା ଦେଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ…

ରାଜ୍ୟ ପୋଲିସରେ ନୂଆ ପରିବର୍ତ୍ତନ: ବିନୟତୋଷ ମିଶ୍ରଙ୍କ କାନ୍ଧରେ ପଡ଼ିଲା ପୋଲିସ ବିଭାଗର ସର୍ବୋଚ୍ଚ ଭାର, ଜାଣନ୍ତୁ କିଏ…

ଭୁବନେଶ୍ୱର: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆଙ୍କ ଅବସର ଗ୍ରହଣ ପରେ ୧୯୯୩ ବ୍ୟାଚର ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୟତୋଷ ମିଶ୍ରଙ୍କୁ ଓଡ଼ିଶା ଡିଜିପି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏ ନେଇ ଏକ ବିଧିବଦ୍ଧ…

Madhubabu pension yojana: ଖୁବ ଶୀଘ୍ର ମିଳିବ ଭତ୍ତା;ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର: ମଧୁବାବୁ ପେନସନ୍ ଯୋଜନାର ପେଣ୍ଡିଂ ଆବେଦନ ଯାଞ୍ଚ ପାଇଁ କଡ଼ା ନିର୍ଦ୍ଦେଶ । ଖୁବ୍‌ଶୀଘ୍ର ରାଜ୍ୟର ହଜାର ହଜାର ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ‘ମଧୁବାବୁ ପେନସନ୍ ଯୋଜନା’ର ଲାଭ । ଅଗଷ୍ଟ ୧୮ ସୁଦ୍ଧା ସରିବ ୬୩,୮୪୮ ଟି ଆବେଦନର ଯାଞ୍ଚ ପାଇଁ ନିର୍ଦ୍ଦେଶ । ସମସ୍ତ ଜିଲ୍ଲାପାଳଙ୍କୁ…