Latest Odisha News

BREAKING NEWS

Browsing Category

ଓଡିଶା

Odisha

ବ୍ୟାଙ୍କ ସହ ଆଧାର ଲିଙ୍କ ନଥିଲେ ବନ୍ଦ ହୋଇଯିବ ପେନସନ୍, ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆଧାର ସଂଯୋଗ ବିନା ମିଳିବନି ଭତ୍ତା। ବ୍ୟାଙ୍କ ସହ ଆଧାର ଲିଙ୍କ ନଥିଲେ ବନ୍ଦ ହେବ NSAP ପେନସନ। ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବୟସ୍କ ଲୋକଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନୋଟିସ। ଏବେ ବି ୩.୩୫ ଲକ୍ଷ…

ହୁତୁହୁତୁ ଜଳୁଛି ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ୱର: ଭୁବନେଶ୍ୱରର ୟୁନିଟ୍-II ମାର୍କେଟ ବିଲଡିଂରେ ମଙ୍ଗଳବାର ସକାଳେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ୧୦ରୁ ଅଧିକ ଦୋକାନ ପୋଡ଼ି ଯାଇଛି ଏବଂ ଜିନିଷପତ୍ର ଏବଂ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି। ସକାଳ ପ୍ରାୟ ୬ଟା ୩୦ମି. ସମୟରେ ମାର୍କେଟ କମ୍ପ୍ଲେକ୍ସରୁ ଧୂଆଁ ବାହାରୁଥିବା ଦେଖି…

ଜ୍ୱରରେ ପୀଡ଼ିତ ଶ୍ରୀଜିଉ; ଆରମ୍ଭ ହେବ ଗୁପ୍ତ ଉପଚାର

ପୁରୀ: ଅଣସର ଘରେ ହେବ ଶ୍ରୀଜିଉଙ୍କ ଗୁପ୍ତ ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ହେବ ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ। ଏହି ସମୟରେ ଭକ୍ତମାନେ…

ବର୍ଷାରେ ଭିଜିଲା ଟ୍ବିନସିଟି…

ଭୁବନେଶ୍ବର: ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ମିଳିଲା ରାଜ୍ୟବାସୀଙ୍କୁ। ବର୍ଷାରେ ଭିଜିଲା ଓଡ଼ିଶାର ବିଭିନ୍ନ ସ୍ଥାନ। ସୂଚନା ଅନୁଯାୟୀ, ସକାଳୁ ସକାଳୁ ତୁହାକୁ ତୁହା ବର୍ଷାରେ ଭିଜିଛି ଟ୍ବିନ ସିଟି। ଉଭୟ କଟକ ଓ ଭୁବନେଶ୍ବରରେ କିଛି ସ୍ଥାନରେ ବର୍ଷା ସହ ପବନ ବହିଥିବା ଦେଖିବାକୁ ମିଳିଛି।…

ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ

ଖୋର୍ଦ୍ଧା: ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ, ଏକ ଗଣ୍ଡଗୋଳ ମାମଲାରେ ଥାନାକୁ ଆଣିଥିଲା ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ । ହାଜତରେ ଅବସ୍ଥା ଗୁରୁତର ହେବାରୁ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲ୍ ଅଣାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।…

ଜୁଲାଇ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ

ଭୁବନେଶ୍ୱର: ଜୁଲାଇ ୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ୪ ତାରିଖ ଦିନ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ବରଗଡ଼ ଅଭିମୁଖେ ଯାତ୍ରା କରିବେ । ଗୃହମନ୍ତ୍ରୀ ଇଥାନଲ୍‌ ପ୍ରକଳ୍ପର ଶୁଭାରମ୍ଭ କରିବେ । ଏନେଇ ସୂଚନା ଦେଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ।…

ଋଷିଆରେ ପ୍ରତିଷ୍ଠିତ ବିଜୟ ପରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ପୁରୀରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଋଷିଆରେ ଅନୁଷ୍ଠିତ ପ୍ରତିଷ୍ଠିତ 'ଋଷିଆ ଗ୍ରାଣ୍ଡ ସ୍ୟାଣ୍ଡ ମାଷ୍ଟର କପ୍ ୨୦୨୬' ଜିତିଥିବାରୁ…

ବହୁ ଚର୍ଚ୍ଚିତ ଝରାଫୁଲ ହତ୍ୟା ଘଟଣାର ଆସିଲା ରାୟ; ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ..

ଯାଜପୁର: ଦୀର୍ଘ ଦିନର ବିଚାର ପ୍ରକ୍ରିୟା ପରେ ବହୁ ଚର୍ଚ୍ଚିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାରେ ଆସିଲା ରାୟ । ଝରାଫୁଲଙ୍କ ପୁରୁଷ ବନ୍ଧୁ ତଥା ଘଟଣାର ମୁଖ୍ୟ ନାୟକ ରାକେଶ ସ୍ୱାଇଁକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅଦାଲତ । ଯାଜପୁର…

ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ମୌସୁମୀ ଋତୁ ପାଖେଇ ଆସୁଥିବାରୁ ପ୍ରବଳ ବର୍ଷା, ପବନ ଏବଂ ବଜ୍ରପାତ ଯୋଗୁଁ ଉତ୍ପନ୍ନ ସମ୍ଭାବ୍ୟ ଆହ୍ୱାନର ମୁକାବିଲା ପାଇଁ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଏହାର ପ୍ରସ୍ତୁତିକୁ ଜୋରଦାର କରିଛି। ଆଗାମୀ ବର୍ଷା ଋତୁରେ…

ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ

ଭୁବନେଶ୍ୱର: ଜୁଲାଇ ୪ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ଦୁଇ ରିଚେକିଂ। ଯୁକ୍ତ ୨ ରିଚେକିଂ ଆବେଦନ ଅବଧି ବୃଦ୍ଧି କଲେ CHSE କର୍ତ୍ତୃପକ୍ଷ। ୩୦ ତାରିଖରେ ଶେଷ ହେଉଥିବା ସମୟ ଅବଧି ଜୁଲାଇ ୪କୁ ବଢ଼ିଲା। ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ାଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ…