Latest Odisha News

BREAKING NEWS

Browsing Category

ଓଡିଶା

Odisha

ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ ଗେଟ,ଫୁଲୁଛି ବ୍ରାହ୍ମଣୀ;ବେଦବ୍ୟାସର ତ୍ରିବେଣୀ ସଙ୍ଗମରେ କଡ଼ା ସୁରକ୍ଷା…

ରାଉରକେଲା:ବ୍ରାହ୍ମଣୀରେ ବନ୍ୟା ଆଶଙ୍କା । ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ମନ୍ଦିରା ଡ୍ୟାମ୍‌ର ୬ଟି ଗେଟ୍‌ । ସୁନ୍ଦରଗଡ଼ ଜିଲ୍ଲା କାଂଶବାହଲ ସ୍ଥିତ ଶଙ୍ଖ ନଦୀ ଉପରେ ନିର୍ମିତ ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ମଧ୍ୟରୁ ୬ଟି ଗେଟ୍ ଖୋଲା ଯାଇଛି। ଗେଟ୍ ଖୋଲିବା ପରେ ବ୍ରାହ୍ମଣୀ ନଦୀର…

GEN Zଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପରାମର୍ଶ

ଭୁବନେଶ୍ୱର: ଅଗଷ୍ଟ କ୍ରାନ୍ତି ଦିବସର ଐତିହାସିକ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରବିବାର ଭୁବନେଶ୍ୱରରେ ଐତିହାସିକ 'ଘରେ ଘରେ ତ୍ରିରଙ୍ଗା' ଅଭିଯାନ ଆରମ୍ଭ କରିଛନ୍ତି। ସେ ଓଡ଼ିଶାର ସାଢ଼େ ୪ କୋଟି ନାଗରିକଙ୍କୁ ଅଗଷ୍ଟ ୯ ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଘର, ଗ୍ରାମ,…

ହୀରାକୁଦରେ ଖୋଲିଲା ଆଉ ୪ ଗେଟ୍

ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ଏକ ଲଘୁଚାପ ପ୍ରଣାଳୀ ଯୋଗୁଁ ପ୍ରବଳ ବର୍ଷା ଜାରି ରହିଛି। ଫଳରେ ବୈତରଣୀ, ସାଳନ୍ଦୀ, କାଣୀ ସମେତ ପ୍ରମୁଖ ନଦୀ ଏବଂ ମହାନଦୀର କିଛି ଶାଖା ନଦୀ ଫୁଲି ଉଠିଛି। ଯାହା ଫଳରେ ବିଭିନ୍ନ ଜିଲ୍ଲାର ଗ୍ରାମ, ଚାଷଜମି ଏବଂ ରାସ୍ତା ଜଳମଗ୍ନ ହୋଇଛି। ଏହାରି ମଧ୍ୟରେ ହୀରାକୁଦ…

ବଜ୍ରାଘାତରେ ଚାଷୀ ମୃତ, ୩ ଗୁରୁତର

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ରବିବାର ହଠାତ୍ ବଜ୍ରପାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ପାଲଲହଡା ଥାନା ଅନ୍ତର୍ଗତ ନାଥପୋସି ଗ୍ରାମରେ ସକାଳ ପ୍ରାୟ ୧୦ ଟାରୁ ୧୦.୩୦ ସମୟରେ ପ୍ରାୟ ୧୨ ଜଣ ପୁରୁଷ ଓ ମହିଳା ବିଲରେ କାମ କରୁଥିବା…

ଯାଜପୁରରେ ଆତଙ୍କ ଖେଳାଇଲା AI ବାଘ, ବନ୍ଧାହେଲେ ଯୁବକ

ଭୁବନେଶ୍ୱର: ଆଖୁ କିଆରୀରେ ବୁଲୁଥିବା ବାଘକୁ ଧରିବାକୁ ଯାଇ ନୟାନ୍ତ ବନ ବିଭାଗ ଓ ପୋଲିସ କର୍ମୀ। ତେବେ ଏହି ଘଟଣାରେ ଏକ ନୂଆ ମୋଡ଼ ଆସିଛି। କାରଣ ସୋସିଆଲ ମିଡିଆରେ ବୁଲୁଥିବା ଉକ୍ତ ବାଘ ସତ ନୁହେଁ ବରଂ ଏକ AI ଫଟୋ। ଯେଉଁ ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି। ଯୁବକ ଜଣକ…

ଦେବଗଡ଼ରୁ ହାତୀର କଙ୍କାଳ ଉଦ୍ଧାର

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲାର ରିଆମାଳ ବନାଞ୍ଚଳ ଅନ୍ତର୍ଗତ ଖିଲେଇ ଗ୍ରାମ ନିକଟବର୍ତ୍ତୀ ଗୋଗୁଆ ସଂରକ୍ଷିତ ଜଙ୍ଗଲରୁ ବନ ଅଧିକାରୀମାନେ ଏକ ହାତୀର କଙ୍କାଳ ଉଦ୍ଧାର କରିଛନ୍ତି। ରିଆମାଳ ରେଞ୍ଜର ନୂଆଡିହି ସେକ୍ସନ ଅଧୀନରେ ଏହି ହାତୀର ଅବଶେଷ ଦେଖିବାକୁ ମିଳିଥିଲା। ବନ ଅଧିକାରୀଙ୍କ…

୧୩ତମ କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍ ଛାୟା ଜାତିସଂଘ ଉଦ୍‍ଘାଟିତ

ଭୁବନେଶ୍ୱର: କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ୍‍ ଛାୟା ଜାତିସଂଘର ୧୩ତମ ସଂସ୍କରଣ ଶନିବାର ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ରାଷ୍ଟ୍ରଦୂତ ତଥା ନୂଆଦିଲ୍ଲୀ ମନୋହର ପାରିକର ପ୍ରତିରକ୍ଷା ଅଧ୍ୟୟନ ଏବଂ ଆନାଲିସିସ୍ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ…

Rain Alert: ଓଡ଼ିଶା ଉପରେ ପୁଣି ବର୍ଷା ବିପଦ! ବଙ୍ଗୋପସାଗରରେ ଲଘୁଚାପ, ୫ ଦିନ ଭିଜିବ ରାଜ୍ୟ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଘାରିଲା ବର୍ଷା ବିପଦ। ଡବଲ ଲଘୁଚାପ ପ୍ରଭାବରେ ରାଜ୍ୟରେ ପୁଣି ବଢ଼ିଲା ବର୍ଷା ଓ ବନ୍ୟା ଚିନ୍ତା। ବଙ୍ଗୋପସାଗରରେ ଶନିବାର ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆସନ୍ତା ୫ ଦିନ ଧରି ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିବ। ଭାରତୀୟ ପାଣିପାଗ ବିଭାଗ (IMD)…

‘Krida O Kridabit’: ପୁସ୍ତକର ପ୍ରତି ପୃଷ୍ଠାରେ ବଞ୍ଚିରହିବ ଅଶୋକ ମହାନ୍ତିଙ୍କ କ୍ରୀଡ଼ା ପ୍ରେମ,…

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ା ଜଗତର ଏକ ସ୍ମରଣୀୟ ଅଧ୍ୟାୟକୁ ପୁସ୍ତକ ମାଧ୍ୟମରେ ସାଇତି ରଖିବାର ବଡ ପ୍ରୟାସ। ପରଲୋକଗତ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତିଙ୍କ ଲିଖିତ ‘କ୍ରୀଡ଼ା ଓ କ୍ରୀଡ଼ାବିତ୍’ ପୁସ୍ତକ ଶନିବାର ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଭବ୍ୟ ଉତ୍ସବରେ ଲୋକାର୍ପିତ ହୋଇଛି।…

Dharmendra Pradhan Resignation: କାହିଁକି ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ? ପ୍ରଥମ ଥର ପାଇଁ ସବୁ ଖୋଲିକି…

ସମ୍ବଲପୁର: ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରଥମଥର ପାଇଁ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। NEET ପେପର ଲିକ୍‌କୁ ନେଇ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରେ Gen-Zଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ ହୋଇଥିବା ସେ…