Latest Odisha News

BREAKING NEWS

Browsing Category

ପୁରୀ

Puri

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ପ୍ରସଙ୍ଗ: ୭ ଦିନରେ ରିପୋର୍ଟ ମାଗିଲେ ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିରରେ ଲୁହା କଡେଇରେ ରୋଷେଇ କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ତୁରନ୍ତ ଲୁହା କଡ଼େଇ ଜବତ କରିବା ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ…

ବାଲୁକା କଳାରେ ପ୍ରଭୁ ଗଜାନନ, ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି ହେଉଛି ଗଣେଶ ଚତୁର୍ଥୀ। ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ। ଧୁମଧାମ୍‌ରେ ଚାଲିଛି ଗଣେଶ ପୂଜା। ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦୀପନା। ମଣ୍ଡପରେ ପୂଜା ପାଉଛନ୍ତି ପ୍ରଭୁ ଗଜାନନ। ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ…

ଆସନ୍ତାକାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: କାଲି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ । ବୈଠକରେ ଉପସ୍ଥାପନା ହେବ ଚଳିତ ଆର୍ଥିକ ବର୍ଷର ବଜେଟ୍‌ । ତେବେ ପରିଚାଳନା କମିଟି ବୈଠକ ପୂର୍ବରୁ ଆଜି ବସିଛି ଅର୍ଥ ସବ୍‌କମିଟି ବୈଠକ । ଆଜି ବସିଥିବା ଅର୍ଥ ସବ୍‌କମିଟି…

ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ

ପୁରୀ: ବଦଳିଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ l ଓଏଏସ ଅଧିକାରୀ ଦେବବ୍ରତ ସାହୁଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରଶାସକ (ଉନ୍ନୟନ) ଭାବେ ନିଯୁକ୍ତି ମିଳିଛି । ସେହିପରି ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଂଜନ ସେଠୀଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଉପ ପ୍ରଶାସକ (ରାଜସ୍ବ) ଭାବେ ଦାୟିତ୍ବ…

ଖୋଜାହେବ ରତ୍ନଭଣ୍ଡାର ସୁଡଙ୍ଗ

ପୁରୀ: ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ଉଠିବା ଦିନଠୁ ଗୋଟିଏ ପ୍ରସଙ୍ଗ ଯାହା ବେଶ୍ ଚର୍ଚ୍ଚାରେ ଥିଲା ତାହା ହେଲା ରତ୍ନଭଣ୍ଡାର ଭିତରେ ଥିବା ଗୁପ୍ତ ସୁଡଙ୍ଗ । ଯାହାକୁ ନେଇ ଅନେକ ଲୋକ ଅନେକ ମତ ପ୍ରକାଶ କରିଛନ୍ତି । ସାରା ଓଡିଶା ଲୋକଙ୍କ ମଧ୍ୟରେ ବି ଏହାର ଉତ୍କଣ୍ଠା ଏବେ ବି ଭରି ରହିଛି ।…

ବଢୁଛି ବାର୍ଡ ଫ୍ଲୁ ସଂକ୍ରମଣ ଭୟ, ଆତଙ୍କିତ ନହେବାକୁ କହିଲା ବିଭାଗ

ପିପିଲି: ପୁରୀ ଜିଲ୍ଲା ପିପିଲିରେ ବାର୍ଡ ଫ୍ଲୁ ସଂକ୍ରମଣ ଚିହ୍ନଟ ହେବା ପରେ ଏହାକୁ ନେଇ ଏବେ ଲୋକଙ୍କ ମନରା ଛନକା । ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡା ମରା ଅଭିଯାନ । ଏଯାବତ ପିପିଲି ଅଞ୍ଚଳରେ ପ୍ରାୟ ୨୦ ହଜାର କୁକଡା ମାରିବା ନେଇ ମିଶନ ଆରମ୍ଭ ହୋଇଛି । ଆବଲ ପୁର ଗାଁରୁ ୫…

ମାଗଣାରେ ମିଳିବ ମହାପ୍ରସାଦ

ପୁରୀ: ଆଗକୁ ମାଗଣାରେ ମିଳିବ ମହାପ୍ରସାଦ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ମହାପ୍ରସାଦ ବଣ୍ଟନ କରାଯିବ ବୋଲି ଯୋଜନା କରୁଛନ୍ତି ସରକାର ।  ପୁରୀରେ ରଥ ସେବା ସମ୍ମାନ- ୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କିଛି ଏମିତି କହିଛନ୍ତି ଆଇନ ମନ୍ତ୍ରୀ…

କୋଲକାତା ଲଜ୍ଜା: ଇ-ଟ୍ବେଣ୍ଟିଫୋର ଡାକ୍ତରଖାନାରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ପୁରୀ: ଆର. ଜି. କର ମେଡିକାଲ କଲେଜରେ ଳଜ୍ଜାକୁ ନେଇ ଏବେ ତେଜିଛି ପୂରା ଦେଶ । ପୂରା ଦେଶର ଡାକ୍ତରମାନେ ଏକ ଜାତୀୟ ସ୍ତରରେ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ କରି ଟ୍ରେନି ଡାକ୍ତରଙ୍କୁ ନ୍ୟାୟ ଦେବା ସହ ଡାକ୍ତରମାନଙ୍କୁ କାମ ବେଳେ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଛନ୍ତି…

ମହାପ୍ରଭୁ ପଡିଯିବା ଘଟଣା: ‘ନିର୍ଦ୍ଦିଷ୍ଟ ସେବାୟତଙ୍କୁ ଦିଆଯାଉଛି ସୁରକ୍ଷା’

ପୁରୀ: ଗୋଟେ ପଟେ ପହଣ୍ଡି ବେଳେ ମହାପ୍ରଭୁ ବଳଭଦ୍ର ପଡ଼ିଯିବା ଘଟଣାରେ ତଦନ୍ତ କମିଟି ରିପୋର୍ଟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ହସ୍ତାନ୍ତର କରିସାରିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ତଥା ପ୍ରତିହାରୀ ନିଯୋଗ ମାଧବ ମହାପାତ୍ର ।…

ଆଡପ ଅଘଟଣ: ଆସିଲା ତଦନ୍ତ ରିପୋର୍ଟ, ପରିଚାଳନା କମିଟି ନେବ ଚୂଡାନ୍ତି ନିଷ୍ପତ୍ତି

ପୁରୀ: ଜୁଲାଇ ୯ ତାରିଖ ସଂଧ୍ୟାରେ ଆଡ଼ପ ପହଣ୍ଡି ବେଳେ ଚାରମାଳ ଉପରୁ ମହାପ୍ରଭୁ ମୁହଁମାଡି ପଡିଯିବା ପ୍ରସଙ୍ଗରେ ତିନିଜଣିଆ କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ କରିସାରିଛନ୍ତି  । ଏନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।  ମହାପ୍ରଭୁ…