Latest Odisha News

BREAKING NEWS

Browsing Category

ପୁରୀ

Puri

ମହାପ୍ରଭୁ ପଡିଯିବା ଘଟଣା: ଆରମ୍ଭ ହେଲା ତଦନ୍ତ

ପୁରୀ: ରଥଯାତ୍ରା ସମୟରେ ଆଡପ ପହଣ୍ଡି ବେଳେ ବଡ ଠାକୁର ପଡିଯିବା ଘଟଣାରେ ଆରମ୍ଭ ହେଲା ତଦନ୍ତ । ଏକ ୩ ଜଣିଆ କମିଟି ଏହା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏନେଇ ବଳଭଦ୍ରଙ୍କ ମୁଖ୍ୟ ବାଡ଼ଗ୍ରାହୀଙ୍କୁ ଡାକି କମିଟି ପଚରାଉଚରା କରିଥିବା ବେଳେ ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ,…

ପୁରୀରେ ପ୍ରବଳ ବର୍ଷା, ଘଡଘଡି: ଜଣେ ମହିଳା ମୃତ

ପୁରୀ: ଆଜି ପ୍ରବଳ ବର୍ଷାରେ ବେହାଲ ପୁରୀ । ସକାଳୁ ସକାଳୁ ଲାଗିରହିଛି ବର୍ଷା ଓ ଘଡଘଡି । ଏହାସହିତ ବଜ୍ରପାତରେ ଜଣେ ମହିଳାଙ୍କର ମୃତ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ୭ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ…

ମହାପ୍ରଭୁଙ୍କ ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିର ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବେଳେ ୩୫ ମିନିଟ୍ ବିଳମ୍ବରେ ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ…

ଘର ଲୋକଙ୍କ ଠାରୁ ଠିକଣା ନେଇ ଭିଆଇଲେ କାଣ୍ଡ, ନେଇଗଲେ ଯୁବକଙ୍କ ଜୀବନ

ପୁରୀ: ଘର ଲୋକଙ୍କ ଠାରୁ ଯୁବକଙ୍କ ଠିକଣା ପଚାରିଲେ, ଠିକଣା ପାଇ ନେଇଗଲେ ଜୀବନ । ଏମିତି କିଛି ବୀଭତ୍ସ ହତ୍ୟାକାଣ୍ଡର ଅଭିଯୋଗ ଆସିଛି ପୁରୀରୁ । ଆଉ ମୃତକ ଜଣଙ୍କ ହେଉଛନ୍ତି ପୁରୀ ହାଡଗୋଡିଆ ସାହି ରାଧାଗୋବିନ୍ଦ ଲେନର ଦିନେଶ କୁମାର ଖୁଣ୍ଟିଆ । ତେବେ ମିଳିଥିବା ସୂଚନା ଅନୁଯାୟୀ,…

ଆଉ ଥରେ ଯାଞ୍ଚ ହେବ ଭିତର ରତ୍ନଭଣ୍ଡାର, ଖୋଜା ହେବ ଗୁପ୍ତ ସମ୍ପତ୍ତି

ପୁରୀ: 'ଆଉ ଥରେ ଯାଞ୍ଚ ହେବ ରତ୍ନଭଣ୍ଡାର, ଗୁପ୍ତଭଣ୍ଡାର ଅଛି କି ନାହିଁ ଖୋଜା ଯିବ । ପୁଣିଥରେ ଯାଞ୍ଚ ପାଇଁ ସରକାର ଏସଓପି ଆଣିବେ । ଏସଓପି ଅନୁଯାୟୀ ରତ୍ନଭଣ୍ଡାରରେ ଗୁପ୍ତ ସମ୍ପତ୍ତି ଅଛି କି ନାହିଁ ତାହା ଯାଞ୍ଚ କରାଯିବ' । ଆଜି ପୁରୀରେ ରତ୍ନଭଣ୍ଡାର ଯାଞ୍ଚ ବୈଠକ ପରେ କିଛି ଏମିତି…

କାଲି ବସିବ ରତ୍ନଭଣ୍ଡାର ଗୁରୁତ୍ୱପୂର୍ଣ୍ଣ ବୈଠକ, ଯାଞ୍ଚ ଓ ମରାମତି ନେଇ ହେବ ଆଲୋଚନା

ପୁରୀ: ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆସନ୍ତାକାଲି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ଯୋଗଦେବେ ଏଏସ୍ଆଇ ଅଧିକାରୀ।…

ପୁରୀ ବେଳାଭୂମି ଉପରେ ପ୍ଲଟିଂ: ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି

ପୁରୀ: ବେଳାଭୂମିକୁ ବି ବିକ୍ରି କରିବାକୁ ପଛେଇଲେନି ମାଫିଆ। ଖଣ୍ଡଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଯୋଜନା କରୁଛନ୍ତି ମାଫିଆ। ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ କରିବା ପାଇଁ ଶହଶହ ହଳଦିଆ ଖୁଣ୍ଟି ପୋତାଯାଇଛି।ଏପରିକି ଜୁଆର ମାଡ ହେଉଥିବା ସ୍ଥାନରେ ବି…

ମହାପ୍ରଭୁଙ୍କ ବନକଲାଗି ନୀତି: ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି। ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ବନକଲାଗି ନୀତି ସମୟରେ ଠାକୁରଙ୍କ ଦର୍ଶନ ଉପରେ କଟକଣା ରହିବ। ୩ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ। ଶ୍ରାବଣ ମାସ କୃଷ୍ଣ ପକ୍ଷ ତୃତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି…

ଅସରାଏ ବର୍ଷାରେ ଅଫିସରେ ବନ୍ୟା ପରିସ୍ଥିତି

ପିପିଲି: ସରକାରୀ ଅଫିସରେ ଆଣ୍ଠୁଏ ପାଣି । ଟିକିଏ ବର୍ଷା ହେଲେ ଭଳମଗ୍ନ ହୋଇଯାଉଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଣାସ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳାୟ ବା ବିଇଓ ଅଫିସ । ବର୍ଷା ଜଳରେ ବୁଡି ରହିଛି ଅଫିସ ପରିସର । ଏହାକୁ ନେଇ କର୍ମଚାରୀ ଓ ଶିକ୍ଷକ ଅଫିସ୍…

ପୁରୀ ରଥଯାତ୍ରାରେ ୧୪ ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ

ପୁରୀ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପୁରୀର ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ରଥ ଯାତ୍ରା ସମୟରେ ଏହାର ମିଶନ ଜିରୋ ହଙ୍ଗର କାର୍ଯ୍ୟକ୍ରମ ଅଧୀନରେ ଗତ ୧୨ଦିନ ଭିତରେ ୧୪.୨୬ ଲକ୍ଷ ଭକ୍ତଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି । ଏହାର ଚେୟାରପର୍ସନ୍ ଶାଲୁ…