Latest Odisha News
Browsing Category

ସମ୍ବଲପୁର

Sambalpur

‘ଓଡିଶାକୁ ଶାସନ କରିପାରିବେନି ତାମିଲ, ଓଡିଆ ପୁଅ ହିଁ କରିବେ’

ସମ୍ବଲପୁର: ‘ଓଡିଶାର ସଂସ୍କୃତି, ସ୍ବାଭିମାନ ଓ ଓଡିଆ ଅସ୍ମିତାର ତଣ୍ଟି ଚିପୁଛନ୍ତି ନବୀନ । ଓଡିଶାରେ ତାମିଲ ବ୍ୟକ୍ତି ଶାସନ କରିପାରିବେ ନାହିଁ । ଓଡିଶାରେ ଶାସନ ଏଠିକାର ଭୂମିପୁତ୍ର ହିଁ କରିବ।’ ଆଜି ସମ୍ବଲପୁରବାସୀଙ୍କୁ ଉଦ୍ବୋଧନ ଦଉ ଦଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ…

ଓଡ଼ିଶାରେ ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ନାହାଁନ୍ତି: ଅମିତ ଶାହା

ସମ୍ବଲପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରର ରେମେଡ ପଡିଆରେ ଆୟୋଜିତ ଜନସଭାକୁ ସେ ସମ୍ବୋଧିତ କରିଛନ୍ତି  । ଓଡ଼ିଶାରେ ସବୁ ଅଛି, କିନ୍ତୁ କେବଳ ଗୋଟିଏ ଜିନିଷର ହିଁ  ଅଭାବ ଅଛି । ତାହା ହେଉଛି ପରିଶ୍ରମ କଲା ଭଳି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ନାହାନ୍ତି ।…

ବିଜେପିକୁ ଆଶୀର୍ବାଦ କଲେ କୁଚିଣ୍ଡା ଆହୁରି ୨୦ ବର୍ଷ ପଛକୁ ପଳେଇବ: ପାଣ୍ଡିଆନ

ସମ୍ବଲପୁର: କୁଚିଣ୍ଡାରେ କେନ୍ଦ୍ରମନ୍ତ୍ରୀଙ୍କୁ ଶାଣିତ ଆକ୍ରମଣ କଲେ ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି କହିଛନ୍ତି ପାଣ୍ଡିଆନ । ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି…

‘୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି, ତଥାପି ଓଡିଶା ପଛରେ’

ରେଢାଖୋଲ: ‘ଏଠି ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡିଶା ଯେଉଁଠି ପହଞ୍ଚିବା କଥା ସେଠି ପହଞ୍ଚିପାରିଲା ନାହିଁ । ଏପରିକି ରତ୍ନ ଭଣ୍ଡାର ଚାବି ବି ହଜାଇ ଦେଲେ । ବିଜେପି କେବଳ କ୍ଷମତାରେ ରହିବାକୁ ରାଜନୀତି କରେନି । ବିକଶିତ ଦେଶ ଗଠନ ଆମର ମୁଖ୍ୟ ଉଦ୍ଦେଶ୍ୟ ।’-:…

ଦୁଇ ବସ୍ ମୁହାଁମହିଁ ଧକ୍କା, ଏକାଧିକ ଆହତ

ସୋନପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମହିଁ ଧକ୍କା । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି…

ଆରମ୍ଭ ହେଲା ଶୀତଳ ଷଷ୍ଠୀ  ଯାତ୍ରା, ଆଜି ଚୟନ ହେବେ ମାତା ପାର୍ବତୀଙ୍କ ପିତାମାତା

ସମ୍ବଲପୁର: ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଆଜି ଆଦ୍ୟ ପର୍ବ। ଶିବ ବିବାହ ପାଇଁ ଆଜି ଥାଳ ଉଠା ସହ କନ୍ୟା ମାତା ପିତା ଚୟନ କରାଯିବ। ଆଜି ଅପରାହ୍ନରେ ବିଭିନ୍ନ ଶିବାଳୟରେ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା ପରେ ମନ୍ଦିରରୁ ଥାଳ ଉଠିବ ଏବଂ ଶୀତଳଷଷ୍ଠୀ ଯାତ୍ରା ପାଇଁ ଦାନ ଓ ଅନୁଦାନ…

ନାମାଙ୍କନପତ୍ର ଦାଖଲ କଲେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ରିଟର୍ଣ୍ଣିଂ ଅଧିକାରୀଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି ପ୍ରଣବ । ନାମାଙ୍କନ ପୂର୍ବରୁ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ…

ମହାମହିମଙ୍କ ଓଡିଶା ଗସ୍ତର ଶେଷ ଦିନ: ସନ୍ଥକବି ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ଦେଲେ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡି଼ଶା ଗସ୍ତର ଶେଷ ଦିନ। ଆଜି ମହାମହିମ ସମ୍ବଲପୁର ଜିଲ୍ଲା ରେଢାଖୋଲ ଗସ୍ତ କରିଛନ୍ତି । ଆଜି ସକାଳ ୧୦ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ହେଲିକପ୍ଟର ଯୋଗେ ଯାଇ ରେଢାଖୋଲ ବ୍ଲକର କଦଳିଗଡ଼ ହାଇସ୍କୁଲ…

ଏପ୍ରିଲରେ କାର୍ଯ୍ୟକାରୀ ହେବ ଭିମସାରର ସୁପର ସ୍ପେଶିଆଲିଟି କୋଠା; ୨୦୧୭ରୁ ଆରମ୍ଭ ହୋଇଥିଲା କାର୍ଯ୍ୟ

ବୁର୍ଲା:ଭିମସାରରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ସୁପର ସ୍ପେଶିଆଲିଟି କୋଠା। ଏପ୍ରିଲ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ମତପ୍ରକାଶ ପାଇଛି। ବୁର୍ଲା ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ସଂସ୍ଥାନ ବା ଭିମସାରରେ ନିର୍ମାଣାଧୀନ ସୁପର ସ୍ପେଶିଆଲିଟି କୋଠା ୨୦୧୭ ମସିହାରୁ…

ସକାଳୁ ସକାଳୁ ସମଲେଇ ପୀଠରେ 5T ଅଧ୍ୟକ୍ଷ, ଭୀମସାର ଷ୍ଟାଡିୟମରେ ପିଲାଙ୍କ ସହ ଖେଳିଲେ କ୍ରିକେଟ୍

ସମ୍ବଲପୁର: ସକାଳୁ ସକାଳୁ ସମ୍ବଲପୁର ଗସ୍ତରେ 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା’ ସମଲେଇଙ୍କୁ ଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ଏହାସହ ମହାନଦୀ ହାଫ୍ ମାରାଥନର କଲେ ଶୁଭାରମ୍ଭ…