Latest Odisha News

BREAKING NEWS

Browsing Category

ସୋନପୁର

Sonepur

ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲା ସ୍କୁଲ ଯିବେ : ଗଣଶିକ୍ଷା ମନ୍ତ୍ରୀ

ସୋନପୁର : ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିବ ବିଦ୍ୟାଳୟ। ନଭେମ୍ବର ୧୫ରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ସୁବର୍ଣ୍ଣପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର…

ଯୋଗାଭ୍ୟାସ ଓ ଯୋଗ ଶିବିର ଆୟୋଜିତ

ସୋନପୁର: ଆଜାଦୀକା ଅମୃତ ମହୋତ୍ସବ ଅବସରରେ ସୋନପୁରରେ ଯୋଗାଭ୍ୟାସ ଓ ଯୋଗ ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଫରେଷ୍ଟ ପାର୍କ ପରିସରରେ ଏହି ଶିବିର ହୋଇଥିଲା। ଶିବିରରେ ବରିଷ୍ଠ ନାଗରିକମାନେ ଅଂଶଗ୍ରହଣ କରି ଯୋଗର ବିଭିନ୍ନ ଆସନ, ପ୍ରାଣାୟାମ ଓ…

ବିଜେପିର ୧୨ଘଣ୍ଟିଆ ସୁବର୍ଣ୍ଣପୁର ବନ୍ଦ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବହିଷ୍କାର ଦାବି

ସୋନପୁର: କଳାହାଣ୍ଡି ଜିଲ୍ଲାର ମାହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା। ଏନେଇ ସାରା ରାଜ୍ୟରେ ବଢ଼ୁଛି ଜନଅସନ୍ତୋଷ। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିବାବେଳେ ଏଥିରେ କିଛି ଶାସକ ଦଳର ନେତା ସମ୍ପୃକ୍ତ ଥିବା ଅଭିଯୋଗ କରିଛି…

ସ୍ୱଚ୍ଛତା ଅଭିଯାନ ନେଇ ଯୁବକଙ୍କ ନିଆରା ପ୍ରୟାସ

ସୁବର୍ଣ୍ଣପୁର : ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଯୁବକଙ୍କ ନିଆରା ଅଭିଯାନ । ସ୍ୱଚ୍ଛ ଓ ସୁସ୍ଥ ଭାରତ ଗଠନର ବାର୍ତ୍ତା ନେଇ ସମଗ୍ର ଦେଶ ପରିକ୍ରମାର ଇଚ୍ଛା ରଖିଥିବା ୩ ଜଣ ଯୁବକ ସୁବର୍ଣ୍ଣପୁର ଜିଲ୍ଲାରେ ପହଁଚିଛନ୍ତି । ଏମାନେ ହେଲେ ଉତ୍ତର ପ୍ରଦେଶ ନିବାସୀ ଅନିତେଶ ଶର୍ମା, ଝାରଖଣ୍ଡ ର ଅମିତ…

ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି

ସୋନପୁର : ସୋନପୁରରେ ଜୋର ଧରିଲା କ୍ୟାପଟେନଙ୍କ ଇସ୍ତଫା ଦାବି  । କଳାହାଣ୍ଡି ଜିଲ୍ଲ ମହାଲିଙ୍ଗି ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ସୋନପୁରରେ ବିକ୍ଷୋଭ । ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ସବୁ ପ୍ରକାର ପ୍ରୋତ୍ସାହନ ଦେଇ ଆସୁଥିବା ଜୁନାଗଡ଼ ବିଧାୟକ ତଥା ଗୃହ…

ମହମ୍ମଦ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର :  ମହମ୍ମଦ ଜୟନ୍ତୀ ପାଳିତ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଠାରେ ଥିବା ଅବଦୁଲ ସକୁରସାହା ବାବାଙ୍କ ମସଜିଦ ପରିସରରେ ଆଜି ମହମ୍ମଦ ଜୟନ୍ତି ପାଳିତ ହୋଇଯାଇଛି  । ଏହି ଅବସରରେ ମସଜିଦରୁ ଏକ ଶୋଭାଯାତ୍ରା ବାହାରି କୋଭିଡ କଟକଣାକୁ ମାନି ତରଭା ସହର ପରିକ୍ରମା କରିବା ସହିତ ମସଜିଦକୁ…

ପାଣି ମୋଟର ଚୋରକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି। ଗତ କିଛି ଦିନ ହେଲା ସୋନପୁର ସହର ସମେତ ଆଖପାଖ ଗାଁରୁ ଲୋକଙ୍କ ଘରୁ ପାଣି ମୋଟର ଚୋରୀ ହୋଇଥିବା ଅଭିଯୋଗ ସୋନପୁର ଥାନାରେ ହୋଇଥିଲା।ଏପରିକି ସହରର ଅତିରିକ୍ତ ତହସିଲଦାର ଘରେ ଅନୁପସ୍ଥିତ ଥିବାବେଳେ ତାଙ୍କ…

ମହାଆଳତୀ ମାଧ୍ୟମରେ ସଚେତନତା ସୃଷ୍ଟି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତେନ୍ତୁଳିଘାଟରେ ଲଙ୍କେଶ୍ୱରୀ କମିଟି ପକ୍ଷରୁ ମହାଆଳତୀ କରାଯାଇଛି। ପବିତ୍ର ମହାଳୟାରୁ ଏହି ମହାଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୂର୍ଣ୍ଣମୀ ଦିନ ଏହା ଶେଷ ହେବ। ମହାନଦୀକୁ ସ୍ୱଚ୍ଛ ରଖିବା ସହିତ କରୋନା ମହାମାରୀକୁ ଦୂର କରିବାକୁ ଏକ ଅଭିନବ…

ବେଆଇନଭାବେ ସ୍ଥାନ ସଂରକ୍ଷଣ ନେଇ ସୁବର୍ଣ୍ଣପୁର ଜିଲ୍ଲା ବିଜେପିର ଅଭିଯୋଗ

ସୁବର୍ଣ୍ଣପୁର: ପଞ୍ଚାୟତ ନିର୍ବାଚନ ନେଇ ବଢ଼ୁଛି ଉଷ୍ମତା। ବେଆଇନଭାବେ ସ୍ଥାନ ସଂରକ୍ଷଣ କରାଯାଇଥିବା ନେଇ ଉଠୁଛି ବିବାଦ। ସୁବର୍ଣ୍ଣପୁର ଜିଲ୍ଲା ବିଜେପି ପକ୍ଷରୁ ଆସିଛି ଏହିଭଳି ଅଭିଯୋଗ। ବିଜେଡ଼ି ଦଳକୁ ସୁହାଇଲା ଭଳି ପଞ୍ଚାୟତ ନିର୍ବାଚନ ପାଇଁ ଅନୂସୂଚିତ ଜାତି, ଅନୂସୂଚିତ ଜନଜାତି, ପଛୁଆ…

ନବରାତ୍ରୀରେ ନବଦୁର୍ଗାଙ୍କ ନାଁରେ କୁଆଁରୀ ପୂଜନ

ସୁବର୍ଣ୍ଣପୁର: ନବରାତ୍ରୀ ଅବସରରେ କୁଆଁରୀ ପୂଜାର ବିଧି। ମା’ଦୁର୍ଗାଙ୍କ ପୂଜା ସମୟରେ କୁଆଁରୀ ମାନଙ୍କର ପୂଜା କରାଯିବାର ରହିଛି ପରମ୍ପରା। ଏହି ଦିନ କୁଆଁରୀ ଝିଅମ।ନଙ୍କୁ ଏକାଠି ବସାଯାଇ ପୂଜା କରାଯାଇଥାଏ । ତା ସହିତ ବିଭିନ୍ନ ଅନ୍ନ ପ୍ରସାଦ ଓ ନୂତନ ବସ୍ତ୍ର ଦିଆଯାଇଥାଏ । ଅନ୍ୟ ସ୍ଥାନ ଭଳି…