Latest Odisha News

BREAKING NEWS

Browsing Category

ସୋନପୁର

Sonepur

ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ

ସୋନପୁର: ସୋନପୁରରେ ଐତିହାସିକ ବଳିଯାତ୍ରା ପାଳିତ ହୋଇଯାଇଛି। ଚଳିତବର୍ଷ ବିନା ଭକ୍ତ ଓ ବରୁଆରେ ବଳିଯାତ୍ରା ହୋଇଛି। ହେଲେ ଚଳିତବର୍ଷ ନୀତିକାନ୍ତିରେ ସୀମିତ ରହିଛି ବଳିଯାତ୍ରା। ରାଜା ରାଜୁଡ଼ା ଅମଳରୁ ପାଳିତ ହୋଇଆସୁଛି ବଳିଯାତ୍ରା। ଅଷ୍ଟଚଣ୍ଡୀଙ୍କ ଏହି ପୀଠରେ ଅଶ୍ୱିନୀ ଅମାବାସ୍ୟାରୁ…

ପୋଲିସ୍ ହାତରେ ଏଟିଏମ୍ ଲୁଟେରା

ସୁବର୍ଣ୍ଣପୁର: ସାହାଯ୍ୟ କରିବା ବାହାନାରେ ଏଟିଏମରୁ ଚୋରୀ କରୁଥିବା ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ୍। ଗିରଫ ଅଭିଯୁକ୍ତ ଜିଲ୍ଲାର ବୀରମହାରାଜପୁର ବ୍ଲକ ସଦେଇପୁର ଗାଁର ୪୪ବର୍ଷିୟ ସୂର୍ଯ୍ୟନାରାୟଣ ବିଶ୍ୱାଳ। ଗତ କିଛି ଦିନତଳେ ସୁବର୍ଣ୍ଣପୁର ଜିଲ୍ଲା ସଦର…

ବୈଷ୍ଣବୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ୱରୀ

ସମ୍ୱଲପୁର: ନବରାତ୍ରୀ ନେଇ ବିିଭନ୍ନ ଦେବୀ ପୀଠ ସବୁ ଚଳଚଞ୍ଚଳ ହୋଇଉଠିଛି । ଅନ୍ୟ ସ୍ଥାନ ଭଲି ମାଆ ସମଲେଶ୍ବରୀଙ୍କ ପୀଠରେ ଚାଲିଛି ଷୋହଳ ପୂଜା । ଅନ୍ୟଶକ୍ତି ପୀଠ ପରି ଏଠାରେ ମାଆଙ୍କ ନବ ଦିନରେ ନବଦୁର୍ଗା ବେଶ ନଥାଏ । ଷୋହଳ ଦିନରେ ଷୋହଳ ଜ୍ୟୋତିରୂପା ରୂପେ ଦର୍ଶନ ଦିଅନ୍ତି ମାଆ । ଆଜି…

ସୋନପୁର ଜିଲ୍ଲା ଦୌରା ଜଜ୍ କୋର୍ଟର ନବ ନିର୍ମିତ କୋଠା ଉଦଘାଟିତ

ସୋନପୁର : ସୋନପୁର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଦୌରା ଜଜ୍ କୋର୍ଟର ନବ ନିର୍ମିତ ଚାରିମହଲା ନୂତନ କୋଠା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର …

ସୁବର୍ଣ୍ଣପୁରରେ ଗୋ ଶ୍ରଦ୍ଧା ଅଭିଯାନ ଆରମ୍ଭ

ସୋନପୁର: ସୁବର୍ଣ୍ଣପୁର ପୌରାଞ୍ଚଳରେ ବୁଲା ଗାଈ ଗୋରୁଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଅନେକ ସମୟରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ଏନେଇ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନକୁ ନେଇ ଆରମ୍ଭ ହୋଇଛି ଗୋ ଶ୍ରଦ୍ଧା ଅଭିଯାନ।…

ବିଦେଶ ମାଟିରେ ଓଡ଼ିଆ ପୁଅ ଏହେସାସ୍ ହୋତାଙ୍କ କମାଲ

ସୋନପୁର: ବିଦେଶ ମାଟିରେ କମାଲ ଦେଖାଇଲେ ଓଡ଼ିଆ ପୁଅ। ଜି-୧ ଓପନ ଇଣ୍ଟରନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପ୍ ବ୍ରୋଞ୍ଜ ପଦକ ହାତେଇ ସୁବର୍ଣ୍ଣପୁର ମାଟି ପାଇଁ ଗୌରବ ଆଣିଛନ୍ତି ଏହେସାସ୍ ହୋତା। ୟୁରୋପ ଆଲବାନିଆଁର ତିରୋନାରେ ଗତ ୧ରୁ ୫ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ଜି-୧ ଓପନ…

ଉତ୍ତରପ୍ରଦେଶ ଚାଷୀ ମୃତ୍ୟୁ ଘଟଣା: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ଧାରଣା

ସୋନପୁର: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖୀରିଠାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ନ୍ୟାୟ ଦାବି କରିଛି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ। ଏନେଇ ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି…

ୟୁପି ଚାଷୀ ମୃତ୍ୟୁ ଘଟଣା : ସୋନପୁର ଶ୍ରମିକ କୃଷକ ଏକତା ମଞ୍ଚର ବିକ୍ଷୋଭ

ସୋନପୁର : ଉତ୍ତର ପ୍ରଦେଶ ଚାଷୀ ମୃତ୍ୟୁ ଘଟଣାକୁ ନେଇ ସୋନପୁର ଜିଲ୍ଲାରେ ପ୍ରତିବାଦ । ଉତ୍ତର ପ୍ରଦେଶ ଲଖିପୁର ଠାରେ ହୋଇଥିବା ଚାଷୀ ମୃତ୍ୟୁ ଘଟଣାକୁ ନିନ୍ଦା କରି ସୁବର୍ଣ୍ଣପୁର ଜିଲ୍ଲା ଶ୍ରମିକ କୃଷକ ଏକତା  ମଞ୍ଚ ପକ୍ଷରୁ ବିରମହାରାଜପୁର ମୁଖ୍ୟ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।…

ରେଡକ୍ରସ କର୍ମୀଙ୍କ ମହାନତା

ସୋନପୁର :ରେଡକ୍ରସ କର୍ମୀଙ୍କ ମହାନତା । ସୋନପୁର ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଖମ୍ବେଶ୍ୱରୀ ପାଲି ଠାରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡ଼ ନିବାସୀ ସନ୍ତୋଷ କୁମାର ଆହତ ହୋଇ ଗୁରୁତର ହୋଇପଡ଼ିଥିଲେ । ଏହି ସମୟରେ ରେଡକ୍ରସ କାର୍ଯ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା ଅଧ୍ୟାପକ ରବିଚନ୍ଦ୍ର…

ଆଜି ପଶ୍ଚିମ ଓଡ଼ିଶାରେ ପୁଅ ଜିଉଁନ୍ତିଆ ଓଷା , ପୂଜା ବଜାରରେ ଭିଡ

ସୋନପୁର : ଆଜି ପୁଅ ଜିଉଁନ୍ତିଆ। ଏଥିପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ପୁଅର ମଙ୍ଗଳ କାମନା ପାଇଁ ମା' ମାନେ ଉପାସ କରି ଅତି ନିଷ୍ଠାର ସହ ପାଳନ କରନ୍ତି ଏହି ପର୍ବକୁ । ସୋନପୁର ସହରରେ ମଧ୍ୟ ପୂଜା ସାମଗ୍ରୀ କିଣିବା ପାଇଁ ପାଇଁ ପୂଜା ବଜାରରେ ଭିଡ ଲାଗିଛି । ପୂଜାରେ…