Latest Odisha News

BREAKING NEWS

Browsing Category

ସୋନପୁର

Sonepur

ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ସୋନପୁରରେ ଶୋକସଭା

ସୋନପୁର : ଆଉ ନାହାନ୍ତି ଯୁବ ସାମ୍ବାଦିକ ତଥା ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସ । ତାଙ୍କର ଅମର ଆତ୍ମାର ସଦ୍ ଗତି ପାଇଁ ସୋନପୁର ସହରର ପ୍ରଭାସ ଲଜ ସଭାଗୃହରେ ସୋନପୁର ସାମ୍ବାଦିକ ମାନଙ୍କ ଦ୍ଵାରା ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି l ଉପସ୍ଥିତ ସାମ୍ବାଦିକ ଓ ବ୍ୟକ୍ତି ବିଶେଷ ଯୋଗଦେଇ…

ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ୨ ଗିରଫ

ସୋନପୁର : ଯୁବତୀଙ୍କୁ ଅସଦାଚରଣ କରିବା ପଡ଼ିଲା ମହଙ୍ଗା । ସୋନପୁର ସହର ଗୋକରନେଶ୍ୱର ପଡ଼ାରୁ ଜଣେ ଯୁବତୀଙ୍କୁ ନିଶାସକ୍ତ କରି ଦୁଷ୍କର୍ମ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି । ଅଭିଯୁକ୍ତ ଦୁଇଜଣ ସହରର ସ୍ୱେଚ୍ଛାସେବୀ ବୋଲାଉଥିବା ଗଣେଶ ସାହୁ ଓ ବିଦ୍ୟୁତ…

ସେକ୍ସ ରାକେଟ୍ ଠାବ କଲା ପୋଲିସ

ସୁବର୍ଣ୍ଣପୁର  : ସେକ୍ସ ରାକେଟ୍ ଠାବ କଲା ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ ।ଦୁଇ ଜଣ ଦେହଜୀବୀ ଓ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ପୋଲିସ । ଅଟକ ଯୁବକ ଦୁଇଜଣ ସୁବଲୟା ଅଞ୍ଚଳର ସୁରେଶ ମେହେର (୨୮ ) ଓ ଧର୍ମଶାଳା…

ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରୁ ଚୋରି

ସୁବର୍ଣ୍ଣପୁର: ଜଗନ୍ନାଥ ମନ୍ଦିରରୁ ଚୋରି l ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ପାହାଡ଼ ଉପରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି l ପୁରା ହୁଣ୍ଡିକୁ ଉଠାଇ ନେଲେ ଦୁର୍ବୁତ୍ତ l ଠାକୁରଙ୍କ ପାଟ ଶାଢ଼ୀ ଓ ରୁପା ଗଡୁ ଚୋରି l ପାତାଳୀ ଶ୍ରୀକ୍ଷେତ୍ର ତ୍ରିକୁଟ ପାହାଡ଼ରେ ତିନି…

କଇଁଛ ଧରିବାକୁ ଯାଇ ବାପ,ପୁଅ,ଜ୍ୱାଇଁଙ୍କ ଜୀବନ ଗଲା

ସୋନପୁର: ଦିନକରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ ଚାଲିଗଲା । ସୋନପୁର ଜିଲ୍ଲା ବନିକା ବ୍ଲକ କୁଇବାହାର ପଞ୍ଚାୟତ ଆନନ୍ଦପୁର ଗାଁରେ ଏପରି ଅଘଟଣ ଘଟିଛି । ଏକ ପରିତ୍ୟକ୍ତ କୁଅରେ ପଡ଼ି ବାପ ପୁଅ ଓ ଜ୍ୱାଇଁଙ୍କର ମୃତ୍ୟୁ ହୋଇଛି । କୁଅରୁ କଇଁଛ ମାରିବା ପାଇଁ ଯିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଭିିଜିଲାନ୍ସ ଜାଲରେ ADMO

ସୋନପୁର: ଭିିଜିଲାନ୍ସ ଜାଲରେ ଡାକ୍ତର । ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ  ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ କର୍ମଚାରୀ ବିଦ୍ୟୁତ ପ୍ରକାଶ ଖମାରୀଙ୍କ ଠାରୁ…

ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଛି। ପୁରୀ, ଖୋର୍ଧା, ଜଗତ୍‌ସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତ‌ବ୍ୟସ୍ତ ହୋଇପଡ଼ିଛି । ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ‌ହେବାର ସମ୍ଭାବନା…

ପାହୁର ପରମ୍ପରାରେ ନୂଆଁଖାଇ

ସୋନପୁର: କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି ସୁବର୍ଣ୍ଣପୁରର ନୂଆଁଖାଇ l ସୋନପୁର ଗଡଜାତରେ ଲୋକେ ଆନନ୍ଦ ଉଲ୍ଲାସରେ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଭକ୍ଷଣ କରିଛନ୍ତି l ନୂଆଁଖାଇରେ ଖାଲି ଯେ ଅନ୍ୟବ୍ୟଞ୍ଜନ , ପୀଠାପଣା ଆଦି ତିଆରି କରି ଖାଆନ୍ତି ତାହା ନୁହେଁ , ଇଷ୍ଟଦେବୀ ମାଆ…

ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ

ସୋନପୁର:  ରବି ରୁତୁରେ ଅମଳ କରିଥିବା ଧାନକୁ ବିକ୍ରି କରି ନ ପାରିବାରୁ ପ୍ରତିବାଦ l ହେଲେ ପ୍ରଶାସନ ପକ୍ଷରୁ ଚାଷିଙ୍କ ସମସ୍ୟା ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା l ତେଣୁ ଚାଷୀମାନେ ଏକ ଅଭିନବ ଉପାୟରେ କାର୍ଯ୍ୟାଳୟ ଭିତରେ ନିଜର ଅମଳ କରିଥିବା ଧାନ ବସ୍ତା ରଖି ନିଜର…

ପିସିଭି ଟୀକା ପ୍ରଚାର ରଥ ଶୁଭାରମ୍ଭ

ସୋନପୁର : ସୋନପୁର ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରଠାରେ ଏକ ପ୍ରଚାର ରଥର ଶୁଭାରମ୍ଭ ହୋଇଯାଇଛି । ପିସିଭି ଟୀକାର ନିୟମିତ ଟୀକାକରଣ ସୂଚୀରେ ସାମିଲ ହେବା ଅବସରରେ ବ୍ୟାପକ ଜନ ସଚେତନତା ସୃଷ୍ଟି ପାଇଁ ପ୍ରଚାର ରଥର ଶୁଭାରମ୍ଭ ହୋଇଛି । ଆଗାମୀ ୯ ଜୁଲାଇ ଯାଏଁ ନାଇକେନପାଲି ଗୋଷ୍ଠୀ…