Latest Odisha News

BREAKING NEWS

Browsing Category

ପଂଚାୟତ ନିର୍ବାଚନ 2022

ପଞ୍ଚାୟତ ଭୋଟ୍ କାଉଣ୍ଟିଂ: ଜିଲ୍ଲା ପରିଷଦ ଜୋନ୍ ଗଣତିରେ ବର୍ତ୍ତମାନ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ଖୋଲିଲା ପଞ୍ଚାୟତ ନିର୍ବାଚନର ଭୋଟ୍ ପେଡି । ଆଜିଠୁ ଭୋଟ୍ ଗଣତି ଆରମ୍ଭ ହୋଇଛି । କଡ଼ା ସୁରକ୍ଷା ଭିତରେ ବ୍ଲକ୍ ହେଡ୍ କ୍ୱାର୍ଟର୍ସରେ ଗଣନା ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ ବିଜେଡି ୧୬୩…

କଡା ସୁରକ୍ଷା ମଧ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣନା ଆରମ୍ଭ ହୋଇଛି । ଜିଲ୍ଲାର ୬ଟି ବ୍ଲକ ର ୨୧୫୮ ଜଣ ପ୍ରାର୍ଥୀଙ୍କ ଭବିଷ୍ୟତ ଆଜିଠାରୁ ସ୍ଥିର ହେବ । ଆଜି ପ୍ରଥମ ଦିନରେ ଜିଲ୍ଲାର ୬ଟି ଜିଲ୍ଲାପରିଷଦ ଓ ୪୮ଟି ପଂଚାୟତର ସରପଂଚଙ୍କ ସହିତ ସମିତି ସଭ୍ୟ ଓ…

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ଆଜି ୩୧୫ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ବ୍ଲକ ହେଡକ୍ୱାର୍ଟର୍ସରେ ଗଣତି ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ଷ୍ଟ୍ରଙ୍ଗ ରୁମର ସିଲ୍ ଖୋଲାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି । ଭୋଟ୍ ଗଣନା…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଆଜି ହୋଇଛି ପଞ୍ଚାୟତ ନିର୍ବାଚନ । ଶେଷ ପର୍ଯ୍ୟାୟରେ ପ୍ରାୟ ୭୦ ପ୍ରତିଶତ ମତଦାନ ହୋଇଛି । ନିର୍ବାଚନର ଶେଷ ପର୍ଯ୍ୟାୟରେ କୌଣସି ବିଶୃଙ୍ଖଳା ହୋଇନାହିଁ । ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ମତଦାନ ବେଳେ କୌଣସି ବିଶୃଙ୍ଖଳା ହୋଇନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ…

ପଞ୍ଚମ ପର୍ଯ୍ୟାୟ ମତଦାନ ଶେଷ : ଦିନ ୧୨.୩୦ ସୁଦ୍ଧା ୫୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ପଞ୍ଚମ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧୨ ଟା ସୁଦ୍ଧା ୫୫ ପ୍ରତିଶତ ମତଦାନ  ହୋଇଛି ।ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି ।ସ୍ୱାଭିମାନ ଅଞ୍ଚଳରେ ବା ଚିତ୍ରକୋଣ୍ଡାରେ ୫୨…

ସୁନ୍ଦରଗଡରେ ବିଜେପି ପ୍ରାର୍ଥୀ ଟଙ୍କା ବାଣ୍ଟୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର :ପଞ୍ଚାୟତ ନିର୍ବାଚନ ସମୟରେ ବିଜେପି ଆଚରଣ ବିଧିି ଉଲ୍ଳଙ୍ଘନ କରୁଥିବା ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି । ବିଜେଡି ଅଭିଯୋଗ ଆଣିଛି ପଞ୍ଚାୟତ ନିର୍ବାଚନ ଜିତିବା ପାଇଁ ବିଜେପି ସୁନ୍ଦରଗଡରେ ଟଙ୍କା ବାଣ୍ଟୁଛି । ଭୋଟ ପାଇଁ ଭୋଟରଙ୍କୁ ଟଙ୍କା…

ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟ୍, ଆରମ୍ଭରୁ ହିଂସା

ଆଜି ରାଜ୍ୟରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ୍ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ବିଭିନ୍ନ ବୁଥ୍‌ରେ ସକାଳୁ ସକାଳୁ ଲମ୍ବା ଧାଡ଼ିରେ ଲୋକେ ଅପେକ୍ଷା କରି ରହିଛନ୍ତି । ଦିନ ଗୋଟାଏ ପର୍ଯ୍ୟନ୍ତ ଚାଲିବ ମତଦାନ । ଏହାପରେ ଭୋଟବାକ୍ସକୁ କଡ଼ା ସୁରକ୍ଷା ମଧ୍ୟରେ ଷ୍ଟ୍ରଙ୍ଗରୁମକୁ ନିଆଯିବ । ଶେଷ…

ପଞ୍ଚାୟତ ନିର୍ବାଚନ: ୪୯ ବୁଥ୍‌ରେ ଆଜି ପୁନଃ ମତଦାନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ଆଜି ହେଉଛି ପୁନଃ ମତଦାନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମୟରେ ବିଭିନ୍ନ କାରଣରୁ ବିଭ୍ରାଟ ଘଟି ମତଦାନ ରଦ୍ଦ ହୋଇଥିବା ୪୯ ବୁଥ୍‌ରେ ଆଜି ମତଦାନ ଚାଲିଛି । ଏଥିରେ ପ୍ରଥମ ପର୍ଯ୍ୟାୟରେ ବନ୍ଦ ହୋଇଥିବା ୨୫ଟି ବୁଥ୍ ରହିଛି। ସବୁଠାରୁ ଅଧିକ ଯାଜପୁର…

୭୦ ପ୍ରତିଶତ ମତଦାନ, ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହିତ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ଖବର ସୁଦ୍ଧା ୭୦ ପ୍ରତିଶତ ମତଦାନ ସରିଛି । ୨୭ ଟି ଜିଲ୍ଲାର ୬୪ଟି ବ୍ଲକରେ ୧୬୩ଟି ଜିଲ୍ଲା ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ୧୭ ହଜାର ୯୮ଟି ବୁଥରେ ମତଦାନ କରାଯାଇଛି । ଚତୁର୍ଥ…

ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କଲେ ପାପଡାହାଣ୍ଡି ବ୍ଲକର ଦୁଇ ୱାର୍ଡବାସୀ

ପାପଡାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାପଡାହାଣ୍ଡି ବ୍ଲକର ଦୁଇ ଗୋଟି ୱାର୍ଡ ବାସୀ ଭୋଟ ବର୍ଜନ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲା ପରିଷଦ ଜୋନ ୩ ର ଘାଟଗୁଡା ପଞ୍ଚାୟତର କାଙ୍ଗମାଝୀ ଗୁଡାର ୧ ନମ୍ବର ୱାର୍ଡ ବାସୀର ୨୦୨ ଭୋଟର ଭୋଟ ବର୍ଜନ କରିଛନ୍ତି। ଚଳିତ ନିର୍ବାଚନରେ…