Latest Odisha News

BREAKING NEWS

Browsing Category

ପାଣିପାଗ

ଥରୁଛି ଓଡ଼ିଶା: ସୋନପୁରରେ ରେକର୍ଡ଼ ହେଲା ବର୍ଷର ସର୍ବନିମ୍ନ ତାପମାତ୍ରା (୪.୮)

ଭୁବନେଶ୍ୱର: ରାଜ୍ୟର ଅନେକ ସ୍ଥାନ ଶୀତର ଚାଦର ତଳେ ରହିଛି । ଅନେକ ସ୍ଥାନରେ ପାରଦ ଖସୁଥିବା ବେଳେ ସୋନପୁର ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୪.୮° ସେଲସିୟସ ରେକର୍ଡ଼ କରାଯାଇଛି । ଏହାଛଡା ୧୦ ଡିଗ୍ରୀ ତଳେ ରାଜ୍ୟର ୧୧ ଟି ସହର ରହିଛି । ଦାରିଙ୍ଗବାଡି (୭.୨), ଟିଟିଲାଗଡ଼ (୬.୫ ),…

ଜାନୁଆରୀ ୧୭ ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ରାତ୍ରୀର ତାପମାତ୍ରା ପ୍ରାୟ ୧୦ ଡିଗ୍ରୀ ସେଲସିୟସକୁ ଖସିଥିବା ନେଇ ଶନିବାର ଦିନ ରେକର୍ଡ କରାଯାଇଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଆଗାମୀ ଏକ ସପ୍ତାହ ଯାଏଁ ଜଳବାୟୁରେ କୌଣସି ପରିବର୍ତ୍ତନ…

ଜାଡରେ ଥରୁଛି ସାରା ଓଡିଶା, ଆହୁରି କମିବ ପାରଦ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଶୀତ ଲହରୀ ବୃଦ୍ଧି ପାଉଥିବାବେଳେ ଆଗାମୀ ୭୨ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ପୁଣି କମିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର…

ପୁଣି ଫେରିଲା ଶୀତ, ଦାରିଙ୍ଗିବାଡିରେ ୭ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ଶୀତ ଲହରୀରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ବେଳେ ସୋମବାର ଦିନ ଓଡିଶାର ଅଧିକାଂଶ ଭାଗରେ ପାରଦ ହ୍ରାସ ପାଇବା ସହ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ ରାଜ୍ୟର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ…

ଆସନ୍ତାକାଲିଠୁଁ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଲଗାତାର ୩ ଦିନଧରି ବର୍ଷା ହେବାପରେ ଆସନ୍ତାକାଲି ଠାରୁ ପୁଣିଥରେ ଶୀତ ଫେରିବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଯାହାଫଳରେ ଆଭ୍ୟନ୍ତରିଣ ଓଡିଶାରେ ରାତ୍ରିର ତାପମାତ୍ରା ୪-୬ ଡିଗ୍ରି ସେଲସିୟସ୍ ଓ ଉପକୂଳ ଜିଲ୍ଲାରେ ୨-୩ ଡିଗ୍ରି ହ୍ରାସ…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଫେରିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପୁଣି ଶୀତ ଲହରୀ ଫେରିବ ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସତର୍କ କରାଯାଇଛି । “ଆଜି ପୁରୀର ଉପକୂଳବର୍ତ୍ତୀ ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନ ସମେତ ନବରଙ୍ଗପୁର, ମାଲକାନଗିରି, ରାୟଗଡା, ବଲାଙ୍ଗିର, କେନ୍ଦୁଝର, ସୋନପୁର,…

ଝିପିଝିପି ବର୍ଷା ସହ ବଢିବ ଥଣ୍ଡା; ୧୧ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଭଦ୍ରକ ଓ ବାଲେଶ୍ୱରରେ ବର୍ଷା ସାଙ୍ଗକୁ ଦିନ ତମାମ କୋହଲା ପାଗ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ରାଜଧାନୀ ସମେତ ଓଡ଼ିଶାର ଅନେକ ସ୍ଥାନର ପାଗ କୋହଲା ରହିଛି । ଭୁବନେଶରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୮ଟି ଜିଲ୍ଲାରେ…

ଘଡଘଡି ସହ ବର୍ଷା ଆଶଙ୍କା: ୮ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଶୁକ୍ରବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟ ବୁଲେଟିନ୍ ଅନୁଯାୟୀ ବରଗଡ, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ,…

ରାଜ୍ୟର ଏହି ୩ଟି ଜିଲ୍ଲାରେ ୨ ଦିନ ଧରି ହେବ ପ୍ରବଳ ବର୍ଷା !

ଭୁବନେଶ୍ୱର: ଗତ କିଛିଦିନ ହେଲା ଘନ କୁହୁଡ଼ି ଓ ଥଣ୍ଡା କାକର ଯୋଗୁଁ ସାରା ଓଡ଼ିଶା ଶୀତରେ ଥରହର ହୋଇଥିବା ବେଳେ ଆସନ୍ତା ୨ ଦିନ ଲାଗି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ୧୧ ଜିଲ୍ଲାକୁ ୟେଲ୍ଲୋ ୱାଂର୍ଣ୍ଟି ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)ର ସତର୍କ ସୂଚନା ଅନୁଯାୟୀ, ଓଡ଼ିଶାର…

ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା; ୧୦ ଡିଗ୍ରି ତଳେ ଭୁବନେଶ୍ୱରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଦିନ ଭୁବନେଶ୍ୱରରେ ପାରଦ ୧୦ଡିଗ୍ରି ତଳକୁ ଖସିଥିବା ବେଳେ ଅନୁଗୁଳରେ ୫ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଆକଳନ ଅନୁଯାୟୀ ରାଜ୍ୟର ଫୁଲବାଣୀରେ ଆଜି ସର୍ବନିମ୍ନ…