Latest Odisha News

BREAKING NEWS

Browsing Category

ପାଣିପାଗ

ଶୀତ ପ୍ରକୋପରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶୁକ୍ରବାର ସକାଳେ ରାଜ୍ୟର ଅନେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଓଡିଶାରେ ତାପମାତ୍ରା ୧ରୁ ୨ ଡିଗ୍ରି ହ୍ରାସ…

ରାଜ୍ୟରେ ଶୀତ ଲହରୀ ବୃଦ୍ଧି; ଦାରିଙ୍ଗବାଡିରେ ପାରଦ ୯.୫ ଡିଗ୍ରୀ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୁରୁବାର ଦିନ ପୁଣିଥରେ ଶୀତର ପ୍ରକୋପରେ ଥରିଛନ୍ତି ଓଡିଶାବାସୀ । ଯାହାଫଳରେ ଭୁବନେଶ୍ୱରରେ ତାପମାତ୍ରା ୧୪.୮ ଡିଗ୍ରୀ ରହିଥିଲାବେଳେ କଟକରେ ତାପମାତ୍ରା ୧୨.୪ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା…

ଡିସେମ୍ବର ୧୨ ଯାଏଁ ଓଡିଶାରେ ଜାରି ରହିବ ଶୀତ ଲହରୀ: ପାଣିପାଗ ବିଭାଗ

ଭୁବନେଶ୍ୱର: ଓଡିଶାରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୧୨ ତାରିଖ ଯାଏଁ ଶୀତ ଲହରୀ ଜାରି ରହିବ ବୋଲି ଶନିବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ରବିବାର ଦିନ ସାମାନ୍ୟ…

ସପ୍ତାହକ ମଧ୍ୟରେ ଓଡ଼ିଶାରେ ଶୀତ ଲହରୀ: ଆଇଏମଡ଼ି

ଭୁବନେଶ୍ୱର: କିଛିଦିନ ହେଲା ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାଇ ପାଇ ଚାଲିଥିବା ବେଳେ ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୂଚନା ପ୍ରଦାନ କରିଛି । ହିମାଳୟ ପାର୍ବତ୍ୟାଞ୍ଚଳରେ ଏବେ ଗତକିଛି ଦିନ ଧରି ତୁଷାରପାତ…

ଦିଲ୍ଲୀରେ ଭୂକମ୍ପ; ଉତ୍ତର ଭାରତର ଅନେକ ସ୍ଥାନରେ ଝଟକା !

ନୂଆଦିଲ୍ଲୀ: ଦିଲ୍ଲୀରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଛି । ସନ୍ଧ୍ୟା ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଅନୁଭୂତ ହୋଇଥିବା ବେଳେ ରିଚର୍ ସ୍କେଲରେ ୫.୧ ରହିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପକାଶିତ ହୋଇଛି । ପାଣିପାଗ…

ଦୁର୍ବଳ ହେଉଛି ବୁଲବୁଲ୍, ଓଡିଶାର ବିଭିନ୍ନ ସ୍ଥାନରେ ପାଗ ଶୁଖିଲା

ଭୁବନେଶ୍ୱର: ଅତି ଭୟଙ୍କର ରୂପ ନେଇଥିବା ବାତ୍ୟା ବୁଲବୁଲ୍ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି । ଏହା ବର୍ତ୍ତମାନ ସମୟରେ ବାଂଲାଦେଶର ଉତ୍ତର-ପୂର୍ବ ଖେପପୁରା ଠାରୁ ୧୬୦ କିମି. ଦୂରରେ ବାଂଲାଦେଶର ଉପକୂଳ ଅଞ୍ଚଳରେ ରହିଛି । ଯାହା ଆଗାମୀ ୬ ଘଣ୍ଟା ମଧ୍ୟରେ ଏହା ଗଭୀର ଅବପାତରେ ପରିଣତ ହୋଇ…

କ୍ୟାମେରା ଲେନସରେ ବାତ୍ୟା ‘ବୁଲବୁଲ୍’ର ବିପର୍ଯ୍ୟସ୍ତ ଚିତ୍ର…

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛି । ଏହି ବାତ୍ୟା ରାଜ୍ୟର ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଏବଂ ଯାଜପୁର ଜିଲ୍ଲାରେ ଅଧିକ ପ୍ରଭାବିତ ହୋଇଛି । ତେବେ ଭଦ୍ରକ, କେନ୍ଦ୍ରାପଡ଼ା,…

ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା ବାତ୍ୟା ବୁଲବୁଲ୍; ବାଂଲାଦେଶରେ ୧୮ ଲକ୍ଷ ଲୋକ ସ୍ଥାନାନ୍ତରୀତ !

ଭୁବନେଶ୍ୱର: ବାତ୍ୟା ବୁଲବୁଲର ପ୍ରକୋପ ଓଡ଼ିଶାରେ କ୍ରମଶଃ ହ୍ରାସ ପାଇ ଏହା ଏବେ ବାଂଲାଦେଶ ମୁହାଁ ହୋଇ ବେଙ୍ଗଲ-ବାଂଲାଦେଶ ସ୍ଥଳଭାଗ ଛୁଇଁଲା । ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶରେ ପ୍ରାୟ ୧୮ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଛି । ଓଡ଼ିଶାରୁ ବାତ୍ୟା…

ମନରୁ ଲିଭିନି ‘ଫନୀ’ର ଭୟଙ୍କର ଦୃଶ୍ୟ; ପଲିିଥିନ୍ ତଳୁ ପୁଣି ଏକ ବାତ୍ୟାର ଆତଙ୍କରେ ଆତଙ୍କିତ ପୁରୀ…

ପୁରୀ: ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାର ୧୪ଟି ଜିଲ୍ଲାରେ ଯେଉଁ ତାଣ୍ଡବଲୀଳା ରଚିଯାଇଛି ତାହାର ଚିହ୍ନ ଏବେ ମଧ୍ୟ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ଫନୀ ବାତ୍ୟା ଭୟଙ୍କର ତାଣ୍ଡବ ରଚିଥିଲା ଯେହି ଜିଲ୍ଲାଗୁଡ଼ିକ ହେଲା ଯଥାକ୍ରମେ…

ବାତ୍ୟା ବୁଲବୁଲ୍: ସନ୍ଧ୍ୟା ପରଠାରୁ ପବନର ବେଗ ବଢିପାରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲୁବୁଲ୍ ଶୁକ୍ରବାର ଭୋର୍ ୫ଟା ସମୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାପରେ ଏହା କ୍ରମେ ଓଡ଼ିଶାର ନିକଟବର୍ତ୍ତୀ ହେଉଛି । ଏବେ ଏହା ପାରାଦୀପ ଉପକୂଳଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ଭାରତୀୟ…