Latest Odisha News
Browsing Category

ପାଣିପାଗ

ମନରୁ ଲିଭିନି ‘ଫନୀ’ର ଭୟଙ୍କର ଦୃଶ୍ୟ; ପଲିିଥିନ୍ ତଳୁ ପୁଣି ଏକ ବାତ୍ୟାର ଆତଙ୍କରେ ଆତଙ୍କିତ ପୁରୀ…

ପୁରୀ: ଚଳିତ ବର୍ଷ ମେ’ ୩ ତାରିଖରେ ପ୍ରଳୟଙ୍କରୀ ଫନୀ ବାତ୍ୟା ଓଡ଼ିଶାର ୧୪ଟି ଜିଲ୍ଲାରେ ଯେଉଁ ତାଣ୍ଡବଲୀଳା ରଚିଯାଇଛି ତାହାର ଚିହ୍ନ ଏବେ ମଧ୍ୟ ଅନେକ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଓଡ଼ିଶାର ଯେଉଁ ୧୪ଟି ଜିଲ୍ଲାରେ ଫନୀ ବାତ୍ୟା ଭୟଙ୍କର ତାଣ୍ଡବ ରଚିଥିଲା ଯେହି ଜିଲ୍ଲାଗୁଡ଼ିକ ହେଲା ଯଥାକ୍ରମେ…

ବାତ୍ୟା ବୁଲବୁଲ୍: ସନ୍ଧ୍ୟା ପରଠାରୁ ପବନର ବେଗ ବଢିପାରେ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲୁବୁଲ୍ ଶୁକ୍ରବାର ଭୋର୍ ୫ଟା ସମୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବାପରେ ଏହା କ୍ରମେ ଓଡ଼ିଶାର ନିକଟବର୍ତ୍ତୀ ହେଉଛି । ଏବେ ଏହା ପାରାଦୀପ ଉପକୂଳଠାରୁ ପ୍ରାୟ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ରହିଛି । ଭାରତୀୟ…

ଅତି ଭୟଙ୍କର ରୂପ ନେଉଛି ‘ବୁଲବୁଲ୍’, ଜାଣନ୍ତୁ କେଉଁ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ୍’ ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମର ରୂପ ଧାରଣ କରୁଥିବା ବେଳେ ଏହାର ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି । ଆଇଏମଡି ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ୍…

ବାତ୍ୟା ବୁଲବୁଲର ପ୍ରଭାବ; ସାମାନ୍ୟ ପବନ ସହିତ ବର୍ଷା ଆରମ୍ଭ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବୁଲବୁଲର ପ୍ରଭାବ ଆଜି ଓଡ଼ିଶାରେ ଅନୁଭୂତ ହୋଇଛି । ଏହି ବାତ୍ୟା ଯେତିକି ପାଖେଇ ଆସୁଛି ସେତିକି ମାତ୍ରାରେ ଏହାର ପ୍ରଭାବ ଅନୁଭବ କରିହେଉଛି । ଏହାର ପ୍ରଭାବରେ ଜଗତସିଂହପୁର ଜିଲ୍ଲାର କେତେକ ଉପପୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସହିତ…

ବାତ୍ୟା ବୁଲବୁଲ୍: ୯ ତାରିଖରେ ୯ଟି ଜିଲ୍ଲାର ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ବୁଲବୁଲ ପ୍ରଭାବରେ ଓଡ଼ିଶାରେ ସମ୍ଭାବ୍ୟ ବର୍ଷା ତଥା ପବନକୁ ଲକ୍ଷ୍ୟ ରଖି ଓଡ଼ିଶା ସରକାର ଶୁକ୍ରବାର ଦିନ ରାଜ୍ୟର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବାତ୍ୟା ବୁଲବୁଲର…

ଆସନ୍ତା ଦୁଇଦିନ ଏହି ୩ଟି ଜିଲ୍ଲାର ସମସ୍ତ ସ୍କୁଲ ରହିବ ବନ୍ଦ…

ଭୁବନେଶ୍ୱର: ଆସନ୍ତା ଦୁଇଦିନ ଓଡ଼ିଶାର ୩ଟି ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସାମୁଦ୍ରିକ ଝଡ଼ ବୁଲବଲର ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯେଉଁ ୩ଟି ଜିଲ୍ଲାର ସ୍କୁଲ ଗୁଡ଼ିକୁ ୮ ଓ ୯ ତାରିଖ ଦିନ ବନ୍ଦ…

ସାମୁଦ୍ରିକ ଝଡ଼ ବୁଲବୁଲ୍ ଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ପକ୍ଷରୁ ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଦିଆଯାଇଥିବା ବୁଲେଟିନ୍ ଅନୁଯାୟୀ, ସାମୁଦ୍ରିକ ଝଡ଼ ବୁଲବୁଲ୍ ଓଡ଼ିଶାରେ ଆଂଶିକ ପ୍ରଭାବ ପକାଇବ । ଏହାଯୋଗୁଁ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି । ଆଇଏମଡ଼ିର ଏହି…

ଉଚ୍ଚସ୍ତରୀୟ ବୈଠକରେ ‘ବୁଲବୁଲ’ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ନୂଆଦିଲ୍ଲୀ: ସାମୁଦ୍ରିକ ଝଡ଼ ‘ବୁଲବୁଲ’କୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ପରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ର ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ସରକାରଙ୍କ ସହିତ ଏହାର…

ବାଂଲାଦେଶ ମୁହାଁଉଛି ସାମୁଦ୍ରିକ ଝଡ଼ ‘ବୁଲବୁଲ୍’; ଜାଣନ୍ତୁ, ଓଡ଼ିଶାରେ କିପରି ରହିବ ପ୍ରଭାବ…

ଭୁବନେଶ୍ୱର: ଓଡ଼ିଶା ଉପକୂଳ ପାରାଦ୍ୱୀପ ବନ୍ଦରଠାରୁ ୭୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି ସାମୁଦ୍ରିକ ଝଡ଼ ବୁଲବୁଲ୍ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ତଥା ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଭୟଙ୍କର ବାତ୍ୟାର ରୂପ ନେବାର ଆଶଙ୍କା ରହିଛି ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ…

ବାତ୍ୟାର ରୂପ ନେଲା ଗଭୀର ଅବପାତ, ଓଡିଶାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିବର୍ତ୍ତନ ହେବାପରେ ଧିରେଧିରେ ବାତ୍ୟାର ରୂପ ନେଇଛି । ଯାହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।…