Latest Odisha News
Browsing Category

ରାଜନୀତି

ଇଭିଏମରେ ସିଲ୍ ହୋଇଛି ୩ ପ୍ରାର୍ଥୀଙ୍କ ଭାଗ୍ୟ, ଜୁନ୍ ୪ରେ ଖୋଲିବ ପେଡି

ରାୟଗଡା: ରାୟଗଡା ଜିଲ୍ଲାର ରାୟଗଡା, ଗୁଣୁପୁର ଏବଂ ବିଷମକଟକ ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦୀଙ୍କ ଭାଗ୍ୟ ଇଭିଏମ୍ ବକ୍ସରେ ସିଲ୍ ହୋଇରହିଛି । ଆସନ୍ତା ୪ ତାରିଖ ରେ ଖୋଲିବ ପେଡି, ଆଉ କିଏ ହେବ ଭାଗ୍ୟଶାଳୀ ବିଧାୟକ ତାହା ନିର୍ଣ୍ଣୟ କରିବେ ଭୋଟର । ତେବେ ଏହି ତିନୋଟି ବିଧାନସଭାରେ…

ଭୁବନେଶ୍ଵରରେ ନଡ୍ଡା, ଆସନ୍ତାକାଲି କରିବେ ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର କରୁଛନ୍ତି ପ୍ରମୁଖ ଦଳର ହେଭିୱେଟ । ଆଜି ଓଡିଶା ଗସ୍ତରେ ଆସି ପ୍ରଥମେ ଗଞ୍ଜାମରେ ଆୟୋଜିତ ଜନସଭାରେ ଯୋଗ ଦେବା ସହ କଟକରେ ବିଶାଳ ରୋଡ ସୋ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହାରି ଭିତରେ ଭୁବନେଶ୍ଵରରେ…

ବଦଳିଗଲେ କି ରାହୁଲ ଗାନ୍ଧୀ? ମୋଦୀଙ୍କୁ ସିଧା ଆଟାକ, ନବୀନଙ୍କ ନାଁ ନେଲେନି

ବଲାଙ୍ଗୀର: ସାଲେପୁର ସଭାରେ ବିଜେଡି ଓ ବିଜେପି ପ୍ରତିକାତ୍ମକ ବାହାଘର କଥା କହି ବେଶ ଚର୍ଚ୍ଚାକୁ ଆସିଥିଲେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ। ହେଲେ ଉପକୂଳରୁ ଯାଇ ପଶ୍ଚିମ ଓଡ଼ିଶାର ସଭାରେ ହଠାତ ବିଜେଡି ବିରୋଧରେ ନରିବତା ଅବଲମ୍ବନ କରିବାକୁ ନେଇ ଏବେ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି।…

ମାଗଣା ବିଜୁଳି ପ୍ରତିଶ୍ରୁତି କରେଣ୍ଟ ବିଜେପିକୁ ଜୋରଦାର ଲାଗିଛି: ବିଜେଡି

ଭୁବନେଶ୍ୱର: ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଛି । ଦ୍ବିତୀୟ ପର୍ଯ୍ୟାୟ ପାଇଁ ଯୋରଦାର ଆରମ୍ଭ ହୋଇ ପ୍ରଚାର ପ୍ରସାର । କେତବେଳେ ନିର୍ବାଚନୀ ମୈଦାନରେ ବିଭିନ୍ନ ଦଳର ନେତା ଓ ପ୍ରାର୍ଥୀମାନେ କାଦୁଅ ଫିଙ୍ଗାଫିଙ୍ଗି ହେଉଥିବାବେଳେ, ଏପଟେ ଦଳ ଗୁଡିକର ରାଜ୍ୟ କାର୍ଯ୍ୟାଳୟରେ ତୁହାକୁ…

‘ବିଜେପି ନେଲାବେଳେ ଚତୁର୍ଭୁଜ, ଦେଲାବେଳେ ଖାଲି ହାତ’

ଅନୁଗୁଳ: ରାଉରକେଲା ଓ ଦେବଗଡ ପରେ ଅନୁଗୁଳର ଛେଣ୍ଡିପଦାରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସମୟରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କୁଆଡ଼େ ଗଲା ଆଚ୍ଛେଦିନ ? ପାଣ୍ଡିଆନ…

‘ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ ହେଲେ ରାଉରକେଲାର ବିକାଶ ଦୁଇ ଗୁଣା ହେବ’

ରାଉରକେଲା: ରାଉରକେଲାକୁ ଓ ହକିକୁ ମୁଖ୍ୟମନ୍ତ୍ରୀ ବହୁତ ଭଲ ପାଆନ୍ତି । ରାଉରକେଲାରେ ରୂପାନ୍ତର ଆସିଛି । ବର୍ତ୍ତମାନର ରାଉରକେଲାକୁ ଦେଖିଲେ ବୁଝାପଡ଼େ । ହକି ବିଶ୍ୱକପ୍‍ ଆୟୋଜନ ବହୁ କଠିନ କାମ ଥିଲା । ମୁଖ୍ୟମନ୍ତ୍ରୀ ଦିନରାତି କଠିନ ପରିଶ୍ରମ କରି ଏହାକୁ ସଫଳ କରିଥିଲେ । ରାଉରକେଲ ଓ…

କାହାର ହେବ ରଘୁନାଥପାଲୀ ?

ଭୁବନେଶ୍ବର : ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ। ଗତ ତିନିଟି ନିର୍ବାଚନରେ ବିଜେଡିରୁ ସୁବ୍ରତ ତରାଇ ଏଠାରେ ଜିତି ଆସୁଛନ୍ତି । ଏଥର ସୁବ୍ରତଙ୍କ ବଦଳରେ ତାଙ୍କ ପତ୍ନୀ ଅର୍ଚ୍ଚନା ବେହେରାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଟିକେଟ୍ ଅର୍ଚ୍ଚନାଙ୍କୁ ମିଳିଥିଲେ ବି…

‘ଓଡିଶାରେ ସରକାର ଗଢିଲେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବୁ, ରତ୍ନ ଭଣ୍ଡାରର ସମସ୍ତ ତଥ୍ୟ ସାମ୍ନାକୁ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସ୍କାରେ ଆଜି ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ଶ୍ରୀମନ୍ଦିର ପ୍ରସଙ୍ଗ ଉଠାଇ ବିଜେଡି ସରକାର ଉପରେ ବର୍ଷିଲେ ଅମିତ ଶାହ । କହିଲେ, ନବୀନ ସରକାର ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳରେ ପରିବର୍ତ୍ତନ କରିବାକୁ ଲାଗିଛନ୍ତି । ପରିକ୍ରମା ପ୍ରକଳ୍ପ ନାଁରେ…

ବିଜେଡିର କମାଲ୍ ନା ବିଜେପିର କମଲ୍

ଭୁବନେଶ୍ବର : କାହାର ହେବ କନ୍ଧମାଳ? ମୋଦି ମ୍ୟାଜିକ୍ ନା ନବୀନ ବିକାଶ, କାହାକୁ ଭରସା କରିବେ ଜନତା? ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ପୁଣି ପ୍ରାର୍ଥୀ କରିଛି ତ ବିଜେପି ସୁକାନ୍ତ ପାଣିଗ୍ରାହୀଙ୍କୁ ସୁଯୋଗ ଦେଇଛି । ପ୍ରଥମରୁ ଏକପାଖିଆ ଲାଗୁଥିବା କନ୍ଧମାଳ ଲଢେଇ ଏବେ କାଣ୍ଟେ କି ଟକ୍କରରେ…

ଦେବଗଡରେ ପ୍ରଚାର ବେଳେ ଏହି ୩ ପ୍ରତିଶୃତି ଦେଲେ ମୁଖ୍ୟମନ୍ତ୍ରୀ

ଦେବଗଡ: ଦେବଗଡ଼ରେ ଦଳୀୟ କର୍ମୀଙ୍କ ପାଇଁ ଆଜି ଜୋରଦାର୍‌ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଏହି ଅବସରରେ ମା'…