Latest Odisha News
Browsing Category

ରାଜନୀତି

ଗୁଣୁପୁରରୁ ନବୀନ ସରକାର ଉପରେ ବର୍ଷିଲେ ସାଂସଦ ବିପ୍ଳବ କୁମାର ଦେଓ

ଗୁଣୁପୁର: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗୁଣୁପୁରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମୀ ସମ୍ମିଳନୀରେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ବିପ୍ଳବ କୁମାର ଦେଓ ଯୋଗଦେଇ ନବୀନ ସରାକର ଓ 5-ଟି ଅଧ୍ୟକ୍ଷ ତଥା…

ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ

କେନ୍ଦୁଝର :ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି କେନ୍ଦୁଝର ଲୋକ ସଭା ପ୍ରାର୍ଥୀ ବିନୋଦ ବିହାରୀ ନାୟକ । ଆଜି କେନ୍ଦୁଝର ଜିଲ୍ଲା ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ବିନୋଦ ବିହାରୀ ନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ସମର୍ଥକ ଓ ଦଳୀୟ ନେତା ମାନଙ୍କ ସହ  …

ନାମାଙ୍କନ ଦାଖଲ କଲେ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର

ପୁରୀ: ଆଜି ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ପାର୍ଥୀ ସୁଜିତ ମହାପାତ୍ର ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ପୁରୀ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଆଗାମୀ ଦିନରେ ପୁରୀ ବାସିନ୍ଦା ତାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ମତ ରଖିଛନ୍ତି ସୁଜିତ୍…

ନାମାଙ୍କନ ଭରିଲେ ଉପାସନା; କହିଲେ, ବ୍ରହ୍ମଗିରି ଲୋକଙ୍କ ସ୍ୱର ହେବି

ପୁରୀ: ପୁରୀ ୧୦୮ ବ୍ରହ୍ମଗିରି ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଲୁଲୁ ତନୟା ଉପାସନା ମହାପାତ୍ର । ରିଟର୍ଣ୍ଣିଂ ଅଫିସର ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କଲେ । ନିଜର ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ନିଜ ଗାଁ ଗଡରୋଡଙ୍ଗରେ ମାଆ କନକ…

ରାଣୀଙ୍କ ଆଖିରେ ଲୁହ !

ଭୁବନେଶ୍ବର: ନା ଏକୂଳର ହେଲେ ନା ସେକୂଳର । ମଝି ଦରିଆରେ ହଟହଟା ଦେବଗଡ ରାଣୀ । ବଡ ଆଶାରେ ବିଜେଡିରେ ଯୋଗ ଦେଇଥିଲେ ଅରୁନ୍ଧତୀ ଦେବୀା ଦଳରେ ମିଶୁ ମିଶୁ ଟିକେଟ୍ ବି ଦେଇଥିଲା ବିଜେଡି । ପ୍ରାର୍ଥୀ ହେବା ପରେ ମଇଦାନରେ ସକ୍ରିୟ ଥିଲେ । ଗ୍ରାଉଣ୍ଡରେ ପ୍ରଚାର ବି କରୁଥିଲେ । ହେଲେ ହଠାତ୍…

ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ

ନୂଆଦିଲ୍ଲୀ: ହାତ ଛାଡି ପଦ୍ମ ଧରିଲେ ପୂର୍ବତନ ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ଅରବିନ୍ଦର ସିଂ ଲଭଲୀ । ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଅରବିନ୍ଦ ।ସେ ଆମ୍ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ବିରୁଦ୍ଧରେ ଥିଲେ । ପରେ କଂଗ୍ରେସ ଅଧ୍ୟକ୍ଷ…

‘ରାହୁଲ ଗାନ୍ଧୀ ପାକିସ୍ତାନରୁ ନିର୍ବାଚନ ଲଢିବା ଉଚିତ୍’

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗତକାଲି ଉତ୍ତରପ୍ରଦେଶର ରାୟବରେଲି ଲୋକସଭା ଆସନରୁ ନାମାଙ୍କନ ଭରିଛନ୍ତି ରାହୁଲ ଗାନ୍ଧୀ । ଯାହାପରଠୁ ବିରୋଧୀଙ୍କ ଟାର୍ଗେଟର କେନ୍ଦବିନ୍ଦୁ ପାଲଟିଛନ୍ତି ରାହୁଲ । ବିରୋଧୀ କହିଛନ୍ତି ଯେ, ସେ ଭୟଭୀତ ହୋଇ ଆମେଠୀ ରୁ ଦୂରେଇଯାଇ ନିର୍ବାଚନରେ…

ଓଡିଶା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା

ଭୁବନେଶ୍ବର: ଓଡିଶା ପାଇଁ ୪୦ ଷ୍ଟାର ପ୍ରଚାରକ ତାଲିକା ଦେଲା କଂଗ୍ରେସ  । ୨୦୨୪ ନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ହେବିଓ୍ବେଟ୍ ପ୍ରଚାରକ ତାଲିକା ପ୍ରକାଶ କରିଛି । ଷ୍ଟାର ପ୍ରଚାରକ ତାଲିକାରେ ସୋନିଆ, ପ୍ରିୟଙ୍କା, ରାହୁଲ,ଖଡଗେ, ରେବନ୍ତ ରେଡ୍ଡୀ, ରୂପେଶ ବାଘେଲ, ସଚିନ ପାଇଲଟ୍ ପ୍ରମୁଖ …

ପ୍ରଚାର ବେଳେ ବୃଦ୍ଧାଙ୍କୁ ଚାପୁଡ଼ା ମାରିଲେ କଂଗ୍ରେସ ପ୍ରାର୍ଥୀ, ଭିଡିଓ ଭାଇରାଲ

ହାଇଦ୍ରାବାଦ: ଦେଶରେ ଲୋକୋସଭା ନିର୍ବାଚନ ପାଇଁ ସରଗରମ ହୋଇ ଉଠିଛି ନିର୍ବାଚନୀ ମାହୋଲ । ବିଭିନ୍ନ ରାଜନୈତିକ ଦଳ ତରଫରୁ ସବୁଠି ପ୍ରଚାର ପ୍ରସାର ଜୋର ଧରିଛି । ବିଜୟ ନେଇ ସବୁ ନେତା ତଥା ପ୍ରାର୍ଥୀଙ୍କ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ପ୍ରାର୍ଥୀମାନେ ଘର ଘର ବୁଲି ଭୋଟର୍‌ଙ୍କୁ ଭୋଟ୍‌…

ରେଭେନ୍ନା ବାପା-ପୁଅଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗ; କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ରାହୁଲଙ୍କ ଚିଠି

ପୁନେ: କର୍ଣ୍ଣାଟକ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଶତାଧିକ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ମାମଲା ଉପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧୀ। ଏହି ଚିଠିରେ ଏଭଳି ଜଘନ୍ୟ ଅପରାଧର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ସହ…