Latest Odisha News

BREAKING NEWS

Browsing Category

ରାଜନୀତି

ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା

ସୁନ୍ଦରଗଡ: ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ସପ୍ତମ ଦିନରେ ପ୍ରାର୍ଥୀ ମାନେ ନିଜର ନିଜର ସମର୍ଥକଙ୍କ ସହ ଭିନ୍ନ ଭିନ୍ନ ଢଙ୍ଗରେ ଆସି ନାମାଙ୍କନ ଦାଖଲ କରୁଛନ୍ତି । ଏହାରି ଭିତରେ ଆଜି ସୁନ୍ଦରଗଡ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଜୁଏଲ…

ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ

ଭୁବନେଶ୍ୱର:ସଶକ୍ତ ହେଉଛି ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାର ସଂକଳ୍ପ ନେଇ ପ୍ରତ୍ୟେକ ଦିନ ବିଭିନ୍ନ ଦଳରୁ ନେତା, ମନ୍ତ୍ରୀ, ସାଂସଦ ଓ କାର୍ଯ୍ୟକର୍ତ୍ତାମାନେ ଦଳରେ ସାମିଲ ହେଉଛନ୍ତି । ଏହି ପ୍ରରିପେକ୍ଷୀରେ ଆଜି ରାଜ୍ୟ କାର୍ଯ୍ୟାଳୟରେ…

ନିଆରା ଢଙ୍ଗରେ ଆସି ନାମାଙ୍କନ ଭରିଲେ ସୋନାଲି ବିଶି

ସୁବର୍ଣ୍ଣପୁର: ଚର୍ଚ୍ଚାରେ ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀ ସୋନାଲୀ ବିଶି l ଆଜି ସ୍ବାଧୀନ ବିଧାୟୀକା ପ୍ରାର୍ଥିନୀଙ୍କ ନିଆରା ନାମାଙ୍କନ ଶୋଭାଯାତ୍ରା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ସହରରେ l ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ଚାଷୀ ପ୍ରତିନିଧି…

ମାଆ ବନିଲେ କା !

ଭୁବନେଶ୍ବର: କୋରେଇ ସସପେନ୍ସରେ ଲାଗିଲା ପୂର୍ଣ୍ଣଚ୍ଛେଦ । ଡାନି ନୁହେଁ ବବିଙ୍କ ପରିବାରକୁ ଗଲା ଟିକେଟ୍ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ବିଜୁବାବୁଙ୍କ ଅମଳରେ ଜନତା ଦଳର ଟାଣୁଆ ନେତା ସ୍ବର୍ଗତ ଅଶୋକ…

ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ବିଜେପି ଦୀନେଶ ପ୍ରତାପ ସିଂଙ୍କୁ ପ୍ରାର୍ଥୀ କରିଛି । ଦୀନେଶ ପ୍ରତାପ ସିଂ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏବରେଲିର ପୂର୍ବତନ ସାଂସଦ ସୋନିଆ…

ପୁରୀ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ଜୟନ୍ତ ଷଡ଼ଙ୍ଗୀ

ପୁରୀ: ନାମାଙ୍କନ ପତ୍ର ଭରିଲେ ପୁରୀ ବିଜେପି ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ । ଆଜି ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ବାହାରି ଶକ୍ତି ପ୍ରଦର୍ଶନ କରିଥିଲେ ଜୟନ୍ତ । ନିଜର ହଜାର ସଂଖ୍ୟକ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରି ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ…

ଝରିଗାଁରେ ଝଲସିବ କାହାର ଭାଗ୍ୟ ?

ଭୁବନେଶ୍ବର: ନବରଙ୍ଗପୁର ଝରିଗାଁ ବିଧାନସଭା ଆସନରେ ଗତ ତିନିଟି ନିର୍ବାଚନରେ ଜିତିଆସୁଛି ବିଜେଡି । ୨୦୦୯ ଓ ୨୦୧୪ ନିର୍ବାଚନରେ ଝରିଗାଁରୁ ଜିତିଥିଲେ ରମେଶ ମାଝୀ । ୨୦୧୯ରେ ଭାଇ ପ୍ରକାଶ ମାଝୀଙ୍କ ପାଇଁ ସିଟ୍ ଛାଡି ଦେଇଥିଲେ ରମେଶ । ପ୍ରକାଶ ମଧ୍ୟ ୩୧ହଜାର ୩୭୦ ଭୋଟରେ କଂଗ୍ରେସର ଉଲଧର…

ବ୍ରହ୍ମପୁରରେ ଗୁରୁ ଶିଷ୍ୟ ଲଢେଇ

ଭୁବନେଶ୍ବର: ବ୍ରହ୍ମପୁର ବିଧାନସଭାରେ ଏଥର ଗୁରୁ ଶିଷ୍ୟ ମୁହାଁମୁହିଁ । ଲଢେଇ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ କେ. ଅନୀଲ କୁମାରଙ୍କ ମଧ୍ୟରେ । ଭେଟେରାନ୍ ନେତା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ୧୯୯୫ମସିହାରେ ଥରେ ଜନତା ଦଳକୁ ମିଶାଇ ବ୍ରହ୍ମପୁରରୁ ସେ ୫ଥର…

ଭବାନୀପାଟଣାରେ ଚମକିବ କାହାର ଭାଗ୍ୟ ?

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ସିଟିଂ ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ପୁଣି ରିପିଟ୍ କରିଛି ବିଜେପି । କଂଗ୍ରେସ ମଧ୍ୟ ଭକ୍ତଚରଣ ଦାସଙ୍କ ପୁଅ ସାଗର ଦାସଙ୍କୁ ରିପିଟ୍ କରିଛି । ତେବେ ପ୍ରଦୀପ୍ତଙ୍କୁ ମାତ୍ ଦେବା ପାଇଁ ବିଜେଡି ଖେଳିଛି ମହିଳା କାର୍ଡ । ଗତଥରର ବିଜେଡି…

ମାଲକାନଗିରିରେ ସମ୍ମାନର ଲଢେଇ

ଭୁବନେଶ୍ବର: ମାଲକାନଗିରିରେ ଏଥର ତ୍ରିମୁଖୀ ଲଢେଇ। ବିଜେପି ପୁଣି ପଦ୍ମ ଫୁଟାଇବାକୁ ଉଦ୍ୟମ କରୁଛି ତ ବିଜେଡି ନିଜ ଦଖଲକୁ ନେବାକୁ ରଣନୀତି କରୁଛି। କଂଗ୍ରେସ ବି କମବ୍ୟାକ ପାଇଁ ଜୋର ଲଗାଇଛି। ମାଲକାନଗିରିରେ ବିଜେଡିରୁ ମାନସ ମାଡକାମୀ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ନରସିଂହ ମାଡକାମୀ ଓ…