Latest Odisha News

BREAKING NEWS

Browsing Category

ରାଜନୀତି

ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଖର୍ଚ୍ଚ ତଦାରଖ ସମୀକ୍ଷା ବୈଠକ ଅନୁଷ୍ଠିତ

ପୁରୀ: ଆଜି ପୂର୍ବାହ୍ନରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ନିଯୁକ୍ତ ଖର୍ଚ୍ଚ ତଦାରଖ ନେଇ ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ଶେଷ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ପର୍ଯ୍ୟବେକ୍ଷକ ସୁଧାଶୁଂ ଧର ମିଶ୍ର, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ସହ ନିର୍ବାଚନ…

ଟିକେଟ୍ ଦେଲେ…ଫେରାଇ ନେଲେ

ଭୁବନେଶ୍ବର : ଆଗ ଟିକେଟ୍ ଦେଲେ, ପରେ କାଟିଦେଲେ । ପ୍ରଚାର ମଇଦାନରେ ବୁଲି ଭାଣ୍ଡିଆ ହେଲେ ପ୍ରାର୍ଥୀ । ଚବିଶ ନିର୍ବାଚନରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଏଭଳି ପ୍ରାର୍ଥୀ ଦ୍ବନ୍ଦ୍ବ। ବିଶେଷ କରି କଂଗ୍ରେସରେ ତ ଟିକେଟ୍ ବଦଳ ଯେମିତି ନିତିଦିନିଆ କଥା ହୋଇଛି। କେଉଁଠି ସାଂସଦ…

ବିଜେଡି ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ; କହିଲେ, ସ୍ୱାଧୀନ ଭାବେ ଲଢିବେ

ମୟୂରଭଞ୍ଜ: ବିଜେଡି ଛାଡିଲେ କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ । କରଞ୍ଜିଆରୁ ଟିକେଟ୍ ଆଶାୟୀ ଥିଲେ ହେଲେ ଟିକେଟ୍ ନମଳିବାରୁ ନିରାଶ ହୋଇ ଦଳ ଛାଡିଲେ ବିଜୟ । ଦଳ ଛାଡିବା ପରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ ବୋଲି କହିଲେ ବିଜୟ । ବିଜୟ ପ୍ରଥମେ କରଞ୍ଜିଆ ବ୍ଲକରୁ…

ମିଳିଲାନି ଟିକେଟ୍, ବିଜେଡିରୁ ଇସ୍ତଫା ଦେଲେ ସୁରେନ୍ଦ୍ର ସେଠୀ

କାକଟପୁର: ବିଜିଡି ରୁ ଇସ୍ତଫା ଦେଲେ କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ । ସେ ଆଜି ବିଜୁ ଜନତା ଦଳର ସଭାପତିଙ୍କୁ ପତ୍ର ଲେଖି ନିଜର ଇସ୍ତଫା ପତ୍ର ବିଷୟରେ ଜଣାଇଛନ୍ତି । ସେ ଟିକେଟ୍ ପାଇଁ ଆଶାୟୀ ଥିବାବେଳେ, ଦଳ କିନ୍ତୁ ତାଙ୍କୁ ନିରାଶ କରିଥିଲା ଯାହା ଫଳରେ ସେ ଅସନ୍ତୁଷ୍ଟ ବୋଲି…

କାହାର ହେବ ପଟ୍ଟାଙ୍ଗୀ ?

ଭୁବନେଶ୍ବର: ପଟ୍ଟାଙ୍ଗୀରେ ବିଜେଡି ପ୍ରଫୁଲ୍ଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ଚୈତନ୍ୟ ନନ୍ଦିବାଲି ଓ କଂଗ୍ରେସ ରାମଚନ୍ଦ୍ର କାଡାମଙ୍କୁ ମଇଦାନକୁ ଓହ୍ଲାଇଛି। କେତେବେଳେ  କଂଗ୍ରେସ ତ କେତେବେଳେ ବିଜେଡିକୁ ବାଛିଛି ପଟ୍ଟାଙ୍ଗୀ । କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ପଟ୍ଟାଙ୍ଗୀରୁ…

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ

କଟକ: ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ । ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ । ବିଭୁତି ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାନଯିବାରୁ ମେହବୁବ ପ୍ରତିବାଦ କରିଛନ୍ତି। ବିଭୁତିଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି ଅହମ୍ମଦ ।…

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ

ପୁରୀ: ଏବେ ଚାଲିଛି ନାମାଙ୍କନ ପର୍ବ । ଗତକାଲି ଅନ୍ୟ ଦଳ ଗୁଡିକ ପରେ ଆଜି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।…

ଲକ୍ଷ୍ମୀପୁର ଲଢେଇ “କୁଲେସିକା” ଟୁଇଷ୍ଟ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ହିଁ ଧୋକା, ପ୍ରତାରଣାକୁ ନେଇ ଚର୍ଚ୍ଚାରେ ରହିଛି ଲକ୍ଷ୍ମୀପୁର ବିଧାନସଭା ଆସନ । ବିଜେଡି ଟିକେଟ୍ ଘୋଷଣା  ପରେ ବିସ୍ଫୋରକ ବୟାନ ଦେଇଥିଲେ ଆଶାୟୀ ପ୍ରାର୍ଥୀ ତଥା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ…

ଚିକିଟିରେ ଭାଇ ଭାଇ ମୁହାଁମୁହିଁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ରହିଛି । ଚିକିଟିରୁ ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଉଷା ଦେବୀ । କେବଳ ୧୯୯୫କୁ ଛାଡିଦେଲେ ୧୯୯୦ରୁ ଏପର୍ଯ୍ୟନ୍ତ ହୋଇଥିବା ସବୁ ନିର୍ବାଚନ ଜିତିଛନ୍ତି ଉଷା ଦେବୀ । ହେଲେ ଏଥର ମଇଦାନରେ ଉଷାଙ୍କ ବଦଳରେ…

ବିଷମକଟକରେ ଜଗନ୍ନାଥ ବନାମ ଜଗନ୍ନାଥ

ଭୁବନେଶ୍ବର: ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଦୁଇ ଜଗନ୍ନାଥଙ୍କ ଲଢେଇ । ବିଜେଡିରୁ ଜଗନ୍ନାଥ ସାରକା ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ଜଗନ୍ନାଥ ନୁଣ୍ଡରୁକା ଓ କଂଗ୍ରେସରୁ ନୀଳମାଧବ ହିକ୍କାଙ୍କୁ ମିଳିଛି ଟିକେଟ । ଗତ ଦୁଇଟି ନିର୍ବାଚନରେ ବିଷମକଟକରୁ…