Latest Odisha News

BREAKING NEWS

Browsing Category

ରାଜନୀତି

‘ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ’

ଭୁବନେଶ୍ବର: ନୂଆ ଓଡ଼ିଶା ଗଠନ ହେବା ନେଇ 5-T ତଥା ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି ଯେ, ମହିଳା ମାନଙ୍କ ଆର୍ଥିକ, ସାମାଜିକ ଓ ରାଜନୈତିକ ସଶକ୍ତିକରଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳ ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ ।…

ବିଜେଡି-ବିଜେପି ମେଣ୍ଟ: ଛିଣ୍ଡୁନି ଅଙ୍କ, ଏକାକୀ ଲଢ଼ିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ରାଜ୍ୟ ରାଜନୀତି ବେଶ କିଛି ଦିନ ହେବ ସରଗରମ ଥିଲା । ଶୁଣିବାକୁ ମିଳୁଥିଲା ଉଭୟ କେନ୍ଦ୍ର ରାଜ୍ୟ ମିଶି ଚଳିତ ନିର୍ବାଚନ ଲଢ଼ିବେ । ଅର୍ଥାତ ବିଜେଡି-ବିଜେପି ମେଣ୍ଟ କରିବେ । ଭୁବନେଶ୍ବରରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଘନ ଘନ ବୈଠକ ମଧ୍ୟ ବସିଥିଲା । ଗତକାଲି ବିଜେଡି ନେତା…

ଗ୍ୟାସ ସିଲିଣ୍ଡର ଦର କମିବାକୁ ନେଇ ରାଜନୀତି

ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଅବସରରେର ଦେଶର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଘରୋଇ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟରେ ପିଏମ ମୋଦୀ ଏକ ବଡ଼ ହ୍ରାସ କରିଥିବା ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୦…

‘ରାହୁଲ ଗାନ୍ଧୀ କେଉଁଠାରୁ ନିର୍ବାଚନ ଲଢିବେ ସେନେଇ କେବଳ ସିଇସି ନିଷ୍ପତ୍ତି ନେବେ’

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଖୁବଶୀଘ୍ର ଘୋଷଣା ହେବାକୁ ଯାଉଛି ଲୋକସଭା ନିର୍ବାଚନ ତାରିଖ । ଲୋକସଭା ନିର୍ବାଚନ ପାଇଁ ବିଜେପି ନିଜର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଘୋଷଣା କରିଛି । କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ତାର ପ୍ରାର୍ଥୀଙ୍କ ଗୋଟିଏ ତାଲିକା…

ଓ୍ବାୟନାଡରୁ ଲଢ଼ିପାରନ୍ତି ରାହୁଲ, ସିଇସି ବୈଠକରେ ନିଷ୍ପତି

ନୂଆଦିଲ୍ଲୀ: କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ସମିତି ଦ୍ବାରା ଗତକାଲି ବସିଥିବା ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ଆସନ ନିଷ୍ପତି ହୋଇଛି । କଂଗ୍ରେସର ପ୍ରଥମ ତାଲିକାରେ ରାହୁଲ ଗାନ୍ଧୀଙ୍କ ନାଁ ରହିଛି । ରାହୁଲ ଗାନ୍ଧୀ କେରଳ ଓ୍ବାୟନାଡ ନିର୍ବାଚନ ମଣ୍ଡଳୀରୁ ପୁଣି ଥରେ…

ଆଜି ଘୋଷଣା ହୋଇପାରେ ବିଜେଡି-ବିଜେପି ମେଂଟ, କାହାକୁ କେତେ ସିଟ୍ ମିଳିବା ସମ୍ଭାବନା?

ଭୁବନେଶ୍ୱର: ଚବିଶ ଗ୍ରାଉଣ୍ଡରେ ଗୋଟିଏ ଟିମରୁ ଖେଳିବେ ବିଜେଡି-ବିଜେପି । ଯେକୌଣସି ମୁହୁର୍ତରେ ହୋଇପାରେ ମେଂଟ ଘୋଷଣା । ହେଲେ ବଡ ପ୍ରଶ୍ନ, ପ୍ଲେଇଂ ଇଲେଭେନରେ କିଏ ? କାହାକୁ ମିଳିବ କେତେ ଟିକେଟ୍ ? ସିଟ୍ ସମୀକରଣକୁ ନେଇ ଟପରୁ ବଟମ୍ ବଢିଲାଣି ଟେନସନ୍ । ୧୪୭ ବିଧାନସଭା ୨୧ ଲୋକସଭାରୁ…

ବିଜେଡି-ବିଜେପି ମେଂଟ ପଛରେ କିଏ ?

ଭୁବନେଶ୍ୱର: ୧୫ବର୍ଷ ଧରି ଭିନ୍ନ ଭିନ୍ନ ଟ୍ରାକରେ ଥିବା ବିଜେଡି- ବିଜେପି ପାଇଁ କିଏ ହେଲେ ସମଝୌତା ଏକ୍ସପ୍ରେସ୍ ? ଓଡିଶା ଓ ନୂଆଦିଲ୍ଲୀ ମଧ୍ୟରେ କିଏ ସାଜିଲେ ମଧ୍ୟସ୍ଥି ? ବିଜେଡି-ବିଜେପି ମେଂଟ ପଛର ଚେହେରା କିଏ ? କୁହାଯାଉଛି, ବିଜେପି-ବିଜେଡି ମେଂଟ ପଛରେ ରହିଛନ୍ତି ୫ପ୍ରମୁଖ ଚେହେରା ।…

ମେଣ୍ଟ ଚର୍ଚ୍ଚା ନେଇ ଦିଲ୍ଲୀ ଗଲେ ପାଣ୍ଡିଆନ ଓ ବବି ଦାସ

ଭୁବନେଶ୍ୱର: ବିଜେଡି ଓ ବିଜେପି ମେଣ୍ଟକୁ ନେଇ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି । ଓଡ଼ିଶାରେ ବିଜେପି ଏବଂ ବିଜେଡି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ବାସ୍ତବତା ଆଡକୁ ଗତି କରୁଛି। ଏହାରି ଭିତରେ ଦିଲ୍ଲୀ ଗଲେ ପାଣ୍ଡିଆନ ଆଉ ବବି। ମେଣ୍ଟ ଆଲୋଚନା ଆଗେଇ ନେବାକୁ ଦିଲ୍ଲୀ ଗଲେ ୨…

ସାଧାରଣ ନିର୍ବାଚନ-୨୦୨୪ରେ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଦେଶରେ ଆସନ୍ତା ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ ପ୍ରକ୍ରିୟାରେ ଭିନ୍ନକ୍ଷମ ଓ ବରିଷ୍ଠ (୮୫ ବର୍ଷରୁ ଊଦ୍ଧ୍ୱର୍)ଭୋଟରଙ୍କ ମତଦାନ ବଢାଇବା ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହି ସଂକ୍ରାନ୍ତରେ ଆଜି ଭାରତୀୟ ନିର୍ବାଚନ କମିଶନଙ୍କ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆପ୍ ନେତା ସୌରଭ ଭରଦ୍ବାଜ ଓ ବିରେନ୍ଦର ସିଂ କାଡିଆନ

ଭୁବନେଶ୍ୱର: ଅସନ୍ତାକାଲି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଦିଲ୍ଲୀ ମନ୍ତ୍ରୀ ତଥା ଆପ୍ ନେତା ସୌରଭ ଭରଦ୍ବାଜ ଏବଂ ରାଜ୍ୟ ପ୍ରଭାରୀ ବିରେନ୍ଦର ସିଂ କାଡିଆନ। ଦଳୀୟ କାର୍ଯ୍ୟକ୍ରମରେ ଓଡ଼ିଶା ଗସ୍ତରେ ଆସି ଦିନ ୧୧.୫୫ ସମୟରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିବେ ।…