Latest Odisha News

BREAKING NEWS

Browsing Category

ରାଜନୀତି

ବିଜୁ ଜନତା ଦଳ କାହା ସପକ୍ଷରେ ‘ନବ ନା ଗୋପାଳ’ ?: ମନୋଜ ମହାପାତ୍ର

ଭୁବନେଶ୍ୱର: ଅତୀତରେ ଘଟି ଯାଇଥିବା ଅନେକ ସମ୍ବଦନଶୀଳ ପ୍ରସଙ୍ଗ ଭଳି ମୁଖ୍ୟମନ୍ତ୍ରୀଙ୍କ କ୍ରାଇମବ୍ରାଞ୍ଚ ତଦନ୍ତ, ବିରୋଧୀ ଦଳ ପ୍ରତି ଆକ୍ଷେପ ଓ ଶାସକ ବିଜୁ ଜନତା ଦଳ ନେତା, ବିଧାୟକ ଓ କାର୍ଯ୍ୟକର୍ତାଙ୍କ ପ୍ରତିକ୍ରିୟାକୁ ଅନୁଶୀଳନ କଲେ ଶାସାକ ବିଜୁ ଜନତା ଦଳ ସ୍ୱର୍ଗତଃ ନବ ଦାସଙ୍କ ପରିବାର…

ଦିଲ୍ଲୀ ମଦ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ଦିଲ୍ଲୀ ମଦ ଦୁର୍ନୀତି ଅଭିଯୋଗ ମାମଲାରେ ସିସୋଦିଆଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଆଜି ସକାଳୁ ସିବିଆଇ ପ୍ରାୟ ୯ ଘଣ୍ଟା ଧରି ସିସୋଦିଆଙ୍କୁ ଜେରା କରିବା ପରେ ଗିରଫ କରିଛି । ଜେରା…

‘ୟୁପିଏ ସରକାର ଭଳି ବିରୋଧୀ ଏକାଠି ହେଲେ ବିଜେପିକୁ ହରାଇବା ସମ୍ଭବ’

ରାୟପୁର: ବିଜେପି ଭଳି ଦଳକୁ ହରାଇବାକୁ ହେଲେ ବିରୋଧୀ ଦଳ ଏକାଠି ହେବାର ଆବଶ୍ୟକତା ରହିଛି। ବିଜେପି ବିରୋଧୀଙ୍କୁ ଏକାଠି କରିବା ଉପରେ କଂଗ୍ରେସ ଗୁରୁତ୍ୱାରୋପ କରିଛି। ଛତିଶଗଡ ରାୟପୁରରେ ଚାଲିଥିବା ଅଧିବେଶନରେ କଂଗ୍ରେସ ପୂର୍ବରୁ ଏନଡିଏକୁ ହରାଇବାକୁ ଯେପରି ୟୁପିଏ ଆଗେଇ ଆସିଥିଲା ସେହିଭଳି…

ନିଜକୁ ରେସରୁ ଦୁରେଇ ନେଉଛି କଂଗ୍ରେସ !

ଭୁବନେଶ୍ୱର: ଭାରତୀୟ ଜାତୀୟ କଂଗ୍ରେସ ଓଡିଶା ପ୍ରଦେଶ କଂଗ୍ରେସକୁ ନେଇ କେତେ ସିରିୟସ ? ଓଡ଼ିଶାରେ କଂଗ୍ରେସ ସୁଦୃଢ଼ ହେଉ ବୋଲି ପ୍ରକୃତରେ କଣ କେନ୍ଦ୍ରୀୟ ନେତୃତ୍ୱ ଚାହାନ୍ତି କି ? ଏମିତି ଅନେକ ପ୍ରଶ୍ନକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟ କଂଗ୍ରେସର ସ୍ଥିତି ଓ ସାଙ୍ଗଠନିକ କାର୍ଯ୍ୟକ୍ରମ ଆଦିକୁ…

ବଜେଟକୁ ନେଇ ରାଜନୈତିକ ଲଢେଇ

ଭୁବନେଶ୍ୱର: ନବୀନ ବାବୁଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ବିଭିନ୍ନ ବର୍ଗକୁ ଦୃଷ୍ଟିରେ ରଖି ଏକ ଲୋକାଭିମୁଖୀ ବଜେଟ ହୋଇଛି ବୋଲି ଶାସକ ଦଳ ଦାବି କରୁଥିବା ବେଳେ ମୁଖ୍ୟ ବିରୋଧି କିନ୍ତୁ ଏହି ବଜେଟକୁ ସମାଲୋଚନା କରିଛନ୍ତି। ବଜେଟ ମାଧ୍ୟମରେ ସରକାର…

ନିର୍ବାଚନ ବେଳେ ‘ମୋ’, ‘ଆମ’ କଥା କହି ଭୋଟ୍ ସାଉଁଟିବ ବିଜେଡି!

ଭୁବନେଶ୍ୱର: ରାଜ୍ୟ ସରକାର ଆସନ୍ତା ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିବା ସହିତ ୨୦ଟି ନୂଆ ଯୋଜନା ହାତକୁ ନେଇଛନ୍ତି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଯୋଜନାରେ ଯେଉଁସବୁ ନାଁ ରହିଛି ସେଥିରେ ବିଜୁ ପଟ୍ଟନାୟକଙ୍କ ନାଁ ନାହିଁ । ପୂର୍ବରୁ ଅନେକ…

ବିଜେଡିର ୪୬ ଜଣ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି: ଜୟନାରାୟଣ

ଭୁବନେଶ୍ୱର: ଚଳିତ ବଜେଟ୍ ଅଧିବେଶନର ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଶାସକ ଦଳ କିପରି ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲା ତାହାର ପ୍ରମାଣ ସେ ରଖିଛନ୍ତି। ଯାହାକୁ ସେ ସାର୍ବଜନୀନ କରିପାରିବେ। ଜୟନାରାୟଣ ମିଶ୍ର କଟାକ୍ଷ କରି…

ବିଜୟ ଶଙ୍କରଙ୍କ ସପକ୍ଷରେ ବାହାରିଲେ ବିଜେଡି ନେତ୍ରୀ, କହିଲେ ‘ଠିକ୍ ବାଟରେ ହେଉଛି ତଦନ୍ତ’

ଜଗତସିଂହପୁର: ପୁରୁଣା ବାନ୍ଧବୀଙ୍କୁ ନେଇ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟଙ୍କ ବିରୋଧରେ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରୁଥିବା ବେଳେ ବିଧାୟକଙ୍କ ସପକ୍ଷରେ ବାହାରିଛି ବିଜେଡି । ତିର୍ତ୍ତୋଲ ମହିଳା ବିଜେଡି ପକ୍ଷରୁ ରଘୁନାଥପୁର…

ନବ ଦାସଙ୍କ ହତ୍ୟା ଘଟଣାରେ FBIର କୌଣସି ଭୂମିକା ନାହିଁ: ପ୍ରକାଶ ମିଶ୍ର

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । କହିଛନ୍ତି, ପୋଲିସ ହେଉଛି ଏକ ଫୋର୍ସ ଏବଂ ଏକ ‘ଚେନ୍ ଅଫ୍ କମାଣ୍ଡ’ର ବ୍ୟବସ୍ଥାର ସମନ୍ୱୟ ରହିଥାଏ । ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ…

ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୨୪ଦିନ ବିତି ଗଲାଣି । ଏହିଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । କ୍ରାଇମବ୍ରାଂଚର ତଦନ୍ତ ଆଜି ସମ୍ପୂର୍ଣ୍ଣ ଦିଗହରା ହୋଇଛି । ବୋଧହୁଏ ଓଡିଶା ସରକାରଙ୍କର ନିଜ ତଦନ୍ତ…