Latest Odisha News

BREAKING NEWS

Browsing Category

ରାଜନୀତି

ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ଇସ୍ତଫା

ବ୍ରହ୍ମପୁର: ବିଜେପି ଘୁମୁସର ସାଙ୍ଗଠନିକ ଜିଲାର ଯୁବ ମୋର୍ଚ୍ଚା ସଭାପତି ପଦରୁ ପ୍ରମୋଦ କୁମାର ପଣ୍ଡା ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏବଂ ଯୁବ ମୋର୍ଚ୍ଚା ସଭାପତି ଈରାସିସ ଆଚାର୍ଯ୍ୟଙ୍କ ପାଖକୁ ପଠାଇଛନ୍ତି। ଗୁରୁବାର କୋଦଳା ଠାରେ…

ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ଉତ୍ସବମୁଖର ରାଇରଙ୍ଗପୁର

ରାଇରଙ୍ଗପୁର: ମାଟିର ମହିଳା ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପୂର୍ବରୁ ରାଇରଙ୍ଗପୁର ଉତ୍ସବମୁଖର ହୋଇଯାଇଛି । ରଙ୍ଗ ଖେଳ, ବାଣ, ବାଦ୍ୟ, ବାଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଦୁଲୁକୁଛି ରାଇରଙ୍ଗପୁର ରାସ୍ତା । ପୁରା ଜିଲ୍ଲା ବାସୀ ମଉଜ ମନରେ ଅଛନ୍ତି । ରାଇରଙ୍ଗପୁର ସହର ଏବଂ ଦ୍ରୌପଦୀଙ୍କ ଘର…

ଦ୍ରୌପଦୀ ଓ ଯଶୱନ୍ତଙ୍କୁ ବିଜେପି-କଂଗ୍ରେସରୁ ହୋଇଛି କ୍ରସ ଭୋଟିଂ?

ଭୁବେନଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସରୁ କେବଳ ବିଧାୟକ ମହମ୍ମଦ ମୋକିମ ନୁହେଁ ବରଂ ଆହୁରି ଜଣେ ବିଧାୟକ ତାଙ୍କୁ ଭୋଟ୍ ଦେଇଛନ୍ତି । ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏହା ପୂର୍ବରୁ ବୁଧବାର ବିରୋଧୀ ଦଳର ମୁଖ୍ୟ ସେଚତକ ମୋହନ…

ରାଷ୍ଟ୍ରପତି ନିର୍ବାଚନରେ କେଉଁ କେଉଁ ରାଜ୍ୟରେ ହେଲା କ୍ରସ ଭୋଟିଂ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏବେ ଅପେକ୍ଷା ଜୁଲାଇ ୨୧ରେ ହେବାକୁ ଥିବା ସଂସଦ ଓ ବିଧାନସଭାର ଭୋଟ୍ ଗଣତିକୁ । ଭୋଟ୍ ଶେଷ ହେବା ବେଳକୁ ଅନେକ ସ୍ଥାନରେ କ୍ରସ ଭୋଟିଂ ହୋଇଥିବାର ସୂଚନା ମିଳିଛି । ଯାହା ଏନଡିଏ ରାଷ୍ଟ୍ରପତି…

ଦୈନନ୍ଦିନ ଖାଦ୍ୟ ଉପରେ GST ଲଗାଇ ଗରିବଙ୍କୁ ନାତ ମାରିଛନ୍ତି କେନ୍ଦ୍ର ସରକାର: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଚୁଡା, ମୁଢି, ଉଖୁଡ଼ା, ଖଈ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କର ଗରିବଙ୍କ ପେଟକୁ ନାତ ବୋଲି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଏଥିସହ ଏହି ନିଷ୍ପତ୍ତିର ଦୃଢ଼ ନିନ୍ଦା କରିଛନ୍ତି । ଜିଏସଟି କାଉନସିଲ୍ ଏଭଳି…

ବିବେକ ଅନୁସାରେ ମାଟିର ଝିଅକୁ ଭୋଟ୍ ଦେଲି: ମହମ୍ମଦ ମୋକିମ୍

ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମହମ୍ମଦ ମୋକିମ । ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ଦ୍ରୌପଦୀଙ୍କୁ ଭୋଟ୍ ଦେବା ପରେ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୁଁ ମାଟିର ଝିଅକୁ ଭୋଟ୍ ଦେଲି’ ।…

ଧନଖଡ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ବିରୋଧୀଙ୍କ ଆଭିମୁଖ୍ୟ ଆଜି ହୋଇପାରେ ସ୍ପଷ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରି ଯେଉଁ ଚକମା ବିରୋଧୀଙ୍କୁ ଦେଇଛି ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ନାଁ ଘୋଷଣା କରି ବିଜେପି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଏବଂ…

ସୋମବାର ଠାରୁ ସଂସଦ ମୌସୁମୀ ଅଧିବେଶନ; ଲୋକସଭା ବାଚସ୍ପତି ଓମ ବିର୍ଲା କଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ୧୮ ତାରିଖ ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଜି ସଂସଦ ସଚ୍ଚିବାଳୟରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଗୁରୁତ୍ୱପୂର୍ଣ୍ଣ ସମୟକୁ ସଠିକ୍ ଭାବେ ଉପଯୋଗ କରିବାକୁ ସମସ୍ତ ଦଳର…

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବଡ଼ ଅଡୁଆରେ ତିନି ମେଣ୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ ​​ବିରୋଧୀ ଦଳ ପ୍ରାର୍ଥୀ କାହାକୁ କରିବ ସେ ନେଇ ଅନେକ ଚର୍ଚ୍ଚା ହେଉଥିଲା। ଅନେକ ନାମ ଉପରେ ଆଲୋଚନା କରିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ବିରୋଧୀ ଦଳରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି। ଆରମ୍ଭରୁ ଲାଗୁଥିଲା…

ବିରୋଧୀ ଶିବିରରୁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ, କେମିତି ସହଜ ହେଉଛି ବିଜୟର ରାସ୍ତା ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ପଡ଼ିବ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ବେଳେ ଯେଉଁଭଳି କଡା ମୁକାବିଲା ହେବ ବୋଲି ଆଶା କରାଯାଉଥିଲା, ତାହା କ୍ରମଶଃ ଏକପାଖିଆ ଆଡକୁ ମୁହାଁଇଛି। ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶଓ୍ୱନ୍ତ…