Latest Odisha News

BREAKING NEWS

Browsing Category

ରାଜନୀତି

ମୋଦିଙ୍କ ବିରୋଧରେ ବିଦେଶୀ ଧନୀକଙ୍କ ପସନ୍ଦ ପି.ଚିଦାମ୍ବରମ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମତଦାତାଙ୍କୁ ଆକୃଷ୍ଟ କରିବାକୁ ଏକ ଦୃଢ଼ ବିରୋଧୀ ଚେହେରା ଖୋଜିବା ପାଇଁ ଗତ ସାତବର୍ଷ ଧରି କସରତ ଚାଲିଛି । ଯେଉଁ ରାଜ୍ୟର ନିର୍ବାଚନରେ ବିଜେପି ପରାଜିତ ହେଉଛି, ବିଜେତା ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଦ୍ୱନ୍ଦ୍ୱୀ ବୋଲି…

ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ ସରକାରଙ୍କୁ ବିଜେପିର ଟାର୍ଗେଟ୍, ଜବାବ ରଖିଲା ବିଜେଡି

ଭୁବନେଶ୍ବର : ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭମିକୁ ୮୫୦୦ କୋଟି ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିପୁଳ ଅର୍ଥ ଅତୀତର ନା ବର୍ତ୍ତମାନର ନା ଭବିଷ୍ୟତରେ ଖର୍ଚ୍ଚ ହେବ । ଏହାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରନ୍ତୁ ସରକାର । ଏଭଳି କହି…

ମୁକୁଲ ରୟ ଫେରାଇଲେ ‘Z’ କାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି)କୁ ଫେରିବାର କିଛି ଦିନ ପରେ ପୂର୍ବତନ ବିଜେପି ନେତା ମୁକୁଲ ରୟ ଭିଆଇପି ସୁରକ୍ଷା ହଟାଇବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ଅଧିକାରୀମାନେ ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଶ୍ରୀ ରୟଙ୍କୁ ଦିଆଯାଇଥିବା 'Z' ବର୍ଗର…

ଜନ୍ମଦିନରେ ମିଥୁନ୍ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା

କୋଲକାତା: ଅଭିନେତାରୁ ରାଜନେତା ପାଟିଥିବା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସର ଜେରା । ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ବିବାଦୀୟ ବୟାନ ଦେବା ଅଭିଯୋଗରେ ତାଙ୍କୁ ଆଜି ପଚରାଉଚରା କରିଛି କୋଲକାତା ପୋଲିସ । ଭିଡିଓ କନଫରେନ୍ସିଂରେ ତାଙ୍କୁ ଜେରା ଚାଲିଛି । ବିବାଦୀୟ ଭାଷଣ ଦେବା ନେଇ…

ମୁକୁଲ ରୟଙ୍କ ପରେ ଆଉ କିଛି ବିଜେପି ନେତା ଟିଏମସିରେ ହେବେ ସାମିଲ

କୋଲକାତା : ସରଗରମ ହେଉଛି ପଶ୍ଚିମବଙ୍ଗ ରାଜନୀତି । ବିଜେପି ଛାଡ଼ି ମୁକୁଲ ରୟ ଟିଏମସିରେ ସାମିଲ ହେବା ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ମୁକୁଲ ରୟଙ୍କ ପରେ ଏବେ ବିଜେପିର ଆଉ କିଛି ନେତା ଟିଏମସିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ନିକଟରେ ଉତ୍ତର ଚବିଶି ପ୍ରଗଣାରେ ଏକ…

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ବର : ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଷଷ୍ଠ ମାମଲାରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ରାଜ୍ୟ ସରକାରଙ୍କ ଦାବି

ଭୁବନେଶ୍ବର : ବୃଦ୍ଧି କରାଯାଉ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ଏନେଇ ପୁଣି ଦାବି କରିଛନ୍ତି ରାଜ୍ୟ ସରକାର । ଏକ ସମ୍ବାଦିକ ସମ୍ମିଳନୀରେ କୃଷିମନ୍ତ୍ରୀ ଅରୁଣ ସାହୁ ଏମଏସପି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରିବାକୁ…

ଟିଏମସି ଫେରିଲେ ମୁକୁଲ ରୟ, ୨୦୧୭ରେ ଛାଡିଥିଲେ

କୋଲକାତା: ବିଜେପି ଛାଡି ପୁଅ ଶୁଭ୍ରାଂଶୁଙ୍କ ସହ ପୂର୍ବ ଦଳ ଟିଏମସି ଫେରିଛନ୍ତି ମୁକୁଲ ରୟ। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଘୋରର ଛେଲେ ଘୋର ଫିରଲୋ। ମୁକୁଲ ଅନ୍ୟମାନଙ୍କ ପରି ଦେଶଦ୍ରୋହୀ ନୁହଁନ୍ତି ବୋଲି ସେ କହିଛନ୍ତି। ଏନେଇ ମୁକୁଲ…

ହିମାନ୍ତ, ସିନ୍ଧିଆ, ପ୍ରସାଦ ଏବଂ ଭବିଷ୍ୟତରେ ବୋଧହୁଏ ପାଇଲଟ୍ ଓ ଦେଓରାଙ୍କ ଭଳି ଯୁବ ନେତାମାନେ କାହିଁକି କଂଗ୍ରେସରୁ…

ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସଠାରୁ ଆଜିକାଲି ଯୁବ ନେତାମାନେ ଦୂରେଇ ଯିବାରେ ଲାଗିଛନ୍ତି । ଦଳ ଏପରି ଏକ ସ୍ଥିତିରେ ଠିଆ ହୋଇଛି ଯେଉଁଠି କି ରାହୁଲ ଗାନ୍ଧୀଙ୍କ ସହିତ ହାତଗଣତି ତିନି କିମ୍ବା ଚାରି ଜଣ ଯୁବ କଂଗ୍ରେସ ନେତା ରହିଛନ୍ତି । ଏଭଳି ପରିସ୍ଥିତିରେ ଉତ୍ତରପ୍ରଦେଶ…

ସ୍ଥଗିତ ରହିଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ

ବାଲେଶ୍ବର : ସ୍ଥଗିତ ରହିଲା ବାଲେଶ୍ବର ଜିଲ୍ଲା ନୀଳଗିରିରେ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବାକୁ ଠାକୁର ମାହାଲକୁ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । କରୋନା କଟକଣା ଥିବାରୁ ରଥ ନିର୍ମାଣକୁ ସ୍ଥଗିତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ…