Latest Odisha News

BREAKING NEWS

Browsing Category

ରାଜନୀତି

ହଠାତ୍ କାହିଁକି ବିଧାୟକ ପ୍ରାର୍ଥୀଙ୍କ ବୈଠକ ଡାକିଲେ କେଜ୍ରିୱାଲ? ଆପ୍‌କୁ ‘ଅପରେସନ ଲୋଟସ୍’ ଚିନ୍ତା

ନୂଆଦିଲ୍ଲୀ: ଦିଲ୍ଲୀରେ ବିଧାନସଭା ନିର୍ବାଚନର ଗଣନା ପୂର୍ବରୁ ଲଗାତାର ହଙ୍ଗାମା ଲାଗି ରହିଛି। 'ଅପରେସନ୍ ଲୋଟସ୍'ର ସମ୍ଭାବନାକୁ ଆକଳନ କରି, ଶାସକ ଆମ ଆଦମୀ ପାର୍ଟି (ଆପ୍) ସତର୍କତା ଅବଲମ୍ବନ କରିଛି। ଏହାକୁ ଦୃଷ୍ଟିରେ ରଖି, ଅରବିନ୍ଦ କେଜରିୱାଲ ଆଜି ଶୁକ୍ରବାର ଦଳର ଏକ ବଡ଼ ବୈଠକ…

ରାଜ୍ୟସଭାରେ ଅଲଗା ଅନ୍ଦାଜରେ ପ୍ରଧାନମନ୍ତ୍ରୀ, ଖଡ଼ଗେଙ୍କୁ କଲେ ପ୍ରଶଂସା

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ଏକ ଅଲଗା ଅନ୍ଦାଜରେ କଂଗ୍ରେସ ସଭାପତି ମଲ୍ଲିକା ଅର୍ଜୁନ ଖଡ଼ଗେଙ୍କୁ ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟସଭାରେ ଖଡ଼ଗେ କହୁଥିବା ସାୟରୀଙ୍କୁ ନେଇ ନିଆରା ଢ଼ଙ୍ଗରେ କରିଥିଲେ ସମାଲୋଚନା। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ମୋଦି କହିଥିଲେ କି ଗୃହରେ ଖଡଗେ ଜୀ…

ଭାଙ୍ଗିଗଲା ଆମେରିକା ସ୍ବପ୍ନ

ନୂଆଦିଲ୍ଲୀ: ପାଦରେ ବେଡି, ହାତରେ ହ୍ୟାଣ୍ଡକଫ୍ । ଆମେରିକା ଏୟାରଫୋର୍ସର ବିମାନରେ ମୁଣ୍ଡ ତଳକୁ କରି ଏଭଳି ସ୍ଥିତିରେ ଭାରତ ଫେରିଛନ୍ତି ପ୍ରବାସୀ। ଆମେରିକା ଚାହିଁଥିଲେ ଏମାନଙ୍କୁ ସାଧାରଣ ଯାତ୍ରୀ ବିମାନରେ ଭାରତ ପଠାଇ ପାରିଥାନ୍ତା, କାରଣ ଏମାନେ କେହି କୁଖ୍ୟାତ ଅପରାଧୀ ନୁହନ୍ତି । ହେଲେ…

ଦିଲ୍ଲୀ ନିର୍ବାଚନ: କାହିଁକି ବିଜେପି ଜିତିବା ନେଇ ଆକଳନ?

ନୂଆଦିଲ୍ଲୀ: ଦିଲ୍ଲୀରେ ଫୁଟିବ ପଦ୍ମ ! ଅଧିକାଂଶ ଏକଜିଟ୍ ପୋଲ ଏନେଇ ସଂକେତ ଦେଇଛନ୍ତି । କେବଳ ଓ୍ବି ପ୍ରିଜାଇଡ୍ ସର୍ଭେ ହିଁ ଆପ୍ ପୁଣି କ୍ଷମତାକୁ ଆସିବା ନେଇ ଆକଳନ କରିଛି । ଏକଜିଟ୍ ପୋଲ ସତ ନହେଲେ ମଧ୍ୟ ଏକଥା ସତ ଯେ, ଦିଲ୍ଲୀରେ ଆପ୍ ଓ ବିଜେପି ମଧ୍ୟରେ କଡା ଟକ୍କର ହେବ । ଲଗାତର ଚତୁର୍ଥ…

Delhi exit polls: ପୂର୍ବ ତିନୋଟି ନିର୍ବାଚନରେ କେତେ ହୋଇଥିଲା ସଠିକ ?

ନୂଆଦିଲ୍ଲୀ: ସରିଛି ଦିଲ୍ଲୀ ନିର୍ବାଚନ, ଯାହାର ଫଳାଫଳ ଉପରେ ଏବେ ପୂରା ଦେଶର ନଜର ରହିଛି। ହେଲେ ଫଳାଫଳ ଆସିବା ପୂର୍ବରୁ ଆସିଛି ଭୋଟ ବାହୁଡ଼ା ମତ ବା ଏକଜିଟ ପୋଲ। ପ୍ରାୟ ସବୁ ଏକଜିଟ ପୋଲ୍ ବିଜେପି ସ୍ପଷ୍ଟ ବହୁମତ ପାଇବ ବୋଲି ଆକଳନ କରିଛନ୍ତି। ଅର୍ଥାତ ଦୀର୍ଘ 27 ବର୍ଷ ପରେ ବିଜେପି ଦିଲ୍ଲୀ…

ଏକଜିଟ୍ ପୋଲ୍ ସର୍ଭେ; ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି ରାଜ! 

ନୂଆଦିଲ୍ଲୀ: ବଦଳିଲା ଦିଲ୍ଲୀର ସମୀକରଣ। ଚମକାଇ ଦେଇଛି ଦିଲ୍ଲୀ ନିର୍ବାଚନକୁ ନେଇ ଏକଜିଟ୍ ପୋଲ ସର୍ଭେ। ୨୭ ବର୍ଷର ବନବାସ ସାରି ବିଜେପି ଦିଲ୍ଲୀରେ କ୍ଷମତା ଦଖଲ କରିବା ନେଇ ଅଧିକାଂଶ ବୁଥ ବାହୁଡା ସର୍ଭେ ସଙ୍କେତ ଦେଇଛନ୍ତି। ଯଦି ଏଭଳି ହୁଏ ତେବେ ଦଳ ଗଠନ ପରଠୁ ସବୁଠୁ ବଡ ଝଟକାର ସାମନା…

ବିକଶିତ ଗାଁରେ ବିକଳାଙ୍ଗ ଯୋଜନା କରିଛି ବିଜେପି: ବିଜେଡ଼ି

ଭୁବନେଶ୍ବର: ଆଜି ବିକଶିତ ଗାଁ ବିକଶିତ ଓଡ଼ିଶା ଶୁଭାରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହାକୁ ବିକଳାଙ୍ଗ ଯୋଜନା ବୋଲି କହିଛି ବିଜେଡ଼ି। ନବୀନ ସରକାର ସମୟରେ ଗାଁକୁ ମିଳୁଥିବା ଅନୁଦାନ, ଡବଲ ଇଞ୍ଜିନ ସରକାରରେ ହ୍ରାସ କରାଯାଇଥିବା ବିଜେଡି କହିଛି। ଅନୁଦାନ କମିଲେ ଗାଁର ବିକାଶ କିଭଳି ହେବ ବୋଲି…

ଦିଲ୍ଲୀ ନିର୍ବାଚନରେ ଆରପାରର ଲଢେଇ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ପାଇଁ ମତଦାନ ଚାଲିଛି । ଏଥର ଦିଲ୍ଲୀରେ ତିନି ପ୍ରମୁଖ ଦଳ ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରପାରର ଲଢେଇ ହେଉଛି । ବାଜିରେ ଲାଗିଛି ଅନେକ କିଛି । ୨୦୧୩କୁ ଛାଡିଦେଲେ ଏପର୍ଯ୍ୟନ୍ତ ସବୁ ନିର୍ବାଚନରେ ସ୍ପଷ୍ଟ ଜନାଦେଶ ଦେଇଛି ଦିଲ୍ଲୀ । ଏଥର…

ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନିନ୍ଦା କଲା ବିଜେଡି

ବାରିପଦା: ଆଦିବାସୀ ମହିଳାଙ୍କ ରଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆପତ୍ତିଜନକ ମନ୍ତବ୍ୟକୁ ବୁଧବାର ଦିନ ନିନ୍ଦା କରିଛି ବିଜୁ ଜନତା ଦଳ (ବିଜେଡି)। ବାରିପଦାରେ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ଏବଂ ମୟୂରଭଞ୍ଜ ଜିଲ୍ଲା ପରିଷଦ…

ତୁମ ବାପାଙ୍କ ସହ କାମ କରିଛି, ପାଟି ବନ୍ଦ କରିକି ବସ; କାହିଁକି ଚିହିଁକିଲେ ଖଡଗେ… 

ନୂଆଦିଲ୍ଲୀ: ବୁଧବାର ସଂସଦରେ ଭାଷଣ ସମୟରେ ବିଜେପି ସାଂସଦଙ୍କ ବ୍ୟବହାରରେ ରାଗିଯାଇଥିଲେ। ଏପରିକି ତାଙ୍କୁ ତାଙ୍କ 'ପିତା'ଙ୍କ କକଥା ମଧ୍ଯ ମନେ ପକାଇଦେଇଥିଲେ। ଏହାକୁ ନେଇ ଗୃହରେ ବହୁତ ହଟ୍ଟଗୋଳ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ବାଚସ୍ପତି ଜଗଦୀପ ଧନଖଡ଼ ଉଭୟ ପକ୍ଷକୁ ଶାନ୍ତ କରାଇଥିଲେ।…