Latest Odisha News

BREAKING NEWS

Browsing Category

ଭାଷା ଭାଗବତ

ଭାଷା ଭାଗବତ : ଶବ୍ଦର ଆଦାନ ପ୍ରଦାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦର ଆଦାନ ପ୍ରଦାନ ଭାଷାରେ ହୁଏ ପ୍ରତିକ୍ଷଣ ବହୁ ଭାଷାରୁ ଶବ୍ଦ ନେଇ ଭାଷାଟେ ସମୃଦ୍ଧ ହୁଅଇ ଭାଷାରେ ଥିଲେ ବ୍ୟତିକ୍ରମ ସୁଦ୍ଧା ହୋଇଲେ ବୋଧଗମ୍ୟ ଭାଷୀଏ ପାରଂତି ସଂଭାଳି ତେଣୁ ଭାଷାଟେ ପାରେ ଚଳି କୌଣସି ଭାଷା…

ଭାଷା ଭାଗବତ : ଅଲଭ୍ୟ ନିର୍ଦିଷ୍ଟ ଠିକଣା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସୁ ଓ କୁ ବ୍ୟକ୍ତିର ଧାରଣା ' ଗୁଣ 'କୁ ସେ ସବୁ ଅଜଣା ଯାହାକୁ ଯେତେ ବେଶି ଜଣା ସେ ହୁଏ ସେତେ ବେଶି ବଣା ମିଳେନି ଲକ୍ଷ୍ୟର ଠିକଣା ଲାଗେ ଅଧିକ କଟକଣା ବହୁତ ହୁଏ ନିଆଅଣା କାହାକୁ ମିଳେନି ପାଉଣା ବିଶ୍ବାସ ସହ…

ଭାଷା ଭାଗବତ : ଭାଷାର ସମୁନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାମ କରିଲେ ଦେଇ ଧ୍ୟାନ ଅବଶ୍ଯ ହୁଏ ତା ସଂପନ୍ନ ହାରିବା ପାଇଁ ଥିଲେ ଭୟ ଲଗାଇ ହୁଏନାହିଁ ଲୟ ମନରେ ଥିଲେ ଦ୍ବିଧା ଭାବ ହୋଇଲେ ଧୈର୍ଯର ଅଭାବ କିଛି ବି ହୁଏନାହିଁ କରି ଭାବି ସମୟ ଯାଏ ସରି କଲେ ଅଯଥା କାଳ କ୍ଷୟ…

ଭାଷା ଭାଗବତ : ଭାଷାର ବିଭିନ୍ନ ପ୍ରକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସବୁ ତ ବିଭିନ୍ନ ପ୍ରକାର ଭାଷାରେ କିଛି ନୁହେ ସ୍ଥିର ଯାହାଂକ ଯେଉଁ ଭଳି ମନ କରଂତି କଥନ, ଲିଖନ ତେଣୁ ତ ଭାଷା ଚଳମାନ ଏହି ସତ୍ୟକୁ ଦେଉଁ ଧ୍ୟାନ ଭାଷାରେ ଯାହା ସତେ ଚଳେ ସେ ସବୁ କେହି ନ ଲେଖିଲେ ମିଳେନି ପୂରା…

ଭାଷା ଭାଗବତ : ନିରର୍ଥକ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଧିକ କଥନ, ଲିଖନ କରେ ଜ୍ଞାନର ଜ୍ୟୋତି ମ୍ଳାନ ଏକାଗ୍ର, ଏକାଂତ ଚିଂତନ ଉତ୍ପନ୍ନ କରେ ଶୁଦ୍ଧ ଜ୍ଞାନ ଇଂଦ୍ରିୟାଶ୍ରିତ ଅନୁଭୂତି ସାମାନ୍ୟ ଜ୍ଞାନ ଅନୁରକ୍ତି ଦେଲେ ବି ହୁଏନି ଯଥେଷ୍ଟ ଜ୍ଞାନ ସଂଧାନୀ ପାଏ କଷ୍ଟ…

ଭାଷା ଭାଗବତ : ଶବ୍ଦାମୃତ ପାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାରଦ ପରି ମନ ଯାର ତାହାକୁ କଲେ ବି ପ୍ରହାର ତାହାର ହୁଏନାହିଁ କ୍ଷତି ବଦଳିପାରେ ସେହି ବ୍ୟକ୍ତି ମନର ସ୍ଥିତିସ୍ଥାପକତା ଯୋଗାଏ ତାକୁ ନିରାପତ୍ତା ଅକ୍ଷୁଣ୍ଣ ରହେ ତା'ର ସତ୍ତା ପାଏନି କେବେ ମନୋବ୍ୟଥା…

ଭାଷା ଭାଗବତ : କୃତଜ୍ଞତା ସ୍ବୀକାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୃତଜ୍ଞତାର ନାହିଁ ସୀମା ପ୍ରକାଶ କଲେ ମିଳେ କ୍ଷମା ମନରେ ରହେ ସୁଖ, ଶାଂତି ଉଭେଇଯାଏ ଭୟ, ଭ୍ରାଂତି କୃତଜ୍ଞ ରହିବା ସ୍ବଭାବ ଘୁଂଚାଏ ଅନେକ ଅଭାବ ସମାଜେ ବଢ଼ାଏ ସଦ୍‌ଭାବ ଲୋକେ କରଂତି ଅନୁଭବ ଏହି ନିର୍ଦିଷ୍ଟ ଭଲ…

ଭାଷା ଭାଗବତ : କଥା କହୁଁ ଓ ଶୁଣୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କଥା କହିଲେ ବେଶି ବେଶି ପବନେ ଯାଏ ସବୁ ମିଶି କଥା ଶୁଣିଲେ ବେଶି ବେଶି ମନ ମଧ୍ୟରେ ରହେ ଆସି କହିଲେ, ପାଏ ଯେ ଆନଂଦ ତା' ମନେ ରହିଥାଏ ଦ୍ବଂଦ୍ବ ନିଜର ବାଣୀ ନିଜେ ଶୁଣି ନିଜକୁ କହେ ' ମହାଜ୍ଞାନୀ ' ଅନ୍ୟମାନଂକ…

ଭାଷା ଭାଗବତ : ଦ୍ବିଧା ସହିତ କବି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧନ ମିଳିଲେ ସଂଚି ରଖେ ଜ୍ଞାନ ମିଳିଲେ ବଂଚି ଶିଖେ ମନକୁ କଲେ ଦ୍ବିଧା-ଘର ନ ହୁଏ ଲିଖନ ତତ୍ପର କେବଳ ଭାବି, ଭାବି, ଭାବି ସମୟ ସାରୁଥିଲେ କବି ଦିଶେନି କେବେ ସ୍ପଷ୍ଟ ଛବି ଭାବନା ଆପେ ଯାଏ ଦ୍ରବି ସବୁ ଥାଇ ବି…

ଭାଷା ଭାଗବତ : ଭକ୍ତି ଓ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପ୍ରଭୁ-ନିର୍ଭରଶୀଳ ଭକ୍ତ ପ୍ରଭୁଂକୁ କରଂତି ସଂପୃକ୍ତ ପ୍ରତ୍ୟେକ କାର୍ଯର ସହିତ ହୁଅଂତି ନିଜେ ଆତ୍ମତୃପ୍ତ ଯାହା ମୂଳତଃ ଆଧ୍ୟାତ୍ମିକ ଏଠାରେ ପ୍ରଭୁପ୍ରାଣ ଲୋକ ତାକୁ ହିଁ କରଂତି ଭୌତିକ ତେଣୁ ଦିଶେନି ଜ୍ଞାନାଲୋକ…