Latest Odisha News
Browsing Category

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହଁ ଅପା ଆଉ ଗୋଟେ କଥା ଯାହା ତୁମ ମୋ ଭିତରର କଥା କହୁଚି ଶୁଣ ,ସାଗର ଛଦ୍ମ ( ସମୀର)ନାଁ ରେ ସମ୍ଭବଙ୍କର କ୍ଳାଇଣ୍ଟ ଭାବରେ ଫୋନ କରିଥିଲା ଯେଉଁ ନମ୍ବର କି ସମ୍ଭବଙ୍କର କିନ୍ତୁ ମାୟା ବ୍ୟବହାର କରୁଥିଲା । ମୁଁ ଜାଣିକି ସାଗରକୁ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ରିସିଭ୍ କଲା ଆସ୍ଥା । ନିମିଅପା ! ଗୁଡାଏ ଦିନ ପରେ ! ଖୁସିରେ ଗଦ୍ ଗଦ୍ ହୋଇଗଲା । ଖୁସିର ଲୁହ ଟଳମଳ ହେଉଥିଲା ତା ଆଖିରେ ! " କେମିତି କହିବି ନିମିଅପା ଏକା ସାଙ୍ଗରେ ଏତେ ଗୁଡ଼ିଏ ଖୁସି ! ସମ୍ଭବଙ୍କ ଅନିଚ୍ଛା ସତ୍ତ୍ୱେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା, ଠିକ ଅଛି ମାମ୍ ମୋତେ ଜଣେଇବେ କହି ଫୋନ ରଖିଲା ବେଳକୁ ସମ୍ଭବ ସେପଟୁ ଗର୍ଜନକରି ,"କଣ ହେଲା ଜାତି ନାଇଁ ପାତି ନାଇଁ କିଏ ବୋଲି କିଏ, କହିଲ ବୋଲି ଘରକୁ ନେଇ ଆସିଲି ତା' ବୋଲି ତୁମର ଏତେ ସାହସ ମୋର ବିନା…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୬୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଅନ୍ ନୋନ ନଂ ଟେ ! ଚିଡ଼ ଚିଡ଼ ହୋଇ ଫୋନଟାକୁ କାଟିଦେଲା ଆସ୍ଥା । ଦୁଇ ତିନି ଥର ଫୋନ କାଟି ସାରିଲା ପରେ ଚତୁର୍ଥ ଥର ବେଳକୁ ଫୋନ ଉଠେଇ ଥିଲା ଏବଂ ବିରକ୍ତ ହୋଇ କହିଲା ବାରମ୍ବାର ଫୋନଟିକୁ କାଟିଲା ପରେ ଆପଣ ପୁଣି କାହିଁକି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା -"କଣ ହେଲା ମାଆ ଦୁଆର ଖୋଲିବାକୁ ଏତେ ଡେ଼ରି ? ଫୋନରେ କିଏ ଅଛନ୍ତି କି ତାଙ୍କୁ ଆଗ ଉତ୍ତର ଦିଅନ୍ତୁ ।" ଆସ୍ଥା - ଆରେ ହଁ ...ହଁ ନିମିଅପା ପୁଣି ଥରେ ଫୋନ ଉଠେଇ ,ସୁରେଖାକୁ ଟିକେ ବାହାରକୁ ପଠେଇ ଥିଲି ତ କାମରେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ବଜାରକୁ ସଉଦା ଆଣିବା ପାଇଁ ବାହାରକୁ ଚାଲି ଯାଇଛି । କଣ କରିବ ଆସ୍ଥା କିଛି ଜାଣି ପାରୁନି ! ମୁଣ୍ଡକୁ କିଛି ଜୁଟୁନି ତାର ।ଯୋଉ କଥା ଏତେ ଦିନ ହେଲାଣି କହି ପାରିନି ନିମିଅପାଙ୍କୁ କେମିତି କହିବ ? କଣ ସେ ଭାବିବେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ବହୁତ ଭାବିଲା ଆସ୍ଥା .... ! ସମ୍ଭବଙ୍କୁ ପଚାରି ଦିଅନ୍ତା ତା' ସହିତ ଏମିତି କାହିଁକି କଲେ !?କିନ୍ତୁ ଜିଭ ଅଗରେ ରହିବା କଥା କୁ କେମିତି କଣ୍ଠସ୍ଥ କରାଯାଏ ସେକଥା ବେଶ୍ ଭଲ ଭାବରେ ଜଣା ତାକୁ ! କହିବ କହିବ ହେଇ ଦିନେ, ଦୁଇ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଫୋନ ଧରି ଚାଲିଗଲେ ସମ୍ଭବ। କାହା ସାଙ୍ଗରେ ଗୋଟେ ଗପୁଚନ୍ତି ଗପୁଚନ୍ତି ଗପ ଆଉ ସରୁନି । ଆସ୍ଥା ରାଗିରେ ପଞ୍ଚମ ହେଲାଣି ହେଲେ କିଛି କହିପାରୁନି । ବହୁତ କଷ୍ଟରେ ରାଗକୁ ସମ୍ବରଣ କଲା । କିଛି ନହେବାର ଅଭିନୟ କଲା । ରାତି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ପିଲାମାନଙ୍କୁ ଆଣିବାକୁ ବସ୍ ଷ୍ଟପେଜକୁ ଚାଲିଗଲେ ସମ୍ଭବ। ସୁରେଖାକୁ ଚା କପ୍ ଟି ବଢ଼େଇ ଦେଇ ଆସ୍ଥା ଆଜି ତୁ କହ ଡିନର ରେ କଣ କରିବା । ତୋର ଆଜି କଣ ଖାଇବାକୁ ଇଚ୍ଛା ହେଉଛି କହ । ସୁରେଖା ଭାବବିହ୍ଵଳ ହୋଇ ମାଆ କେବେ ଦିନେ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସେଦିନଠାରୁ ଆଜି ଯାଏ ପୁରା ବ୍ୟସ୍ତ ଭିତରେ ଥିଲି । କାମର ଚାପାରେ ଭାବିଲି ମୋତେ ନେଇ କେତେ କଣ ଭାବୁଥିବେ , କାଳେ ମୁଁ ମିଛ କହୁନଥିବି ବୋଲି କିଏ ଜାଣିଲା । ଆଜି ଟିକେ ଫ୍ରି ହୋଇ ତୁମ ପାଖକୁ ଏସବୁ ପଠେଇଲି । ଜାଣେ ଏସବୁ…