Latest Odisha News

BREAKING NEWS

Browsing Category

ଗଳ୍ପ

ଅନୁବାଦ ଗଳ୍ପ : ମୋ ମାଆ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୮  ମୂଳ ସିନ୍ଧୀ : କିରାଟ ବବାନୀ ସେଦିନ ମୁଁ ଗ୍ରାଣ୍ଡ୍ ରୋଡ଼ ଷ୍ଟେସନରେ ଠିଆ ହୋଇଥିଲି । ମୋର ଜଣେ ସାଙ୍ଗ ଟ୍ରେନ୍‌ରେ ଆସିବାର ଥିଲା । ତାକୁ ହିଁ ମୁଁ ଅପେକ୍ଷା କରୁଥିଲି । ବମ୍ବେ ନଗରୀ ତ ଘଣ୍ଟା କଣ୍ଟା, ସେକେଣ୍ଡ କଣ୍ଟା ଭଳିଆ…

ଅନୁବାଦ ଗଳ୍ପ : ପାକିସ୍ତାନ ଜିନ୍ଦାବାଦ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୭ ମୂଳ ପଞ୍ଜାବୀ: କର୍ତ୍ତାର ସିଂହ ଡୁଗ୍‌ଗଲ  ତା’ର ଅସଲ ନାଁ ରାମ ରାକ୍ଷୀ । କିନ୍ତୁ ଏବେ ତା ନାଁ ବଦଳେଇ ଦିଆଯାଇଥିଲା ଆଲ୍ଲା ରାକ୍ଷୀ । ତେବେ ଏଭଳି ନାମ ପରିବର୍ତ୍ତନ ପୂର୍ବରୁ ଓ ପରେ ସମସ୍ତେ ତାକୁ କେବଳ ‘ରାକ୍ଷୀ’ ନାଁରେ ହିଁ…

ଗଳ୍ପ : ବୋଉର ସାବିତ୍ରୀ ବ୍ରତ

ସଫଳା ଦାସ ବହୁ ଦିନ ତଳର କଥା । ମୁଁ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସାବିତ୍ରୀ ପୂଜା ପଡିବ ବୋଲି ଶୁଣିଲି । ଆମ ସାହିର ବଡ ମାଆ ଜେଜୀ ଖରାବେଳେ ବାଡିରେ ଗପ କରୁଥିବା ସମୟରେ ଆମର ଏଗୁଡାକ ନାହିଁ ନୂଆ ନୂଆ ଥରେ ପୂଜିଲେ ଗଲା । ବର୍ଷକୁ ବର୍ଷ ପାଲା ଲଗେଇଛି । ଏ ଦୁଇଜଣ ଏମିତି…

ଅନୁବାଦ ଗଳ୍ପ : କଳେ ପାଣି, କଳେ ରକ୍ତ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୬  ମୂଳ ମରାଠୀ : ଏନ ଜି ଗୋରେ ଆକାଶରେ କେଉଁଠି ଚାଖଣ୍ଡେ ହେଲେ ବାଦଲ ଦିଶୁ ନ ଥିଲା । ଚାରିଆଡ଼ ବେଶ୍‍ ଉଜ୍ଜ୍ୱଳ ଲାଗୁଥିଲ । ବାହାରେ ଅସମ୍ଭବ ଖରା, ଯେତିକି ତେଜ ସେତିକି ଅସହ୍ୟ । ଗୁଳୁଗୁଳି ବି ତା’ ଠାରୁ ବଳି ଯନ୍ତ୍ରଣାଦାୟକ । ପାଦ…

ଗଳ୍ପ : ପରିବର୍ତ୍ତନ

ଦେବଜ୍ୟୋତି ଅବିନାଶ ଅଫିସ ବାହାର ଚା ଦୋକାନରୁ ସିଗାରେଟ ପ୍ୟାକେଟଟିଏ କିଣି ଆଣି ବସ ଷ୍ଟପରେ ଠିଆ ହେଲା ରାଜୀବ। ବସ ଷ୍ଟପର ସେଲ୍ଟର୍ ତଳେ ଛିଡା ହୋଇଥାନ୍ତି। ତା'ରି ଭଳି ଅଫିସ ଫେରନ୍ତା କେତେ ଯେ ଲୋକ। ଆହୁରି ବି ଅନେକ କିସମର ଲୋକ ସବୁ ଠିଆ ହୋଇଥାନ୍ତି ବସର ଅପେକ୍ଷାରେ। ଅଫିସର କାମ ଆଉ…

ଗଳ୍ପ : ଗୋଟିଏ ଗୁରୁବାର

ସୁସ୍ମିତା ମହାପାତ୍ର  ସବୁଦିନ ପରି ସୁକୁଟା ତ ଝାମ୍ପି ନେଲାନି ଶୁଖିଲା ପାଉଁରୁଟି ଆଉ ବିସ୍କୁଟ, ମୂରଲୀ ବାବୁଙ୍କ ହାତରୁ ! ଖେଳିଗଲାନି ତା’ ସେଥୁଆ ମୁହଁରେ ଧାରେ ତୃପ୍ତିର ହସ ! ଜୀଇଁ ଉଠିଆସିଲାନି ସେ ତା’ ଅବଶ ଦେହ ଦେହଳୀରୁ ପୁଣିଥରେ ! ବିଚଳିତ ଲାଗୁଥିଲେ ମୂରଲୀବାବୁ ବି । ସୁକୁଟାକୁ…

ଅନୁବାଦ ଗଳ୍ପ : ଉପହାର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୫  ମୂଳ ପଞ୍ଜାବୀ: ସତୀନ୍ଦ୍ର ସିଂହ  ଲଣ୍ଡନ ‘ଟାଇମ୍ସ’ ପତ୍ରିକା ଉପରେ ଆଖି ବୁଲାଇ ଆଣୁ ଆଣୁ ତରଲୋକ୍‍ଙ୍କ ନଜର ପଡ଼ିଲା ‘ଲଣ୍ଡନରେ ଜେନେରାଲ ସର୍ଫରାଜ’ ଶୀର୍ଷକ ଖବରଟି ଉପରେ । ସେ ପୂରା ଖବରଟିକୁ ଏକା ନିଃଶ୍ୱାସକେ ପଢ଼ିଗଲେ ।…

ଗଳ୍ପ : ପୋଡ଼ା ରୁଟି

ସସ୍ମିତା ମହାନ୍ତି  ପୋଡ଼ା ରୁଟି କ'ଣ ସତରେ ସୁଆଦିଆ !! ପିଲାଦିନୁ ଏ ପ୍ରଶ୍ନ ମୋ ମନକୁ ଆଲୋଡିତ କରେ କାରଣ ମୋ ବୋଉ ସବୁବେଳେ ଆମକୁ ଭଲ ରୁଟି ଖାଇବାକୁ ଦେଇ ନିଜେ ଦାଗ ଲାଗିଥିବା ବା ପୋଡ଼ି ଯାଇଥିବା ରୁଟି ଖାଏ। କେବଳ ପୋଡ଼ା ରୁଟି ନୁହେଁ ପୋଡ଼ି ଯାଇଥିବା ପିଠା, ପାମ୍ପଡ, ଭଜା ସବୁ…

ଅନୁବାଦ ଗଳ୍ପ : ବିଭାଜନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୪  ମୂଳ ଉର୍ଦ୍ଦୁୁ : ଗୁଲଜାର  ବେଳବେଳେ ଜୀବନ ଘାଇଲା ବାଘଟିଏ ପରି ଡେଇଁ କୁଦି ଆଗକୁ ଧାଇଁ ଚାଲିଥାଏ । ଆଉ ପଛରେ ରହିଯାଇଥାଏ ପାଦଚିହ୍ନ । ଯଦି କେହି ସେଇ ପାଦଚିହ୍ନକୁ ଗୋଟିଏ ସରଳ ରେଖାରେ ଟାଣି ଯୋଡ଼ିବାକୁ ଚାହେଁ, ସେଥିରୁ ଏକ…

ଅନୁବାଦ ଗଳ୍ପ : ବ୍ଲାକ୍ ମ୍ୟାଜିକ୍

ମୂଳ ରଚନା : ପେନିନା ଶ୍ଟବର୍   ମୁଁ ସବୁ ଠିକଠାକ କରିଛି । ହାଇସ୍କୁଲ୍ ପରେ ଇସ୍‌ରାଏଲ୍‌ରେ ସେମିନାରୀରେ ଏକ ବର୍ଷ ମଧ୍ୟ ପଢିଛି । ମୋ ବାପା ଓ ମାଙ୍କ ପକ୍ଷରେ ସେମିନାରୀ ଫିସ୍ ଦେବାକୁ ପଇସା ନ ଥିଲା କିନ୍ତୁ ପଛରେ ରହିଯିବ ତ ତୁମେ ହାରିଯିବ । ମୋ ଭବିଷ୍ୟତ ପାଇଁ ଏହା ଆବଶ୍ୟକ…