Latest Odisha News
Browsing Category

ଗଳ୍ପ

ଅନୁବାଦ ଗଳ୍ପ : ମୋ ମା’ କାଇଁ ?

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୩ ମୂଳ ହିନ୍ଦୀ : କୃଷ୍ଣା ସୋବତୀ  ୟୁନୁସ୍‍ ଖାଁ ମୁଣ୍ଡ ଉପର ଆକାଶକୁ ଚାହିଁଲା । ସେତେବେଳେକୁ ଚନ୍ଦ୍ର ଆକାଶରେ ଅଧାବାଟ ଅତିକ୍ରମ କରିସାରିଥିଲା । ଗଲା ଚାରିଦିନ ଧରି ସେ ଜହ୍ନ କି ତାରା କିଛି ହେଲେ ଦେଖି ନଥିଲା । ଏ ଚାରିଦିନ…

ଅନୁବାଦ ଗଳ୍ପ : ଶରଣାର୍ଥୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୨  ମୂଳ ଇଂରାଜୀ: ରାଜ ଗିଲ  ଆମେ କୁଆଡ଼େ ଯାଉଛୁ? ସେଠାରେ କେତେବେଳେ ପହଞ୍ଚିବା ? ପିଲାଟି ନିଜ ବାପାକୁ ଏଇ ପ୍ରଶ୍ନ ବାରମ୍ବାର ପଚାରୁଥିଲା ଓ ଗୋଡ଼ ଘୋଷାରି ଘୋଷାରି ଆଗକୁ ଚାଲୁଥିଲା । ସେ ଇଲାକାଟି ଥିଲା ଲୁଣାମାଟିର ଅଞ୍ଚଳ ।…

ଅନୁବାଦ ଗଳ୍ପ : ପ୍ରତିଶୋଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୧  ମୂଳ ଇଂରାଜୀ: ଖ୍ୱାଜା ଅହମ୍ମଦ ଆବ୍‌ବାସ୍‌  ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି - ଏଇ ଦୁଇଟିଯାକ ରଙ୍ଗ ତାଙ୍କୁ ଦିନ ରାତି ଯେମିତି ଡରେଇ ଗୋଡ଼ାଉଥିଲା । ନାଲି - ସତେକି ମଣିଷର ତାଜା ରକ୍ତ! ହଳଦିଆ - ଯେପରିକି ଶବ ମୁହଁରେ ଘୋଡ଼ା…

ଅନୁବାଦ ଗଳ୍ପ : ମାନବିକତାର ସିପାହୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୦  ମୂଳ ପଞ୍ଜାବୀ: ମହୀନ୍ଦର ସିଂହ ସରାନା ଆଜି ପୁଣି ଅଚାନକ ତୁମ କଥା ମନେପଡ଼ିଲା । ଯେତେବେଳେ ତୁମ କଥା ମନେପଡ଼େ, ଇମିତି ଅଚାନକ ମନ ବ୍ୟସ୍ତ ବିବ୍ରତ ହୋଇଯାଏ । ଆଉ ଏଇ ଅଚାନକ ମନେପଡ଼ିବାଟା ବି ଏବେ ନିତିଦିନିଆ ହୋଇଗଲାଣି । କି…

ଅନୁବାଦ ଗଳ୍ପ : ଜହୁର ବକ୍ସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୯   ମୂଳ ହିନ୍ଦୀ: ଭୀଷ୍ମ ସାହାନୀ ହୋଇପାରେ, ଆପଣମାନଙ୍କ ଭିତରୁ କେହିି କେହି ଜହୁର ବକ୍ସଙ୍କ ନାଁ ଶୁଣିଥାଇ ପାରନ୍ତି! ହେଲେ ଜହୁର ବକ୍ସ ନାଁରେ ତ ଏ ଦୁନିଆରେ ଶହ ଶହ ଲୋକ ଅଛନ୍ତି । ଆପଣ ପଚାରି ପାରନ୍ତି, ‘କେଉଁ ଜହୁର…

ଅନୁବାଦ ଗଳ୍ପ : ଚେର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୮   ମୂଳ ଉର୍ଦ୍ଦୁ: ଇସମତ୍ ଚୁଘତାଇ  ଆମ ସମସ୍ତଙ୍କ ମୁହଁରୁ ରଙ୍ଗ ହଜି ଯାଇଥିଲା । ଗଲା ଛଅଦିନ ଧରି ଘରେ ଚୁଲି ଉପରେ ହାଣ୍ଡି ସୁଦ୍ଧା ବସି ନ ଥିଲା । ପିଲାମାନେ ସ୍କୁଲକୁ ବି ଯାଇ ନ ଥିଲେ ଓ ଘରେ ପାଟିତୁଣ୍ଡ କରି ସମସ୍ତଙ୍କୁ ବ୍ୟସ୍ତ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୩୭)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୭ ଆପଣ ଗୋଟିଏ କାମ କରନ୍ତୁ, ମୁଁ ରେଫର କରିଦୋଉଛି, ମୋର ଜଣେ ସିନିୟର । ପ୍ରଫେସର କର । ସାଇକ୍‌ଆଟ୍ରିଷ୍ଟ । ତାଙ୍କ ପାଖକୁ ନେଇଯିବେ । ଏବେ ନୁହେଁ, ଚାରିପାଞ୍ଚ ଦିନ ମେଡ଼ିସିନ ଖାଇ ଜର ଭଲ ହେବାପରେ । ଆପଣ…

ଅନୁବାଦ ଗଳ୍ପ : ବିଦାୟ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୭  ମୂଳ ବଙ୍ଗଳା: ସମରେଶ ବସୁ ରାତ୍ରିର ନିସ୍ତବ୍ଧତାକୁ ଭଙ୍ଗକରି ପୁଲିସ ଜିପ୍‍ଟା ଭିକ୍ଟୋରିଆ ପାର୍କକୁ ଅତିକ୍ରମ କରିଗଲା । ଆଗ ରାସ୍ତା ମୋଡ଼ରେ ଖୁବ୍‍ ବେଗରେ ଅଦୃଶ୍ୟ ହୋଇଗଲା । ସାର ସହରରେ ୧୪୪ଧାରା ସାଙ୍ଗକୁ କର୍ଫ୍ୟୁ ଲାଗୁ ହୋଇଚି…

ଗଳ୍ପ : ସଂସ୍କାର

ରଶ୍ମିତା ଦାସ ରୀନା ନୂଆ ବାହା ହେଇ ଦୁଇ ମାସ ପରେ ପ୍ରଥମ ଥର ଘରକୁ ଫେରିଛି । ଘରର କିଛି ଅସୁବିଧା ବଶତଃ ପ୍ରଥମ ଥର ଫେରିବାରେ ଡେରି ହେଇ ଯାଇଥିଲା ।ଫେରିଲା ବେଳକୁ ଘର ବନ୍ଧୁ ବାନ୍ଧବରେ ଭରି ହେଇ ଯାଇଥିଲା । ସାହି ପଡିଶା ଲୋକ ମଧ୍ୟ ଅପେକ୍ଷାରେ ଅଛନ୍ତି । ରୀନାକୁ ଦେଖିବା ପାଇଁ ।…

ଅନୁବାଦ ଗଳ୍ପ : ମୁଁ ବଞ୍ଚିବି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୬  ମୂଳ ହିନ୍ଦୀ : ବିଷ୍ଣୁ ପ୍ରଭାକର ପାର୍ଟି କେତେବେଳୁ ଶେଷ ହୋଇସାରିଥିଲା ଓ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ଘରକୁ ଲେଉଟି ସାରିଥିଲେ । ଆକାଶରେ ଚନ୍ଦ୍ର ଢେର ଉପରକୁ ଉଠି ସାରିଥାଏ  । ପ୍ରାନ୍‍ ହସି ହସି ରାଜ୍‍ ଆଡ଼େ ଚାହିଁଲା ।…