Latest Odisha News

BREAKING NEWS

Browsing Category

ଗଳ୍ପ

ଗଳ୍ପ : ଆଇଁଷ ଚିନ୍ତା

ସତ୍ୟନାରାୟଣ ଗନ୍ତାୟତ ସତ୍ୟେନ୍ଦୁ ଆଜିକାଲି କମ୍ ଖାଉଥିବା ଦେଖି ସଭିଏଁ ତା ପତ୍ନୀ ସୁତପାକୁ କହନ୍ତି, ଏତେ କମ୍ କ'ଣ ଲୋ ଖାଉଚନ୍ତି ? "ଦେଖୁଛ ତ କେମିତି ଉଙ୍ଖୁରା ଖିଆ , ତା ସହ ପୁଣି ଶାଗଡାଳ ଖିଆ ପ୍ରାଣୀଟେ ବି " ସେମାନଙ୍କ କଥାରେ କଥା ଯୋଡେ ସୁତପା ! ଏଁ, ନନ୍ ଭେଜ୍ ଜମା…

ଅନୁବାଦ ଗଳ୍ପ : ଭଗ୍ନ ଦୁର୍ଗର ଅଧୀଶ୍ୱର

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୫   ମୂଳ ହିନ୍ଦୀ: ମୋହନ ରାକେଶ  ପୂରା ସାଢ଼େ ସାତବର୍ଷ ପରେ ଏଇ ଲୋକମାନେ ଲାହୋରରୁ ଅମୃତସର ଆସିଥିଲେ । ହକି ମ୍ୟାଚ୍‍ ଦେଖିବା କେବଳ ବାହାନା ଥିଲା । ଅସଲ ମତଲବ କିନ୍ତୁ ଥିଲା ସେମାନଙ୍କ ପ୍ରାଣଠାରୁ ବଳି ନିଜର ସହର ଅମୃତସରକୁ ଆଉ…

ଅନୁବାଦ ଗଳ୍ପ : ଆଉ କେଇଟା ପାକିସ୍ତାନ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୪  ମୂଳ ହିନ୍ଦୀ : କମଳେଶ୍ୱର  କେଡେ ଦୀର୍ଘ ସେ ଯାତ୍ରା! ମୁଁ ନିଜେ ବି ବୁଝି ପାରେନି କାଇଁକି ଏ ପାକିସ୍ତାନ କଥା ବାରମ୍ବାର ମୁଁ ଭାବିବସେ - କାଇଁକି ସେ ଚିନ୍ତା ମୋ ମନକୁ ବାରମ୍ବାର ଆନ୍ଦୋଳିତ କରେ? ସଲମା, ମୁଁ ଜୀବନରେ ଥରଟିଏ…

ବ୍ୟଙ୍ଗ : ଭାଲେଣ୍ଟାଇନସ୍ ଆପ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ସମ୍ଭ…  ଦିନଟି ସେମିତି-ବଡ଼ ରୋମାଣ୍ଟିକ୍ । ସକାଳୁ ଚଇନି ଚିକ୍କଣ ହେଇ ଘରୁ ବାହାରିଲା ବେଳେ ଘରଣୀ ପଛରୁ ଡାକିଦେଲେ , "ଶୁଣୁଛ ଘରେ ବ୍ରେଡ଼ ନାହିଁ । ପିଲା ଜଳଖିଆ କରିବେ। ଆସିଲାବେଳେ ନେଇକି ଆସିବ ।" ଶୁଭ କାମରେ ଘରୁ ବାହାରୁ ବାହାରୁ ପଛରୁ କୁହାଟମରା…

ଗଳ୍ପ : କେବଳ ତୁମର

ଶ୍ବେତପଦ୍ମା ପାଢ଼ୀ  ଆଜି ନବବର୍ଷର ପହିଲା ଦିନ । ସଞ୍ଜ ନଇଁ ଆସୁଥାଏ । ପୂରା ସୋସାଇଟି ରଙ୍ଗୀନ ଲିଚୁ ଲାଇଟରେ ଝଲସି ଉଠୁଥାଏ । ଝରକା ପାଖରେ ବସି ନିରେଖି ଦେଖି ମୁଗ୍ଧ ବିଭୋର ହେଉଥିଲେ ପ୍ରତିମା । ପ୍ରତିମା ଅନୁଭବ କରୁଥିଲେ ପ୍ରକୃତରେ ସୋସାଇଟିରେ ଶାନ୍ତି ଅଛି । ଏଇ ସୋସାଇଟିରେ ଏଇଟା…

ଅନୁବାଦ ଗଳ୍ପ : ପାଲି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୩  ମୂଳ ହିନ୍ଦୀ : ଭୀଷ୍ମ ସାହାନୀ  ଜୀବନର ସୁଅ ଗଡ଼ି ଚାଲିଥାଏ ଯେ ଚାଲିଥାଏ । ତା’ର ଅନ୍ତ କେଉଁଠି ସେକଥା କାହାକୁ ଜଣା ନ ଥାଏ । ନିତିଦିନିଆ ସଂସାର ଜଞ୍ଜାଳ ଭିତରେ ହେଉ ଅବା କବି ଲେଖକଙ୍କ ବର୍ଣ୍ଣନାରେ ହେଉ । ଆମେ ଖାଲି ଯାହା…

ଅନୁବାଦ ଗଳ୍ପ : ପେଶାୱର ଏକ୍ସପ୍ରେସ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୨ ମୂଳ ଉର୍ଦ୍ଦୁ : କୃଷନ୍‍ ଚନ୍ଦର ପେଶାୱର ରେଳଷ୍ଟେସନ ଛାଡ଼ିଲା ପରେ ମୁଁ ଆଶ୍ୱସ୍ତିର ଏକ ଦୀର୍ଘଶ୍ୱାସ ପକେଇଲି । ମୋର ସବୁ ଡବାରେ ଲୋକ ଖୁନ୍ଦାଖୁନ୍ଦି ହୋଇ ଥିଲେ । ସେମାନଙ୍କ ଭିତରୁ ପ୍ରାୟ ହିନ୍ଦୁ । ସେମାନେ ସବୁ ପେଶାୱର, ହୋତି…

ଅନୁବାଦ ଗଳ୍ପ : କୁଲଦୀପ ନାୟାର ଓ ପୀରବାବା

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୧  ମୂଳ ଉର୍ଦ୍ଦୁ : ଗୁଲଜାର ୧୯୯୮ ମସିହା ଅଗଷ୍ଟ ୧୪ ତାରିଖ,ଶୁକ୍ରବାର । ସମୟ ଆସନ୍ନ ସନ୍ଧ୍ୟା । ଏକ କାରରେ ବସି ମୁଁ ଯାତ୍ରା କରୁଥାଏ ୱାଘାସୀମା ଅଭିମୁଖେ । ମୋ ସାଙ୍ଗରେ ଥାଆନ୍ତି ବିଶିଷ୍ଟ ସାମ୍ବାଦିକ କୁଲଦୀପ ନାୟାର । ନାୟାର…

ଅନୁବାଦ ଗଳ୍ପ : ସର୍ଦ୍ଦାରଜୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୦  ମୂଳ ଇଂରାଜୀ: କେ ଏ ଆବ୍‍ବାସ ମୋ ନାଁ ଶେଖ ବୁରହାନୁଦ୍ଦିନ୍‍ । ଯେତେବେଳେ ଦିଲ୍ଲୀ ସହରକୁ ଦଙ୍ଗା ସମ୍ପୂର୍ଣ୍ଣ ରୂପେ ଗ୍ରାସ କରିଗଲା ଓ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ସୁଅ ରାସ୍ତା ଉପରେ ଛୁଟିଲା, ଜଣେ ଶିଖ ଲୋକର ପଡ଼ିଶା ହୋଇ…

ଅନୁବାଦ ଗଳ୍ପ : ଟ୍ରୟରୁ ଟ୍ରୋଜାନ୍ ଘୋଡ଼ାକୁ ଗ୍ରୀସ୍ ଫେରେଇ ଆଣିଥିବା ଲୋକର ଡାଏରୀ

ମୂଳ ରଚନା : ଜେମ୍‌ସ୍ ଫୋଲ୍‌ଟା ବଡ଼ ଖବର : ସେନାପତିମାନେ ଘୋଡ଼ାଟାକୁ ଗ୍ରୀସ୍ ନେଇଯିବା ପାଇଁ ମତେ କହିଛନ୍ତି । କି କଥା ! ମୁଁ ଭାବିଥିଲି ଏଟାକୁ ଆମେ ଟ୍ରୟରେ ଛାଡ଼ିକରି ଫେରିିବୁ । ପୂରା ମଇଳା ଆଉ ଖରାପ ହେଇଯାଇଛି ଘୋଡ଼ାଟା । କିନ୍ତୁ ଉଚ୍ଚ ଅଫିସର୍‌ମାନେ ହିଁ ଜିଦ୍ ଧରି ବସିଛନ୍ତି, ଘୋଡ଼ା…