Latest Odisha News

BREAKING NEWS

Browsing Category

କବିତା

ଅନୁବାଦ କବିତା : ଶ୍ୟାମସୁ୍ର ରାହମାନ

ମୂଳ ବଙ୍ଗଳା: ଶ୍ୟାମସୁ୍ର ରାହମାନ ଆଚ୍ଛା, ଆପଣମାନଙ୍କ ଭିତରୁ କେହି କହି ପାରିବେ କି ଏଇ ମୁହୂର୍ତ୍ତରେ କେଉଁଠିକି ଗଲେ ମୁଁ ଟିକେ ଶାନ୍ତି ପାଇବି? କିଛି ସମୟ ପରେ ଶୋଇ ପଡିବି? ନିଦ ହୋଇଗଲେ ଶାନ୍ତିର ସ୍ବପ୍ନରେ କଟିଯିବ ସାରାରାତି ଏମିତି କ'ଣ ଆଶା କରିବା ବୃଥା? କାହିଁକି ମୋତେ…

କବିତା : ମୁକ୍ତି

ଅନନ୍ତାଂଶୁ ଜେନା  ରାତିର ବାସି ସୂର୍ଯ୍ୟ ରକ୍ତିମ ହେଲାଣି ଖରାବେଳ ନଈ ପଠା ଗାଁ ହାଟ ବେସୁରା ବେସୁରା ସତେକି ଆକାଶଟା ଛିଣ୍ଡି ପଡିଛି ! ବୀଣାର ମଧୁରତା କେଡ଼େ କର୍କଶ ତୁମେ ଫେରିଗଲା ପରେ ଏ କ’ଣ କାଳର ଅଟ୍ଟାହାସ୍ୟ ! ସତରେ, ଛୁଇଁଦେଲ ମୃତ୍ୟୁକୁ ! କାଳାନ୍ତକ ର ବାର୍ତ୍ତା…

କବିତା : ଉପପାଦ୍ୟ

ମାନସ ରଞ୍ଜନ ମହାପାତ୍ର  ଗୋଟିଏ ଦୁଃଖର ନାଁ ଅନୁଭୂତି ଗୋଟିଏ ତାରାର ନାଁ ଅରୁନ୍ଧତୀ ଗୋଟିଏ ନଦୀର ନାଁ ଇଛାମତୀ ଗୋଟିଏ ପ୍ରେମର ନାଁ ସରସ୍ୱତୀ ଅରୁନ୍ଧତୀରେ , ଅନୁଭୂତିରେ, ଇଚ୍ଛାମତୀରେ ସରସ୍ୱତୀରେ ନିୟତି ଭାରତୀ ଅଥଚ ମୋ ପୃଥିବୀ ଗୋଟେ ଜଟିଳ ଜ୍ୟାମିତି ସ୍ବପ୍ନ…

କବିତା : କସ୍ତୁରୀ

ପ୍ରିୟମ୍ବଦା ସାମଲ କିଏ ସେ ଜଗାଏ ମନ ଆଇନାରେ ଅନ୍ତର୍ଦ୍ୱନ୍ଦ ଅହରହ ଉପବନ ମନମୃଗ ଅନ୍ୱେଷଣେ କସ୍ତୁରୀ ବାସ୍ନା ପ୍ରବାହ। ସ୍ମୃତିର ଝଲକେ କସ୍ତୁରୀ ପାଲଟେ ସ୍ୱପ୍ନର ସ୍ମୃତିର ଛାଇ ଅନ୍ତର ଆତ୍ମାକୁ ପ୍ରଶ୍ନବାଚୀ କରେ କସ୍ତୁରୀ ବାସ୍ନା କାହିଁ? ସପନ କୁହେଳୀ ଅଧୁରା ପ୍ରଜ୍ଜ୍ଵଳି…

କବିତା : କିଏ ସେ ହତ୍ୟାକାରୀ

ଲାବଣ୍ୟ ନାୟକ ସେ ଭାରି ମିଠ‍ା କଥ‍ା କହେ, ପାଣିରେ ସର ପକାଏ ପୁଳା ପୁଳା ହସ ମହଲୁ ଖୁସି ଗପରୁ ଝୁଡିଏ ଆଣି ଅଜାଡି ଦିଏ ମୁଣ୍ତ ଉପରେ, କହେ ହାତୀ ସୁନା କଳସୀ ଢାଳିବାର ଯୋଗ୍ୟ ତୁ, ଚନ୍ଦନବୋଳା କଥା ପରି ଖୁବ୍ ଶୀତଳତା ଓ ମଖମଲି ସ୍ପର୍ଶ ଦିଏ ତା' ବ୍ୟବହାର, ଭିତରେ ଭିତରେ…

କବିତା : ବୁଝି ହେଉନି

ରାମକୃଷ୍ଣ  ବୁଝି ହେଉନି ମୁଁ ଖେଳୁଛି ଶବ୍ଦକୁ ନା ଶବ୍ଦ ଖେଳୁଛି ମତେ କିଏ କାହାର ଅକ୍ତିଆରରେ ଏଡ଼େ ସୁରକ୍ଷିତ ଶବ୍ଦର ବିଶାଳ ଦୁର୍ଗ ସମୁଦ୍ର କୂଳର ବାଲିଘର ପରି ଧୋଇନିଏ ନୀରବତାର ଢେଉ ମୁଁ ନିର୍ବାକ ଛିଡ଼ା ହୋଇ ରହେ ମୋର ନଥିବା ପଣରେ। କଳ୍ପନାର ଦୁର୍ଭେଦ୍ୟ ପିରାମିଡ…

କବିତା : ନିର୍ବାଣ

ସୁପ୍ରିୟା ପଣ୍ଡା ଗୁଡ଼ାଏ ମାୟାଜାଲ ଭିତରେ ଯେତେବେଳେ ଛନ୍ଦିହୁଏ ତୁମେ ଖୁବ୍ ମନେପଡ଼ ସିଦ୍ଧାର୍ଥ ଦୁଃଖ, ଯନ୍ତ୍ରଣା, କାମନା, ବାସନା ସମସ୍ତେ ମିଶି ତୁମକୁ ଗୌତମ ଡାକିବା ପାଇଁ ଯେମିତି ବାଧ୍ୟ କରିଦିଅନ୍ତି । ଥରେ ଗୌତମ ଉଚ୍ଚାରି ଦେଲେ ଶାନ୍ତ ହୋଇଯାଏ ସବୁତକ ଉଦବେଳନ ହୃଦୟରୁ…

ଅନୁବାଦ କବିତା : ପାଣ୍ଡୁଲିପି

ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ ଅଜୀର୍ଣ୍ଣ ରୋଗ ଯୋଗୁଁ କ୍ଷୀଣ ତନୁ ନିଜ ଲାଭର ଅଙ୍କ କଷାରେ ମଗଜ ଭରପୁର ମୁଣ୍ଡରେ ଥିବା ଅଳ୍ପବାଳ ତେଲ ଚିକିଟା, ଚକଚକିଆ, ଧୂର୍ତ୍ତ ଆଖି ଦୁଇଟି ଲୋଭ ଓ ଲାଳସା ରେ ହଳଦିଆ। ସେ ତାର ତେଲିଆ ଝାଳୁଆ ଆଙ୍ଗୁଳି ଦେଇ ଏପଟ ସେପଟ କରି ଲେଉଟାଉଛି ମୋର…

କବିତା : ପ୍ରଶ୍ନ ନାଇଁ

ଗଜାନନ ମିଶ୍ର ନାଇଁ, ଅଟକି ନାଇଁ ମୁଁ କୋଉଠି। ଅଟକିବାର ପ୍ରଶ୍ନ ଇ ନାଇଁ। ମୁଁ ମୋର ତାରାତୋଳାରେ ବ୍ୟସ୍ତ ସଦାକାଳ। ମୁଁ ମୋ ହାତରେ ରଖିଥିବି ସକାଳ। ପୂର୍ବରେ ରଙ୍ଗୀନ ଆଲୁଅ, ପଶ୍ଚିମରେ ଶ୍ରଦ୍ଧାର ଜ୍ଞାନଦୀପ, ଦକ୍ଷିଣର ପାହାଡ ନେଉଥିବ ଯତ୍ନ, ଉତ୍ତରରେ ମୁଁ ସ୍ଥିର।…

କବିତା : ତୁମେ ଏମିତି

ସୁମିତା ବେହେରା ବାପି  ଦେଖିକି କାହାକୁ ସପନେ ହସୁଛ ପଚାରିଲି ଯେବେ କୁହ ନା ତୁମେ କୁହ ‘ଥରେ ପଚାର ମନକୁ ତୁମକୁ କି ଏହା ଅଜଣା’ ? ନାଲି ଶାଢ଼ୀ ପିନ୍ଧି ପଚାରେ ତୁମକୁ କେମିତି ଦିଶୁଛି କୁହ ନା ସତୃଷ୍ଣ ନୟନେ ଚାହିଁ ରୁହ ଖାଲି କିଛି ବି ଉତ୍ତର ପାଏନା । ପଚାରେ ତୁମକୁ ଭଲପାଅ…