Latest Odisha News

BREAKING NEWS

Browsing Category

କବିତା

କବିତା : ଚେର

ମାନସ ରଞ୍ଜନ ମହାପାତ୍ର ସବୁ ଯଦି ଠିକ୍ ଅଛି ମୁଁ କାହିଁକି ବ୍ୟସ୍ତ, କାହାପାଇଁ କେଉଁ କଥାଟି ମୁଁ କହି ପାରୁନାହିଁ କାହାକୁ ? ସମୟ ଯଦି ଧୋଇନିଏ ସବୁକିଛି ମୋ ପୁରୁଣା କ୍ଷତ ସବୁ ଶୁଖୁନି କାହିଁକି ନା ମୁଁ ଆଗକୁ ବଢି ପାରୁଛି ନା ଫେରି ପାରୁଛି ପଛକୁ ଅନେକ ପୁରୁଣା ସାଥୀ…

କବିତା : ନୀଳ ଜହ୍ନ

ରାଜ କିଶୋର ନାୟକ ତୁମେ ଆକାଶର ନୀଳ ଜହ୍ନ ସତ ମୁଁ ଧରଣୀ ଶ୍ବେତ କଇଁ ତୁମରି ଜୋଛନା ପରସ ପାଇ ମୁଁ ନିଶିଥେ ଉଠଇ ଚେଇଁ । ନୀଳାକାଶେ ତୁମେ ଧୂସର ବାଦଲ ମୁଁ ବୈଶାଖୀ ଶୁଷ୍କ ନଈ ଆଷାଢ ପ୍ରଥମ ଵରଷା ଛୁଆଁରେ ଧୀରେ ଧୀରେ ଯାଏ ବହି ତୁମେ ଆକାଶର....। ଫଗୁଣରେ ତୁମେ ମଳୟ ପବନ…

କବିତା : ନାରୀ

ବିଳାସିନୀ ପୃଷ୍ଟି ନାରୀ ତୁ ସଂସାରେ ବନ୍ଦନୀୟା ବୋଲି ଧରିତ୍ରୀ ରୁପେ ତୋ ନାଁଆ ଅଭୟ ଦାୟିନୀ ମଙ୍ଗଳା ବୋଲାଉ ଦୟାମୟୀ ହୋଇ ମାଆ। କ୍ରୋଧ ବେଳେ ତୁହି ସଂହାର କାରିଣୀ ନିସ୍ତାର ନ ପାନ୍ତି କେହି ବସୁଧା ରୂପରେ କରୁ ତୁ ପାଳନ କେତେ ବାଧା ବିଘ୍ନ ସହି। ଜାୟା ଓ ଜନନୀ ଭଗିନୀ ରୂପରେ…

କବିତା : ମହାସତୀ ସାବିତ୍ରୀ

0ସୁଜାତା ପତି  ନାରୀ ଦୟାମୟୀ ନାରୀ କ୍ଷମାମୟୀ ବିଶ୍ବ ରେ ସେ ବନ୍ଦନୀୟା ନୂହେଁ ସେ ଅବଳା ନୂହେ ସେ ଦୁର୍ବଳା ଜଗତରେ ଅଦ୍ବିତୀୟା। ରାଜା ଅଶ୍ବପତି ରାଣୀ କୋଉଶଲ୍ଯା ନିଃସନ୍ତାନ ଦୁହେଁ ଥିଲେ ମାତା ପାର୍ବତୀଙ୍କୁ ଆରାଧନା କରି ଏକ କନ୍ଯା ପ୍ରାପ୍ତି ହେଲେ। କନ୍ଯା ସାବିତ୍ରୀ ଯେ…

ଅନୁବାଦ କବିତା : ତୁମର ଦୁଇହାତ

ମୂଳ ବାଂଲା: ମହାଦେବ ସାହା ତୁମର ଦୁଇହାତ ଖୋଲି କେବେ ହେଲେ ଦେଖିନାହିଁ ସେଇଠି ଯେ ଫୁଟିଅଛି ପୃଥିବୀର ସବୁଠାରୁ ସୁନ୍ଦର ଗୋଲାପ ତୁମ ଦୁଇହାତ ଖୋଲି କେବେ ଦେଖିନାହିଁ ସେଠାରେ ରହିଛି ଲେଖା ହୃଦୟର ଅନ୍ତରଙ୍ଗ କବିତାର ଅଂଶ। ଫୁଲକୁ ମୁଁ ଭଲପାଏ ବୋଲି ବୃଥାସିନା କରେ ଅହଙ୍କାର।…

କବିତା : କବିଟିଏ ମୁଁ କବିଟିଏ

ବାସନ୍ତୀ ଲତା ଜେନା କବିଟିଏ ମୁଁ କବିଟିଏ କଳ୍ପନା ରାଇଜେ ବାସ୍ତବତା ଖୋଜେ କବିତାରେ କିଛି ଲେଖିଦିଏ କବିଟିଏ ମୁଁ……. । ନୀରବରେ ଯେବେ ବସି ଥାଏ ମନ କୁଞ୍ଜବନେ ଶବ୍ଦମାଳି ସବୁ ଆଖି ଆଗେ ମୋର ନାଚିଯାଏ କବଟିଏ ମୁଁ….. । କାଗଜ କଲମ ପାଖେ ଥାଏ ଶବ୍ଦ ବଗିଚାରୁ ଶବ୍ଦ ଖୋଜି ଆଣି…

କବିତା : ଅଭିଯୋଗ ଯେତେ ଥିଲା

ସଞ୍ଜିତା ପ୍ରଧାନ ଆକାଶର ସବୁ ନକ୍ଷତ୍ର ଯେବେ ଷଡ଼ଯନ୍ତ୍ର ରଚନା କରିବାରେ ଅଗ୍ରୀମ ସ୍ଥାନ ଗ୍ରହଣ କରି ସାରିଛନ୍ତି, ଶୁଭଲଗ୍ନ ମୃତବତ୍ ଲୋଟିପଡିଛନ୍ତି ଅଶୁଭର ପଶାପାଲିରେ, ସ୍ପଷ୍ଟ ଦୃଶ୍ୟମାନ ହେଉଥିବା ଅନେକ କିଛି ଆଶ୍ରୟ ନେଇଛନ୍ତି ଧୂମୀୟ ଆବରଣେ, ନୟନ ଯୁଗଳ ବହଳ କଳାକନାକୁ ଆଜୀବନ…

କବିତା : ନିରୁଦ୍ଦିଷ୍ଟ ସ୍ବର

ଗଦଧର ସାହୁ ଟୁଆଁ ଟୁଇଁ ଗପ ସପନ ହେଲାଣି ଟୁଇଁଙ୍କିଲି ଟୁଇଁଙ୍କିଲି ପାଇଁ, ଜେଜି ମାଆ ସ୍ଵର ନୀରବି ଯାଇଛି ଜରା ନିବାସରେ ରହି । ଘରକୁ ବୈକୁଣ୍ଠ ପୁର କରିଥିଲା ସେନେହ ମମତା ଦେଇ, ସେ କଥା ଉତ୍ତର ଆଜି ସେ ଖୋଜଇ ଦୂର ବୃଦ୍ଧାଶ୍ରମେ ରହି । ଗପ ଜଣା ଥିଲା ଗପି ପାରୁ…

କବିତା : ଅରଣ୍ୟ ଆକ୍ରୋଶ

ବଳରାମ ପୂଜାରୀ  ଚିପୁଡି ଦିଅ ? ବୈଶାଖର ପେଜୁଆ ଆକାଶରେ ଓହଳି ପଡିଥିବା ଅଗର୍ଭା ମେଘମାନଙ୍କୁ, ନିଗାଡି ଦିଅ ଜଙ୍ଗଲ ଜଙ୍ଘ ସନ୍ଧିରେ ଲେଞରା ଆଖିରେ ଆକାଶ ଆଡ଼କୁ ଆଁକରି ଅନାଇଁ ଥିବା, ଅଧା ଜୀଆଁ ଅଧା ମରା 'ମୟୁରଝୋଲା' ର ବଳକା,ସାଉଁଟା ରକ୍ତକୁ ? କିଛି ନ ପାଇଲେ, ନିଜ…

କବିତା : ପ୍ରତୀକ୍ଷାର ଦୀପ

ଭାରତୀ ସରିତା ମହାନ୍ତି  ଯାହାକୁ ପାଇଛି ଆଜି ସିଏ ମୋର ସପନ ରାଇଜ ରାଜ କୁମାର ବିଜନ ରଜନୀ ଗାଇଲା କାହାଣୀ ଦୁଃଖର ସାଗର ହେଲି ମୁଁ ପାର। ଚାନ୍ଦିନୀ ରାତିରେ ରୂପା ଜହ୍ନ ପରି ତୋଫା ଦିଶେ ତୁମ ଦେହ ଓ ମନ ପ୍ରତି ରାତି ଲାଗେ ପୂର୍ଣ୍ଣିମାର ରାତି ଦିବସେ ରଜନୀ ଦେଖେ ସପନ। ମଉଳା…