Latest Odisha News

BREAKING NEWS

Browsing Category

କବିତା

କୁଳାଙ୍ଗାର ଉବାଚ : ରଜଦୋଳି କଟ କଟ

ଡଃ.କୁଳାଙ୍ଗାର  ରଜଦୋଳି କଟ କଟ, ଖେଳିବିନି ଏଇ କରୋନା ଯୋଗୁଁ ମୋ ମନ ହୁଏ ଛଟପଟ ! ରଜ ସଜ ପାନଖିଆ, ଛାଡିବନି ଦାଗ ମାସ୍କଟାକୁ ମୋ ନାଲିଆ କରିବି କିଆଁ ? ଲୁଗା ଦୋକାନ ତ ବନ୍ଦ, ଲୁଚେଇ ପୋଷାକ କିଣି ପିନ୍ଧିବାକୁ ମନମୋର କାନ୍ଦକାନ୍ଦ ! ପୋଡପିଠା ପୋଡିଯାଉ,…

କବିତା : ବିବଶତା

ସୁଜିତ କୁମାର ସତପଥି   ଯୋଉଠି ଘଡ଼ିଏ ଅଟକି ଯାଏ ଯାହାକୁ ଅତିକ୍ରମି ଗୋଟେ ନିଶ୍ବାସରେ ଧାଇଁଯାଏ ତାହା ମୋର ବିବଶତା ନୁହଁ । ମୋର ବିବଶତା ଏହା ଯେ ସଠିକ୍ ଭାବେ ମୁଁ ଚିହ୍ନିପାରିଲିନି ପାଦକୁ କି ଜାଣିପାରିଲିନି ଯେ ଏ ରାସ୍ତା କୋଉଠିକୁ ଯାଏ । ଚାଲୁ ଚାଲୁ ସେମିତି ଭେଟହୁଏ…

କବିତା : ଶବ ଗଣା

ଗଦାଧର ସାହୁ  ସର୍ବଦଳୀୟ ବୈଠକ ଡାକ ସମସ୍ତେ ମିଶି ଶବ ଗଣିବା । କୋଉଠୁ ଆରମ୍ଭ କରିବା ଏ ଶବ ଗଣା ? କେମିତି ଗଣିବା ? କେତେ ଗଣିବା ? ଛାତିରେ ହାତ ରାଖି ସତ କୁହ ଆତ୍ମୀୟସ୍ଵଜନଙ୍କୁ ଗଣିବାକୁ ଧୈର୍ଯ୍ୟ ଅଛି ତ ? ଗଣିବା ନା ସେଇଠି ଅଟକିବା ? ନିଜକୁ , ଶତ୍ରୁକୁ,…

କବିତା : ପ୍ରୀତି ଫଲଗୁ

ନିରଞ୍ଜନ ସେଠୀ (କବି ଚନ୍ଦ୍ର) ପୂର୍ଣ୍ଣିମାର ଚାନ୍ଦ ପଦ୍ମ କମଳ ପ୍ରୀତି ପାରାବର ଛିଟା ପଲ୍ଲବିତ ଛଳେ ମଦିରା ମଲ୍ହାର କଢ଼ ଧରି ହୁଏ ଗୋଟା । କଣ୍ଟକ ଆଘାତ ଭୟ ଦାବାନଳେ ଛାତିରେ ଛନକା ଅତି ବିଭବ ମଣ୍ଡଳେ ବୈରୀ ପରାଭବ ତା ସାଥେ ସୃଜଇ ଭୀତି । ଭଙ୍ଗୁର ପଥ ଭଗ୍ନ ପାନ୍ଥଶାଳା ବିଭାବରୀ…

କବିତା : ଶ୍ରଦ୍ଧାଞ୍ଜଳି

ଆରତୀ ପଟ୍ଟଯୋଷୀ  ( ରଘୁନାଥ ମହାପାତ୍ରଙ୍କ ସ୍ମରଣେ ) ପାଷାଣେ ଜୀବନ ଦେଉ ଦେଉ ଶିଳ୍ପୀ ତୁମେ ହୋଇଲ ପଥର, ସନ୍ତାନ ସହିତ ସରଗେ ରହିଲ ଛିଣ୍ଡାଇ ସମ୍ପର୍କ ଡୋର। ଗୁମୁରୀ କାନ୍ଦୁଛି କୋଣାରକ ଏଠି ତୁମ ହାତ ଛୁଆଁ ପାଇଁ, ଆଉ ସେ ସାହାସ କିଏ ବା କରିବ କାନ୍ଦେ ଶିଳା କଇଁ କଇଁ।…

କୁଳାଙ୍ଗାର ଉବାଚ : ସାବିତ୍ରୀ ସପ୍ତପଦୀ

ଡଃ.କୁଳାଙ୍ଗାର  ସାବିତ୍ରୀ ବ୍ରତ ଦିନ ସତ୍ୟବାନମାନେ ପଡୋଶୀ ମହିଳାଙ୍କୁ ଚାହାନ୍ତି; ଫେସବୁକରେ ଲେଖନ୍ତି ,ୟେ ତୁଛା ପ୍ରହସନ ଏଠି ସାବିତ୍ରୀ କିଏ କାହାଁନ୍ତି ? ପଚାରିଲି ମୁଁ ତମେ କଣ ସତରେ ଅସଲ ସାବିତ୍ରୀ ପରି ଧନ ? କହିଲା ମୋବାଇଲି ପ୍ୟାଟର୍ଣ୍ଣ କୋଡ୍ କୁହ ତମେ ଯଦି…

କବିତା : ସଖା

 ଲକ୍ଷ୍ମଣ ସାହୁ  ବିସ୍ତୀର୍ଣ୍ଣ ସାଗର ବେଳାର ବିକ୍ଷିପ୍ତ ବାଲୁକା ରାଶିରେ ଶାମୁକାର ସମାହାରେ ଖୋଜୁଥାଏ ମୋ ଅତୀତ ସ୍ମୃତି ଏବେ ଅନାହତ ଖୁସିର ଶାମୁକାଟିଏ । ଖୋଜୁଥିଲି....... କୋଣାର୍କର ଭଗ୍ନ ମୁଖଶାଳେ ଦେଖୁଥିଲି ଅଭଙ୍ଗା ନର୍ତ୍ତକୀ ନୃତ୍ୟରତା ମୋ ପ୍ରିୟାର ମୁଖ ପାଦର…

କବିତା : ଅସମାପ୍ତ ନାଟକ

ମମତା ପ୍ରିୟଦର୍ଶିନୀ ସାହୁ  ଏ କ'ଣ ! ଏବେ ତ ରାତି ପାହିବାକୁ ବାକି ଥିଲା ଆହୁରି ସମୟ , ଶେଷ ଅଙ୍କ ପ୍ରସାରଣ ପାଇଁ ଢେର ସାରା ଦୃଶ୍ୟ ବଳକା ରହିଗଲା ! କେବଳ ମାତ୍ର ଅତିକ୍ରମିତ ହେଇଥିଲା ଅଳ୍ପ ପାହାଚ , ମଞ୍ଚ ଉପରକୁ ଉଠିବା ତ ଖୁବ୍ ଦୂରର କଥା , ଭଲ ରେ ପ୍ରଲେପ ବି…

କବିତା : ଅସରା

ପ୍ରଦୀପ କୁମାର ପଣ୍ଡା  ସବୁକିଛି ସରି ଯାଇନି ବସୁଧାରୁ ଯାହା ଚକିତ କରେ ଆମକୁ, ଯେମିତି ତୁମ ଆକାଶର ମେଘ। ଆକାଶର ନୀଳିମାର ବି ଏକ ପରିମାପ ଅଛି, ଆଉ ଟିକିଏ ଅଧିକା କି କମ ହୋଇ ଯାଇଥିଲେ ବିଗିଡି ଯାଇଥାନ୍ତା ଯେମିତି ବସୁଧାର ସଂଘଠନ । ହାଡ଼ମାଂସର ଖତରେ ଗାଢ଼ ହୁଏ ଅରଣ୍ୟର…

କବିତା : ଭୁବନେଶ୍ୱର

ସୁପ୍ରିୟା ପ୍ରଶାନ୍ତ ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ ତାକୁ ଦେଖିଥିବା ଲୋକେ ମନେ ପକାନ୍ତି , ସେ ନିରୀମାଖୀ, ଏକବାରେ ମନୋଇ ଟିଆପଖିଆ ପଣତ ତାର ଲମ୍ବିଥାଏ , ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ, ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।…