Latest Odisha News

BREAKING NEWS

Browsing Category

ନବପ୍ରତିଭା

ମୋ ପରିବାର ମତେ ସାହିତ୍ୟ ସର୍ଜନା ପାଇଁ ପ୍ରେରିତ କରିଛି : ଦେବଜ୍ୟୋତି ଅବିନାଶ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଇଂରାଜୀ ସ୍ନାତକୋତ୍ତର ବିଭାଗର ଛାତ୍ର ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ…

ଗଳ୍ପରେ, କାହାଣୀ ସହ ସମାଜ ପାଇଁ ବାର୍ତ୍ତାଟିଏ ରହୁ : ବିମଳା ଶଙ୍କର ଦାଶ

ଗଳ୍ପ, କବିତା, ଶିଶୁ ସାହିତ୍ୟ ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କର ଗଳ୍ପ, କବିତା ଓ ଶିଶୁ ସାହିତ୍ୟ ପ୍ରକାଶିତ । ବିଜ୍ଞାନର ଛାତ୍ର ସହ ବୃତ୍ତି ଶିକ୍ଷକତା ହେଲେ ମଧ୍ୟ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ…

କିଏ ସିଏ?

କିଏ ସିଏ? ସୋନାଲି ପଣ୍ଡା କିଏ ସିଏ? କାହାର ଏ ମୁହଁ ଅଧାଗଢ଼ା; ଅଧାଭଙ୍ଗା ଦର୍ପଣରେ ଦିଶେ କାହାର ଏ ସ୍ୱର ଛଳ ଛଳ ଓଠ ତଳେ ମେଘରଙ୍ଗ ଭାସେ କାହାର ଏ ଆଖି ଆଖି ନୁହେଁ, ଆଖି ପରି ଚିତ୍ର ହଳେ ଲାଗେ କାହାର ଏ ପାଦ ରୁଣୁଝୁଣୁ ପାଉଁଜିରେ ଜୀବନକୁ ଭୋଗେ କାହାର ଏ ସ୍ୱପ୍ନ; ସ୍ୱପ୍ନ…

ମୋକ୍ଷ

ମୋକ୍ଷ ସ୍ମୃତିପ୍ରଭା ସାହୁ ବର୍ଷା । ଖୁବ ଜୋର ବର୍ଷା । କାଳି ଅନ୍ଧାରକୁ ଦେହରେ ମାଖି ଆକାଶରୁ ସେ ବର୍ଷା ମନଇଛା ବର୍ଷୁଥାଏ । ଛାତି ତଳର କୋହ ବା କାହା ଆଖିରେ ଶୁଖିଯାଇଥିବା ଲୁହ ଯେମିତି, ବର୍ଷୁଥାଏ ମନଇଚ୍ଛା । ଥମିବାର ନାଁ ଧରୁନଥାଏ । ଏହି ବର୍ଷାରେ ହଠାତ ମେନରୋଡରୁ ଗୋଟାଏ ବଡ଼…

ଏମିତି ହୁଏ ପ୍ରଥମ ଥର

ଏମିତି ହୁଏ ପ୍ରଥମ ଥର ଫିର୍ଦୋଷୀ ତବସୁମ୍‍ ଏମିତି କିଛି ହୁଏ ପ୍ରଥମ ଥର ତୁମେ ଦେଖି ମତେ ବୋଧେ ଆଉ କିଛି ଦେଖିବା ଭୁଲିଯାଇଥିଲ ଚକିତ ଥିଲ ତୁମେ ଅପଲକ ଅନାଇ ମଜ୍ଜି କହିଥିଲ,"ତୋ ସୁଢ଼ଳ ନୟନର ପ୍ରେମ ପିଆଲାରେ ମତୁଆଲା ମୋର ଏ ମନ।" ରୋମାଞ୍ଚରେ ଭରିଯାଇଥିଲା ମୋର ମନ ସବୁଜ ଦିଗନ୍ତ…

କ୍ରୁଶବିଦ୍ଧର ସମୟ

କ୍ରୁଶବିଦ୍ଧର ସମୟ ନିହାର ରଂଜନ ପରିଡା ଯେଉଁମାନେ ବୁଝନ୍ତିନି କାହିଁକି ଉଠେ ଦୀର୍ଘଶ୍ୱାସ ଦିନେ ସେମାନଙ୍କୁ ହିଁ ତ ଭାବିଥିଲି ବନ୍ଧୁ, ସଖା ଏବଂ ସହୋଦର ଏବେ କିନ୍ତୁ ମୁଖାର ଖୋଳପା ତଳୁ ସ୍ପଷ୍ଟ ଦିଶୁଛି ଆତ୍ମୀୟଙ୍କ ମୁହଁ ମୋ କ୍ରୁଶବିଦ୍ଧ ହେବାର ଅପେକ୍ଷାରେ ପ୍ରାର୍ଥନା…

ମୁଁ

ମୁଁ ସୁମିତ୍ ପଣ୍ଡା ପ୍ରେମ ପାଇଁ ଦୁନିଆ ଅଣ୍ଡାଳିଲି ଦୁନିଆ ମିଳିଲା, ପ୍ରେମ ନୁହେଁ ! ସଉଦା ପାଇଁ ହାଟ କରି ବାହାରିଲି ଏବେ ନିଜେ ସଉଦା ମୁଁ ଜୀବନ ହାଟରେ ! ମୁଲାମୁଲି କରିବାକୁ କିଛି ଆସନ୍ତି, ନିଜ ହିସାବରେ ମତେ ମୁଖାଟେ ଦିଅନ୍ତି ପିନ୍ଧିବାକୁ ମୋ ଆଖିରେ ତାଙ୍କ ଦୁନିଆ…

ଅକୁହା କଥା

ଅକୁହା କଥା ପ୍ରଜ୍ଞା ନିବେଦିତା ନାୟକ ଧୀରେ କୁହ; କାଳେ କିଏ ଶୁଣିନେବ ତୁମ ଛାତିତଳର ସ୍ପନ୍ଦନ ଆଉ ମୋ ନିଃଶ୍ଵାସର ସ୍ଵର । ମିଞ୍ଜିମିଞ୍ଜି ତାରାଭରା ଜହ୍ନରାତିରେ ଗୋଲାପ ପାଖୁଡାର ବର୍ଷା ପୁଣି ନିଦର ସଉଦା। ପ୍ରଶ୍ନଭରା ଆଖିରେ ପ୍ରଣୟର ପ୍ରତିଛବି ଲଜ୍ଜାର ଓଢ଼ଣା ଫାଙ୍କେ…

ନଷ୍ଟ ପ୍ରେମିକ

ନଷ୍ଟ ପ୍ରେମିକ ରିତାଞ୍ଜଳି ମହାରଣା ଯଦି ବ୍ୟାକୁଳ ତୁମେ ଉଡିବାକୁ ତେବେ ଅଣନିଶ୍ୱାସୀ ହେବା ଆଗରୁ ଉଡିଯାଅ, ଖୋଲିଦେଲି ପ୍ରେମ ପଞ୍ଜୁରି ଦ୍ୱାର ଯେଉଁଠି ପୋଷା ମନେଇବାର ପ୍ରଚେଷ୍ଟାରେ ହାରିଯାଏ ବାରମ୍ବାର। ହୁଏତ ମୁଁ ଜିଇ ଯାଇପାରେ ନିଃସଙ୍ଗ ମୁଦ୍ରାରେ ପ୍ରତାରିତ…

ଅଜ୍ଞାତବାସ

ଅଜ୍ଞାତବାସ ଦିପୁନ୍ ପୁହାଣ ଥାଉ କିଛି, ନିଜଠୁ ବି ଗୋପନୀୟ ହୋଇ । କିଛି ଅସହାୟତା ଏପରି ଯେ ତାକୁ ନିଜଠି ଖୋଲିଦେବାକୁ ଡର ଆଉ ତୁମେ ତ ମୋ ନିଜ ଦେହ ନୁହେଁ ଦେହଠାରୁ ବହୁ ଦୂର । ବଡ଼ ବିଚିତ୍ର ଏ ଦେହ କାରସାଦି, ଏ ଦେହରେ ଇ ବୃହନ୍ନଳା, ଏ ଦେହରେ ଅର୍ଜୁନ , ଏ ଦେହ କେବେ…